ETV Bharat / city

୧ ନମ୍ବର ହାଟରେ ଚଢ଼ାଉ: ଅମାନିଆଙ୍କ ଠାରୁ ଫାଇନ କାଟିଲା କମିଶନରେଟ ପୋଲିସ

ସଂକ୍ରମଣ କମିଥିଲେ ମଧ୍ୟ ଅମାନିଆଙ୍କୁ ବାହାରକୁ ଆସିବାକୁ ମନା କରାଯାଇଛି । ହେଲେ ଅନେକେ ଏହାକୁ ମାନୁ ନାହାନ୍ତି, ଫଳରେ ଭୁବନେଶ୍ବରର 1 ନମ୍ବର ହାଟରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। କମିଶନରେଟ ପୋଲିସ ଚଢାଉ କରି ଆମାନିଆଙ୍କ ଠାରୁ ଫାଇନ ଆଦାୟ କରିଛି । ଅଧିକ ପଢନ୍ତୁ...

୧ ନମ୍ବର ହାଟରେ ଚଢ଼ାଉ: ଅମାନିଆଙ୍କ ଠାରୁ ଫାଇନ କାଟିଲା କମିଶନରେଟ ପୋଲିସ
୧ ନମ୍ବର ହାଟରେ ଚଢ଼ାଉ: ଅମାନିଆଙ୍କ ଠାରୁ ଫାଇନ କାଟିଲା କମିଶନରେଟ ପୋଲିସ
author img

By

Published : Jun 11, 2021, 7:00 AM IST

ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣ କିଛିଟା କମିଛି ସତ କିନ୍ତୁ, ଏବେବି କିଛି ଅମାନିଆ କୋରୋନା ମହାମାରୀ ପାଇଁ କରାଯାଇଥିବା କଟକଣାକୁ ମାନୁ ନାହାନ୍ତି। ହାଟବଜାରକୁ ଗାଡି ନେଇକି ନଆସିବା ପାଇଁ କୁହାଯାଇଥିବା ବେଳେ ଅନେକ ଗାଡି ନେଇ ଦୂର ଦୂରାନ୍ତରୁ ଆସୁଛନ୍ତି ଆଉ ଜିନିଷ କିଣି ନେଉଛନ୍ତି। ଏଭଳି କିଛି ଖବର ପାଇଁ ଗତକାଲି(ଗୁରୁବାର) ଭୁବନେଶ୍ୱରର ଏକ ନମ୍ବର ହାଟ ସମେତ ଅନେକ
ସ୍ଥାନରେ ଚଢାଉ କରିଥିଲା କମିଶନରେଟ ପୋଲିସ।

୧ ନମ୍ବର ହାଟରେ ଚଢ଼ାଉ: ଅମାନିଆଙ୍କ ଠାରୁ ଫାଇନ କାଟିଲା କମିଶନରେଟ ପୋଲିସ

ଯେଉଁ ଅମାନିଆ ମାନେ କଟକଣା ନମାନି ବ୍ୟବସାୟ କରୁଥିଲେ ଓ ଜିନିଷ କିଣି ନେଉଥିଲେ ସେମାନଙ୍କ ଠାରୁ ଫାଇନା ଆଦାୟ କରାଯାଇଛି। ଏହାସହ ସାବିତ୍ରୀ ପାଇଁ ମଧ୍ୟ ଭିଡ ରହିଥିବାରୁ ଫଳ ବଜାରରେ ଚଢ଼ାଉ କରି ଲୋକମାନଙ୍କୁ ଓ ଦୋକାନୀଙ୍କୁ ସାମାଜିକ ଦୂରତା ମାନିବାକୁ ସଚେତନ କରାଇଥିଲା ପୋଲିସ। ଏପରିକି ପୂଜା ପାର୍ବଣର ବାହାନ କାରି ଅଯଥା ବଜାରକୁ ନଆସିବାକୁ ସଚେତନତା କରାଇଥିଲେ। ଏହାସହ ସାବିତ୍ରୀ ପୂଜା ପାଇଁ ସହରର ଛୋଟ ବଡ଼ବଡ଼ ମନ୍ଦିର ଉପରେ ମଧ୍ୟ ଚଢ଼ାଉ କରିଥିଲା। କମିଶନରେଟ ପୋଲିସର କହିବା ମୁତାବକ ଦିନକରେ ଦେଢ଼ଶହ ଲୋକଙ୍କଠୁ ଫାଇନ କଟାଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.