ETV Bharat / city

ପଞ୍ଚଦଶ ଅର୍ଥ କମିଶନଙ୍କୁ ଭେଟିବେ ଓଡ଼ିଶାର ଅର୍ଥମନ୍ତ୍ରୀ - ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ

ପଞ୍ଚଦଶ ଅର୍ଥ କମିଶନକୁ ଭେଟି ଓଡ଼ିଶାର ଦୁଇଟି ମୁଖ୍ୟ ଦାବି ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଆସନ୍ତା 20 ତାରିଖରେ ଗୋଆରେ ଅର୍ଥ କମିଶନ ଅଧ୍ୟକ୍ଷ ଏନ୍‌କେ ସିଂଙ୍କୁ ଭେଟିବେ ନିରଞ୍ଜନ ।

ଫାଇଲ ଫଟୋ
author img

By

Published : Sep 17, 2019, 10:52 PM IST

ଭୁବନେଶ୍ବର: ଆସନ୍ତା 20 ତାରିଖରେ ପଞ୍ଚଦଶ ଅର୍ଥ କମିଶନଙ୍କୁ ଭେଟିବେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଗୋଆରେ ଅର୍ଥ କମିଶନ ଅଧ୍ୟକ୍ଷ ଏନ୍‌କେ ସିଂଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଓଡି଼ଶାର ଦୁଇଟି ଦାବି ଉପସ୍ଥାପନ କରି କମିଶନଙ୍କ ନଜରକୁ ଆଣିବେ ଅର୍ଥମନ୍ତ୍ରୀ।

ପ୍ରଥମଟି ହେଉଛି ରାଜ୍ୟଗୁଡିକୁ ସାମଗ୍ରୀ ଓ ସେବା ଟିକସ କ୍ଷତିପୂରଣ ରାଶି ପ୍ରଦାନ ପାଇଁ ଯେଉଁ 5 ବର୍ଷ ଅବଧି ରଖାଯାଇଛି ତାହା ବୃଦ୍ଧି କରାଯାଉ । ଯେହେତୁ ଟିକସ ସଂଗ୍ରହ କମିଛି ତେଣୁ ରାଜ୍ୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହା ଦାବି କରିବ ଓଡିଶା । ସେହିପରି ଦ୍ଵିତୀୟ ଦାବି ହେଉଛି ଐତିହ୍ୟ ସହର ପୁରୀ ପାଇଁ 2000 କୋଟି ଟଙ୍କା ପ୍ରଦାନ । ଏନେଇ ପଞ୍ଚଦଶ ଅର୍ଥ କମିଶନଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଆସନ୍ତା 20ରେ ପଞ୍ଚଦଶ ଅର୍ଥ କମିଶନଙ୍କୁ ଭେଟିବେ ରାଜ୍ୟ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ। ଗୋଆରେ ଅଧ୍ୟକ୍ଷ ଏନ କେ ସିଂଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଓଡିଶା ଦୁଇଟି ଦାବି ଉପସ୍ଥାପନ କରି କମିଶନଙ୍କ ନଜରକୁ ଆଣିବ। ପ୍ରଥମଟି ହେଉଛି ରାଜ୍ୟଗୁଡିକୁ ସାମଗ୍ରୀ ଓ ସେବା ଟିକସ କ୍ଷତିପୂରଣ ରାଶି ପ୍ରଦାନ ପାଇଁ ଯେଉଁ 5 ବର୍ଷ ଅବଧି ରଖାଯାଇଛି ତାହା ବୃଦ୍ଧି କରାଯାଉ । ଯେହେତୁ ଟିକସ ସଂଗ୍ରହ କମିଛି ତେଣୁ ରାଜ୍ୟ ସ୍ୱାର୍ଥ କୁ ଦୃଷ୍ଟିରେ ରଖି ଏହା ଦାବି କରିବ ଓଡିଶା। ସେହିପରି ଦ୍ଵିତୀୟ ଦାବି ହେଉଛି ଐତିହ୍ୟ ସହର ପୁରୀ ପାଇଁ। 2000 କୋଟି ଟଙ୍କା ପ୍ରଦାନ ଲାଗି ଏକ ଦାବିପତ୍ର ଦିଆଯିବ।Body:ହହConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.