ETV Bharat / city

ଅବସର ଦିନଠୁ ମିଳିବ ଚୂଡାନ୍ତ ପେନସନ

author img

By

Published : Nov 29, 2019, 5:17 AM IST

ଅବସର ଦିନ ହିଁ ସରକାରୀ କର୍ମଚାରୀ ପାଇବେ ପେନସନ । ଏପରି ନିଷ୍ପତ୍ତି ନେଇଛି ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ।

immediatly
ଫାଇଲ ଫଟୋ

ଭୁବନେଶ୍ବର: ରାଜ୍ୟର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ଏଣିକି ଆଉ ରହିବନି ପେନସନ ଝିନଝଟ। । ଯେଉଁଦିନ କର୍ମଚାରୀ ଅବସର ନେବେ ସେହିଦିନ ହିଁ ପାଇବେ ଚୂଡାନ୍ତ ପେନସନ । ଏଭଳି ନିଷ୍ପତ୍ତି ନେଇଛି ସାଧାରଣ ପ୍ରଶାସନ ବିଭାଗ ।

final-pension-to-donate-immediatly
ଅବସର ଦିନଠୁ ମିଳିବ ଚୂଡାନ୍ତ ପେନସନ

ସୂଚନାମୁତାବକ, ଆସନ୍ତା ମାର୍ଚ୍ଚ ମାସରୁ ଲାଗୁ ହେବ ଏହି ନୂଆ ନିୟମ । ସବୁ କର୍ମଚାରୀ ମଧ୍ୟ ଅନଲାଇନ ଜରିଆରେ ପେନସନ ପାଇଁ ଆବେଦନ କରିବେ । ଇଣ୍ଟିଗ୍ରେଟେଡ଼ ଫାଇନେନସିଆଲ ମ୍ୟାନେଜମେଣ୍ଟ ସିଷ୍ଟମ ଅଧୀନରେ ଆବେଦନ କରିବାକୁ ହେବ ବୋଲି ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ରାଜ୍ୟର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ଏଣିକି ଆଉ ରହିବନି ପେନସନ ଝିନଝଟ। ଯେଉଁଦିନ କର୍ମଚାରୀ ଅବସର ନେବେ ସେହି ଦିନ ହିଁ ଚୂଡାନ୍ତ ପେନସନ ପାଇବେ। ଏଭଳି ନିଷ୍ପତ୍ତି ନେଇଛି ସାଧାରଣ ପ୍ରଶାସନ ବିଭାଗ। ଆସନ୍ତା ମାର୍ଚ୍ଚରୁ ଏହା ଲାଗୁ ହେବ। ସବୁ କର୍ମଚାରୀ ମଧ୍ୟ ଅନଲାଇନ ଜରିଆରେ ପେନସନ ପାଇଁ ଆବେଦନ କରିବେ। ଇଣ୍ଟିଗ୍ରେଟେଡ଼ ଫାଇନନ୍ସିଲ ମ୍ୟାନେଜମେଣ୍ଟ ସିଷ୍ଟମ ଅଧୀନରେ ଆବେଦନ କରିବାକୁ ହେବ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

Body:KConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.