ETV Bharat / city

ଫିଲ୍ମ ଫ୍ରାଇଡେ: ଶ୍ରୀୟାରେ ଓଡ଼ିଆ ଫିଲ୍ମ 'ବିଶ୍ଵରୂପ' ପ୍ରିମିୟର - odia film biswarupa release

ଏବି କ୍ରିଏସନ ବ୍ୟାନରରେ ନିର୍ମିତ ହୋଇଥିବା ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା 3ଜଣ ମୁଖ୍ୟ ଅଭିନେତା ଓ ଅଭିନେତ୍ରୀ ଏହି ଫିଲ୍ମ ମାଧ୍ୟମରେ ଓଡିଶା ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଛନ୍ତି ।

odia film biswarupa
ଓଡ଼ିଆ ଫିଲ୍ମ 'ବିଶ୍ଵରୂପ' ପ୍ରିମିୟର
author img

By

Published : Dec 13, 2019, 10:11 PM IST

ଭୁବନେଶ୍ବର: ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଛି ଓଡ଼ିଆ ଫିଲ୍ମ 'ବିଶ୍ଵରୂପ' । ଏବି କ୍ରିଏସନ ବ୍ୟାନରରେ ନିର୍ମିତ ହୋଇଥିବା ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା 3ଜଣ ମୁଖ୍ୟ ଅଭିନେତା ଓ ଅଭିନେତ୍ରୀ ଏହି ଫିଲ୍ମ ମାଧ୍ୟମରେ ଓଡିଶା ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଛନ୍ତି ।

ଓଡ଼ିଆ ଫିଲ୍ମ 'ବିଶ୍ଵରୂପ' ପ୍ରିମିୟର

ଏହାର ପ୍ରଯୋଜନା ଭାର ବିଶ୍ଵଜିତ ମିଶ୍ର ଓ ସନ୍ଦୀପ ସାମଲ ଏବଂ ନିର୍ଦ୍ଦେଶନା ଭାର ସରୋଜକାନ୍ତ କରିଥିବା ବେଳେ ଏହାର ଷ୍ଟୋରି ଲେଖିଛନ୍ତି ବିନୋଦିନୀ ମିଶ୍ର । ଶୁକ୍ରବାର ଏହି ଚଳଚ୍ଚିତ୍ରର ପ୍ରିମିୟର ସ୍ଥାନୀୟ ଶ୍ରୀୟା ସିନେମା ହଲରେ ଅନୁଷ୍ଠିତ ହୋଇଥିଲା ।

ଏହା ଏକ ମୌଳିକ କାହାଣୀକୁ ନେଇ ଫିଲ୍ମ ତିଆରି ହୋଇଥିବା ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ନଜର ଆସିଥିବା ଅଭିନେତା ବିଶ୍ବ ଓ ଅଭିନେତ୍ରୀ ତନୁଷ୍କା କହିଛନ୍ତି । ଫିଲ୍ମରେ ଗାଁରୁ ସହରକୁ ଆସିଥିବା ଜଣେ ଯୁବକର ସଂଘର୍ଷ କାହାଣୀ ଉପରେ ପର୍ଯ୍ୟବେଶିତ ବୋଲି କହିଛନ୍ତି । ଏହା କୌଣସି ଫିଲ୍ମର କପି ନୁହେଁ । ଏହାକୁ ଦର୍ଶକମାନେ ଆସି ଦେଖିବା ସହିତ କଳାକାରଙ୍କୁ ଉତ୍ସାହିତ କରିବାକୁ ସେମାନେ କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଫିଲ୍ମ ଫ୍ରାଇଡେ ଅବସରରେ ପରଦାକୁ ଆସିଛି ଓଡ଼ିଆ ଫିଲ୍ମ ବିଶ୍ଵରୂପ।ଏବି କ୍ରିଏସନ ବ୍ୟାନର ରେ ନିର୍ମିତ ହୋଇଥିବା ଏହି ଫିଲ୍ମ ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା 3ଜଣ ମୁଖ୍ୟ ଅଭିନେତା ଓ ଅଭିନେତ୍ରୀ ଏହି ଫିଲ୍ମ ମାଧ୍ୟମରେ ଓଡିଶା ଫିଲ୍ମ ଇଣ୍ଡଷ୍ଟ୍ରିରେ ପଦାର୍ପଣ କରିଛନ୍ତି। ଏହାର ପ୍ରଯୋଜନା ଭାର ବିଶ୍ଵଜିତ ମିଶ୍ର ଓ ସନ୍ଦୀପ ସାମଲ ଏବଂ ନିର୍ଦେଶନା ଭାର ସରୋଜକାନ୍ତ କରିଥିବା ବେଳେ ଏହାର ଷ୍ଟୋରି ଲେଖିଛନ୍ତି ବିନୋଦିନି ମିଶ୍ର ।

Body:ଆଜି ଏହି ଚଳଚ୍ଚିତ୍ର ର ପ୍ରିମିୟର ସ୍ଥାନୀୟ ଶ୍ରୀୟା ସିନେମା ହଲ ରେ ଅନୁଷ୍ଠିତ ହୋଇଥିବା ବେଳେ ଏହାର ମୁଖ୍ୟ ଚରିତ୍ରରେ ନଜ ଆସିଥିବା ଅଭିନେତା ବିଶ୍ୱ ଓ ଅଭିନେତ୍ରୀ ତନୁଷ୍କା ଏହା ଏକ ମୌଳିକ କାହିଣୀକୁ ନେଇ ତିଆରି ଫିଲ୍ମ ଏବଂ ଏଥିରେ ଗୋଟିଏ ଗାଁ ରୁ ସହର ଆସିଥିବା ଯୁବକର ସଂଘର୍ଷ କାହାଣୀ ଉପରେ ପର୍ଯ୍ୟବେସିତ ଅଟେ ବୋଲି କହିଛନ୍ତି।ଏହା କୌଣସି ଫିଲ୍ମ ଠାରୁ କପି କରି ହୋଇ ନଥିବା ବେଳେ ଏହାକୁ ଦର୍ଶକମାନେ ଆସି ଦେଖିବା ସହିତ କଳାକାରମାନଙ୍କୁ ଉତ୍ସାହିତ କରିବାକୁ ସେମାନେ କହିଛନ୍ତି।
ବାଇଟ-1-ତନୁଷ୍କା -ଅଭିନେତ୍ରୀ
ବାଇଟ-2-ଅଭିନେତା-ବିଶ୍ୱ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.