ETV Bharat / city

ମୃତ୍ୟୁ ସଂଖ୍ୟା 64କୁ ବୃଦ୍ଧି

ବାତ୍ୟା ଫନିରେ ମୃତ୍ୟ ସଂଖ୍ୟା 64କୁ ବୃଦ୍ଧି ପାଇଛି । ଏନେଇ ଆଜି ଏସଆରସି ସୂଚନା ଦେଇଛନ୍ତି ।

author img

By

Published : May 13, 2019, 10:57 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବାତ୍ୟା ଫନିରେ ମୃତ୍ୟ ସଂଖ୍ୟା 64କୁ ବୃଦ୍ଧି ପାଇଛି । ଏନେଇ ଆଜି ଏସଆରସି ସୂଚନା ଦେଇଛନ୍ତି ।
ସୂଚନାମୁତାବକ ପୁରୀରେ ସର୍ବାଧିକ 39 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, କେନ୍ଦ୍ରାପଡ଼ାରେ 3, ଯାଜପୁରରେ 3, ମୟୂରଭଞ୍ଜରେ 4, କଟକରେ 6 ଓ ଖୋର୍ଦ୍ଧାରେ 9 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ପୁରୀ ମୃତକଙ୍କ ମଧ୍ୟରେ 9 ଜଣ ବିଦ୍ୟୁତ ଖୁଣ୍ଟ ପଡ଼ିବାରୁ ମୃତ୍ୟୁ ହୋଇଥିବା ବେଳେ 18 ଜଣ କାନ୍ଥ ପଡ଼ିବାରୁ ମୃତ୍ୟୁ ହୋଇଛି । ସେହିପରି ଛାତ ତଳେ ଚାପି ହୋଇ 5 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:Conclusion:

For All Latest Updates

TAGGED:

prabhu
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.