ETV Bharat / city

Fake journalist arrest: ୟୁପି ସିଏମଙ୍କ ନାଁରେ ମାଗୁଥିଲା ବିଜ୍ଞାପନ, ଭୁବନେଶ୍ୱରରୁ ଗିରଫ ହେଲା ଠକ ସାମ୍ବାଦିକ - ୟୁପି ମୁଖ୍ୟମନ୍ତ୍ରୀଙ୍କ ନାଁରେ ଠକ ସାମ୍ବାଦିକଙ୍କ ବିଜ୍ଞାପନ

ଦିଲ୍ଲୀ ପୋଲିସ ହାତରେ ଓଡିଶାର ଠକ ସାମ୍ବାଦିକ । ଭୁବନେଶ୍ୱରରୁ ଗିରଫ ହେଲେ ‘ସମାଜ ଆଇନା’ ଖବର କାଗଜର ସାମ୍ବାଦିକ ମନୋଜ ସେଠ । ସେ ୟୁପି ସିଏମ ଯୋଗି ଆଦିତ୍ୟନାଥଙ୍କ ନାଁରେ ଜାଲ ଦସ୍ତଖତ କରି ବିଜ୍ଞାପନ ମାଗୁଥିଲା । ଅଧିକ ପଢନ୍ତୁ

Fake journalist arrest: ୟୁପି CMଙ୍କ ନାଁରେ ମାଗୁଥିଲା ବିଜ୍ଞାପନ

author img

By

Published : Jan 30, 2022, 9:14 PM IST

Updated : Jan 30, 2022, 9:31 PM IST

ଭୁବନେଶ୍ବର: ଦିଲ୍ଲୀ ପୋଲିସ ହାତରେ ଓଡିଶାର ଠକ ସାମ୍ବାଦିକ । ଭୁବନେଶ୍ୱରରୁ ଗିରଫ ହେଲେ ‘ସମାଜ ଆଇନା’ ଖବର କାଗଜର ସାମ୍ବାଦିକ ମନୋଜ ସେଠ । ସେ ୟୁପି ସିଏମ ଯୋଗୀ ଆଦିତ୍ୟନାଥଙ୍କ ନାଁରେ ଜାଲ ଦସ୍ତଖତ କରି ବିଜ୍ଞାପନ ମାଗୁଥିଲା । ଗିରଫ କରି ପୋଲିସ ୩ ଦିନିଆ ଟ୍ରାନଜିଟ ରିମାଣ୍ଡରେ ଭୁବନେଶ୍ୱରରୁ ଦିଲ୍ଲୀ ନେଇଛି ।

ଦିଲ୍ଲୀ ପୋଲିସ ନିକଟରେ ତାଙ୍କ ନାଁରେ ୧୦ କୋଟି ଠକେଇ ଅଭିଯୋଗ ହୋଇଥିଲା । ଏନେଇ ଜାରି ହୋଇଥିଲା ଏନବିଡବ୍ଲୁ । ସେହି ଏନବିଡବ୍ଲୁ ଆଧାରରେ ଭୁବନେଶ୍ୱରର ଖାରବେଳ ନଗର ଥାନା ଅଞ୍ଚଳରୁ ତାକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା । ତେବେ ଟ୍ରାନଜିଟ ରିମାଣ୍ଡରେ ନେବାକୁ କୋର୍ଟ ଦେଇଥିଲେ ଅନୁମତି । ତେବେ ଅନେକ ସମୟରେ ବିଭିନ୍ନ କମ୍ପାନୀଙ୍କୁ ସିଏମଙ୍କ ଦସ୍ତଖତ କରି ବିଜ୍ଞାପନ ଦେବାକୁ ମେଲ କରୁଥିଲେ । ପରେ ବିଜ୍ଞାପନ ଆଳରେ ଅନେକ କମ୍ପାନୀ ଠୁ ଟଙ୍କା ଠକିନେଇଥିଲା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jan 30, 2022, 9:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.