ETV Bharat / city

ଟଙ୍କା ପାଇଁ ରେଳ କର୍ମଚାରୀକୁ ହତ୍ଯା, ଏଟିଭିଏମ କାର୍ଡ ଧରାଇଲା ଅଭିଯୁକ୍ତ

ଶେଷରେ ଏଟିଭିଏମ କାର୍ଡ ଧରାଇଦେଲା ଅଭିଯୁକ୍ତ। ପୁରଣା ଷ୍ଟେସନ ୬ ନମ୍ବର ପ୍ଲାଟଫର୍ମରେ ଟିଭି ରାଓ ହତ୍ୟାକାଣ୍ଡରେ ଅଭିଯୁକ୍ତ ହେଲା ଗିରଫ । ଅଧିକ ପଢନ୍ତୁ..

author img

By

Published : Jan 7, 2020, 4:26 AM IST

accused-arrested
accused-arrested

ଭୁବନେଶ୍ବର: ବି-କମ କରିଥିବା ଯୁବକ ଘଟାଇଥିଲା ହତ୍ୟାକାଣ୍ଡ । ବେକାରୀ ଯୋଗୁଁ ଟଙ୍କା ପାଇଁ ନେଇଥିଲା ରେଳ କର୍ମଚାରୀଙ୍କ ପ୍ରାଣ । ହତ୍ୟାପରେ ହତ୍ୟାକାରୀ ଫେରାର ଥିଲା। ଶେଷରେ ଏଟିଭିଏମ କାର୍ଡ ଧରାଇଦେଲା ଅଭିଯୁକ୍ତ । ପୁରଣା ଷ୍ଟେସନ ୬ ନମ୍ବର ପ୍ଲାଟଫର୍ମରେ ଟିଭି ରାଓ ହତ୍ୟାକାଣ୍ଡରେ ଅଭିଯୁକ୍ତ ହେଲା ଗିରଫ । ଗିରଫ ଅଭିଯୁକ୍ତ ହେଲେ ଅଜୟ କୁମାର । ଘର ଉତରପ୍ରଦେଶର ଆଲିଗଡ ।

ଟଙ୍କା ପାଇଁ ରେଳ କର୍ମଚାରୀକୁ ହତ୍ଯା, ଏଟିଭିଏମ କାର୍ଡ ଧରାଇଲା ଅଭିଯୁକ୍ତ

ତେବେ ଗତ ନଭେମ୍ବର ୧୮ ତାରିଖରେ ଅଜୟ ଅବସରପ୍ରାପ୍ତ ରେଳକର୍ମଚାରୀ ଟିଭି ରାଓଙ୍କ ସହ ସୁକାନ୍ତି ଡର୍ମିଟାରିକୁ ଯାଇଥିଲେ । ପରେ ଟିଭି ରାଓ ଗାଧୋଉଥିବା ସମୟରେ ତାଙ୍କର ୩୭ ହଜାର ଟଙ୍କା ଅଭିଯୁକ୍ତ ନେଇ ଫେରାର ଉଦ୍ୟମ ବେଳେ ଧରିପକାଇବାରୁ ତାଙ୍କୁ ଛୁରିରେ ଆକ୍ରମଣ କରି ଅଜୟ ହତ୍ୟା କରିଥିଲା । ପରେ ଚିଭି ରାଓଙ୍କ ଏଟିଭିଏମ କାର୍ଡ ମଧ୍ୟ ସାଥିରେ ନେଇ ଫେରାର ହୋଇ ଯାଇଥିଲା ।

ହଲେ ସେହି କାର୍ଡକୁ ଟ୍ରାକ ବେଳେ ଅଭିଯୁକ୍ତ ଭୁବନେଶ୍ବର ଷ୍ଟେସନରୁ ଧରାପଡିଥିଲା । ତେବେ ପ୍ରଶ୍ନ ଉଠୁଛି କାହିଁକି ଟିଭି ରାଓଙ୍କ ସହ ଅଜୟ ଡର୍ମିଟାରିକୁ ଯାଇଥିଲେ । କଣ ଉଭୟଙ୍କ ମଧ୍ୟରେ ପୁର୍ବରୁ ଚିହ୍ନାପରିଚୟ ଥିଲା ନା କିଛି ଅନୈତିକ ସମ୍ପର୍କ । ଯାହା ଏବେବି ସ୍ପଷ୍ଟ କରିନାହିଁ କମିସନରେଟ ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Intro:ଟଙ୍କା ପାଇଁ ରେଳ କର୍ମଚାରିକୁ ହତ୍ଯା,
ଏଟିଭିଏମ କାର୍ଡ ଧରାଇଦେଲା ଅଭିଯୁକ୍ତBody:
ବିକମ କରିଥିବା ଯୁବକ ଘଟାଇଥିଲା ହତ୍ଯାକାଣ୍ଡ।
ବେକାରୀ ଯୋଗୁଁ ଟଙ୍କା ପାଇଁ ନେଇଥିଲା ରେଳ କର୍ମଚାରି ପ୍ରାଣ।ହତ୍ଯାପରେ ହତ୍ଯାକାରୀ ଫେରାର ଥିଲା ଅନେକଦିନ। ଶେଷରେ ଏଟିଭିଏମ କାର୍ଡ ଧରାଇଦେଲା ଅଭିଯୁକ୍ତ।ପୁରଣା ଷ୍ଟେସନ ୬ନମ୍ବର ପ୍ଲାଟଫପ୍ମରେ ଟିଭି ରାଓ ହତ୍ଯାକାଣ୍ଡରେ ଅଭିଯୁକ୍ତ ହେଲା ଗିରଫ।ଗିରଫ ଅଭିଯୁକ୍ତ ହେଲେ ଅଜୟ କୁମାର।ଘର ଉତରପ୍ରଦେଶର ଆଲିଗଡ।ତେବେ ଗତ ନଭେମ୍ବର ୧୮ ତାରିଖରେ ଅଜୟ ଅବସରପ୍ରାପ୍ତ ରେଳକର୍ମଚାରି ଟିଭିରାଓଙ୍କ ସହ ସୁକାନ୍ତି ଡର୍ମିଟାରିକୁ ଯାଇଥିଲେ।ପରେ ଟିଭି ରାଓ ଗାଧୋଉଥିବା ଅବସ୍ଥାରେ ତାଙ୍କର ୩୭ ହଜାର ଟଙ୍କା ଅଭିଯୁକ୍ତ ନେଇ ଫେରାର ଉଦ୍ଯମ ବେଳେ ଧରିପକାଇବାରୁ ତାଙ୍କୁ ଛୁରିରେ ଆକ୍ରମଣ କରି ଅଜୟ ହତ୍ଯାକରିଥିଲା।ପରେ ଚିଭି ରାଓଙ୍କ ଏଟିଭିଏମ କାର୍ଡ ମଧ୍ଯ ସାଥିରେ ନେଇ ଫେରାରହୋଇଥିଲା।ହଲେ ସେହି କାର୍ଡକୁ ଟ୍ରାକ ବେଳେ ଅଭିଯୁକ୍ତ ଭୁବନେଶ୍ବର ଷ୍ଟେସନରୁ ଧରାପଡିଥିଲା।
ତେବେ ପ୍ରଶ୍ନ ଉଠୁଛି କାହିଁକି ଟିଭି ରାଓଙ୍କ ସହ ଅଜୟ ଡର୍ମିଟାରିକୁ ଯାଇଥିଲେ।କଣ ଉଭୟଙ୍କ ମଧ୍ଯରେ ପୁର୍ବରୁ ଚିହ୍ନାପରିଚୟ ଥିଲା ନା କିଛି ଅନୈତିକ ସମ୍ପର୍କ।ଯାହା ଏବେବି ସ୍ପଷ୍ଟ କରିନାହିଁ କମିସନରେଟ ପୋଲିସ।Conclusion:ବାଇଟ-ସୁଧାଂଶୁ ଷରଙ୍ଗି,ପୋଲିସ କମିସନର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.