ETV Bharat / city

ଶୀଲାଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ - ଶୀଲାଙ୍କ ବିୟୋଗରେ ଶୋକ ପ୍ରକାଶ

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ବିୟୋଗରେ ଓଡିଶା ପିସିସି ମର୍ମାହତ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ମନେ ପକାଇଛନ୍ତି ପୁରୁଣା କଥା ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ଭୁବନେଶ୍ବର
author img

By

Published : Jul 20, 2019, 9:07 PM IST

ଭୁବନେଶ୍ବର : ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ବିୟୋଗରେ ଓଡିଶା ପିସିସି ମର୍ମାହତ । ଚାରିଆଡେ ଶୋକାକୂଳ ପରିବେଶ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ବାଳ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।

ଶୀଲା ଜଣେ ବରିଷ୍ଠ କଂଗ୍ରେସ ନେତ୍ରୀ । ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରୁଛି । ତାଙ୍କ ସହ ମୁଁ ବ୍ୟକ୍ତିଗତ ଭାବେ ଜଡିତ । ସେ ସବୁବର୍ଗର ଲୋକଙ୍କ କିଛି ନ ଭାବି ଭଲ ଭାବେ ମିଶନ୍ତି । ସକାଳୁ ସଞ୍ଜଯାଏଁ ସେ ଜନସେବା କରିବାରେ ବିତାଉଥିଲେ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ଭୁବନେଶ୍ବର

ଆମେ ତାଙ୍କ ପାଖକୁ କଂଗ୍ରେସ ଦଳର ରାଜନୈତିକ ଆଲୋଚନା ପାଇଁ ବରାବର ଯାଉଥିଲୁ । ସେତେବେଳେ ସେ ରାଜୀବ ଗାନ୍ଧିଙ୍କ ପଲିଟିକାଲ ସେକ୍ରେଟାରୀ ଥିଲେ । ସେ ସବୁ କାମରେ ଆମକୁ ସହଯୋଗ ମଧ୍ୟ କରିଛନ୍ତି । ପ୍ରଥମଥର ଜାନକୀ ବାବୁଙ୍କ ପରେ ମୁଖ୍ୟମନ୍ତ୍ରୀ ହେବାରେ ମଧ୍ୟ ତାଙ୍କର ଅବଦାନ ରହିଛି ବୋଲି କହିଛନ୍ତି ହେମାନନ୍ଦ ବିଶ୍ବାଳ ।

ଭୁବନେଶ୍ବରରୁ ସଞ୍ଜିବ ରାଏ, ଇଟିଭି ଭାରତ

former chief minister odissa ,senior Congress leader hemananda biswal reaction on demise of Sheila dixit
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.