ETV Bharat / city

ଇଟିଭି ଭାରତ ମହାପ୍ରଭାବ: କଥା ରଖିଲେ ନବୀନ, ଲିପୁନାଙ୍କୁ ମିଳିଲା ଘର - ଦିବ୍ୟାଙ୍ଗ ଲିପୁନାଙ୍କୁ ବିଜୁ ପକ୍କା ଘର

ଇଟିଭି ଭାରତର ମହାପ୍ରଭାବ । ଖବର ପ୍ରସାରଣ ହେବା ପରେ ଭାଙ୍ଗିଛି ପ୍ରଶାସନର ନିଦ । ଆଉ ହିତାଧିକାରୀଙ୍କୁ ମିଳିଛି ବିଜୁ ପକ୍କା ଘର । ତେଣେ ସ୍ବପ୍ନ ପୂରା ହେବା ନେଇ ଖୁସିରେ ଫାଟିପଡିଛି ଦିବ୍ୟାଙ୍ଗ ଲିପୁନାଙ୍କ କୋହ ।

ଡିଜାଇନ ଫଟୋ
author img

By

Published : Oct 17, 2019, 9:54 PM IST

ଭୁବନେଶ୍ବର: ଇଟିଭି ଭାରତର ମହାପ୍ରଭାବ । ଖବର ପ୍ରସାରଣ ହେବା ପରେ ଖୋଲିଛି ପ୍ରଶାସନର ନିଦ ଓ ହିତାଧିକାରୀଙ୍କୁ ମିଳିଛି ପ୍ରାପ୍ୟ ବିଜୁ ପକ୍କା ଘର । ତେଣେ ସ୍ବପ୍ନ ପୂରା ହେବା ନେଇ ଖୁସିରେ ଫାଟିପଡିଛି ଦିବ୍ୟାଙ୍ଗ ଲିପୁନାଙ୍କ କୋହ । ଶେଷରେ ପୂରଣ ହୋଇଛି ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶୃତି ଓ ପୂରା ହୋଇଛି ଦୀର୍ଘ ଦିନର ସ୍ବପ୍ନ । ଏବେ ମୁହଁରେ କେବଳ ଗୋଟିଏ ଶବ୍ଦ ‘ଧନ୍ୟବାଦ ଇଟିଭି ଭାରତ’ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ପେଟ ଚାଖଣ୍ଡକ ପାଇଁ ସେ ନିତି ଧାଇଁଯାଆନ୍ତି କଟକ ବାଦାମବାଡି ବସ୍‌ଷ୍ଟାଣ୍ଡ । ଦିନେ ନରସିଂହପୁର ଅଞ୍ଚଳରେ ଭେଟ ହେଲେ ନିର୍ବାଚନୀ ପ୍ରଚାରରେ ଆସିଥିବା ମୁଖ୍ୟମନ୍ତ୍ରୀ । କାଳ ବିଳମ୍ବ ନ କରି ମୁଖ୍ୟମନ୍ତ୍ରୀଙ୍କ ଗାଡି ପଛରେ ଧାଇଁ ଯାଇଥିଲେ ଦିବ୍ୟାଙ୍ଗ ଲିପୁନା । କହି ବସିଥିଲେ ଅନ୍ତରର ବେଦନା । ଭାବିଥିଲେ ଦୁଃଖ ବୁଝିବେ ବଡ ବାବୁ । ଆଶା ମୁତାବକ ପ୍ରତିଶୃତି ମଧ୍ୟ ଦେଲେ ମୁଖ୍ୟମନ୍ତ୍ରୀ । ହେଲେ ପ୍ରତିଶୃତିକୁ 6 ମାସ ବିତିଥିଲେ ବି ନା ମିଳିଲା ପକ୍କା ଘର, ନା ମିଳିଲା କିଛି ଖୋଜ ଖବର ।

ଏନେଇ କିଛି ଦିନ ତଳେ ଇଟିଭି ଭାରତରେ ଖବର ପ୍ରସାରଣ ହେବା ପରେ ଲିପୁନାଙ୍କ ମୁହଁରେ ଫୁଟିଛି ଖୁସିର ହସ । ସତ ହୋଇଛି ସ୍ବପ୍ନ ଓ ପୂରଣ ହୋଇଛି ବିଜୁ ପକ୍କା ଘରର ପ୍ରତିଶୃତି । ସାଥୀରେ ମିଳିଛି ରାଜ୍ୟ ସରକାରଙ୍କ ତରଫରୁ ସହାୟତା ରାଶି । ଇଟିଭି ଭାରତର ଏହି ପ୍ରୟାସ ପାଇଁ ଏବେ କୃତ୍ୟ କୃତ୍ୟ ହୋଇଛନ୍ତି ଲିପୁନା ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଇ ଟିଭି ଭାରତ ର ମହାପ୍ରଭାବ,ଶେଷ ରେ ବାଧ୍ୟ ହେଲେ ସରକାର ଦିବ୍ୟଙ୍ଗ ଲିପୁନା କୁ ମିଳିଳା ବିଜୁ ପକ୍କା ଘର।

ଲିପୁନା ଦିବ୍ୟାଙ୍କ ଯିଏ 22/2 /2109 ରେ ମୁଖ୍ୟ ମନ୍ତ୍ରୀ ଙ୍କ ଗାଡି ପଛ ରେ ଦୌଡ଼ି ଥିଲା। ଯେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେତେବେଳେ କଟକ ନରସିଂହପୁର ଅଞ୍ଚଳ କୁ ଯାଏ ଥିଲେ ଲିପୁନା ସେଠି ନବୀନ ପଟ୍ଟନାୟକ ଙ୍କୁ ଭେଟି ନିଜର ଦୁଃଖ ଜଣାଇ ଥିଲେ। ଆଉ ମାନ୍ୟବର ମୁଖ୍ୟମନ୍ତ୍ରୀ ଲିପୁନା ର ଦୁଃଖ ଶୁଣି ସିଧାସଳଖ ସେ ସମୟ ର କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଙ୍କୁ ନିଦେଶ ଦେଇ ଥିଲେ ଯେ ଯଥା ଶୀଘ୍ର ଲିପୁନା ଙ୍କୁ ବିଜୁ ପକା ଘର ଟିଏ ଦିଆ ଯାଉ। ଆଉ ତା ପରେ ଲିପୁନା ମଧ୍ୟ ଖୁସି ହୋଇ ଯାଇ ଥିଲେ କାରଣ ସେ ଭିକ୍ଷା ବୃତ୍ତି କଲେ ବି ନିଜ ପରିବାର ରହିବା ପାଇଁ ଛାତ ଟିଏ ପାଇବ ବୋଲି,
ହେଲେ ଆଜିକୁ 6 ମାସ ବିତି ଯାଇ ଥିଲେ ଶୁଦ୍ଧା ଲିପୁନା ନିଜର ଘର ପାଇ ନାହାନ୍ତି ବୋଲି ଅଭିଯୋଗ ଆଣିଥିଲେ ଲିପୁନା କହିଛନ୍ତି ଏବେ ବି ଘର ପାଇବାର ତ ଦୂର ର କଥା ,କାଗଜ ପତ୍ର ରେ ତାଙ୍କ ଘର କଥା କେତେ ଦୂର ଗଲା ତାହା ବି ଜାଣି ପାରୁନାହାନ୍ତି, ଆଜି ମଧ୍ୟ ସେ ଭୁବନେଶ୍ୱର ରେ ନିଜ ଭାଇ ଙ୍କ ଭଡା ଘରେ ପଡି ରହି ,ପ୍ରତେକ ଦିନ ଭୁବନେଶ୍ୱର ବସଷ୍ଟାଣ୍ଡ କଟକ ବାଦାମ ବାଡ଼ି ରେ ଭିକ ମାଗୁଛନ୍ତି।
ଅନ୍ୟ ପଟେ ବିଧାୟକ ଦଳ ର ନେତା ତାରା ପ୍ରାସାଦ ମୁହଁ ଖୋଲି ଥିଲେ କହିଥିଲେ ମୁଖ୍ୟମନ୍ତ୍ରୀ ଙ୍କ ସବୁ ପ୍ରତିଶ୍ରୁତି ପାଣି ର ଗାର , ତାଙ୍କଫର ସବୁ ଜିନିଷ ଫେଲ ମାରେ
ଏହି ସମ୍ପର୍କତ ଖବର ଇଟିଭି ଭାରତ ରେ ପ୍ରଶାରଣ ହେଲା ପରି ପରିଶେଷରେ ରାଜ୍ୟ ସରକାର ଲିପୁନା ଙ୍କୁ ବିଜୁପକା ଘର କରିବା ପାଇଁ ଟଙ୍କା ଯୋଗାଇଛନ୍ତି। ଲିପୁନା ଇଟିଭି ଭାରତ କୁ ଆଜି ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

Body:ଇ ଟିଭି ଭାରତ ର ମହାପ୍ରଭାବ,ଶେଷ ରେ ବାଧ୍ୟ ହେଲେ ସରକାର ଦିବ୍ୟଙ୍ଗ ଲିପୁନା କୁ ମିଳିଳା ବିଜୁ ପକ୍କା ଘର।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.