ଭୁବନେଶ୍ବର: କୋରୋନା ମହାମାରୀକୁ ନେଇ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି । ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟ ସମସ୍ୟା ଭାବେ ବର୍ତ୍ତମାନ ପ୍ରାକ୍ଟିକାଲ ଅଭ୍ୟାସ ଦେଖାଦେଇଛି । ତେବେ ବିଶେଷ କରି ଅନଲାଇନ ମାଧ୍ୟରେ ପ୍ରାକ୍ଟିକାଲକୁ ନାପସନ୍ଦ କରିଛନ୍ତି ଛାତ୍ରଛାତ୍ରୀ ।
ଅଫଲାଇନରେ ପ୍ରାକ୍ଟିକାଲ ପାଇଁ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ଦାବି - ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ଦାବି
ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ଉପରେ ପ୍ରଭାବ ପକାଇଛି ଅନଲାଇନ ପ୍ରାକ୍ଟିକାଲ । ଅଫଲାଇନ କରିବାକୁ ଦାବି । ଅଧିକ ପଢନ୍ତୁ....
ଅଫଲାଇନରେ ପ୍ରାକ୍ଟିକାଲ ପାଇଁ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ଦାବି