ETV Bharat / city

ପେନସିଲ ମୁନରେ ବାପୁଙ୍କ ପ୍ରତିମୂର୍ତ୍ତି - ମହାତ୍ମାଙ୍କ 150 ତମ ଜୟନ୍ତୀ

150 ତମ ଗାନ୍ଧୀ ଜୟନ୍ତୀ ଅବସରରେ ପେନସିଲ ମୁନରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଭୁବନେଶ୍ବରର ଇଞ୍ଜିନିୟରିଂ ଛାତ୍ର ଶିବାଶିଷ ପଣ୍ଡା । ଅଧିକ ପଢ଼ନ୍ତୁ...

ଡିଜାଇନ ଫଟୋ
author img

By

Published : Oct 2, 2019, 10:36 PM IST

ଭୁବନେଶ୍ବର: ମହାତ୍ମାଙ୍କ 150 ତମ ଜୟନ୍ତୀ ଉପଲକ୍ଷେ 0.314961 ଇଞ୍ଚର ଗାନ୍ଧୀ ପ୍ରତିମୂର୍ତ୍ତି ତିଆରି କଲେ ଭୁବନେଶ୍ବରର କାରିଗର ଶିବାଶିଷ ପଣ୍ଡା। ସାରା ଦେଶର ପୁର ପଲ୍ଲୀରେ ବାପୁଙ୍କ ଜୟନ୍ତୀ ପାଳିତ ହୋଇଛି । କିଏ ନିଜ ଚାରିପାଖ ପରିବେଶ ସଫା କରି ତ ଆଉ କିଏ ଅହିଂସା ମାର୍ଗରେ ଚାଲିବାର ଶପଥ ନେଇ ପାଳିଛନ୍ତି ଗାନ୍ଧୀ ଜୟନ୍ତୀ ।

ପେନସିଲ ମୁନରେ ବାପୁ

ଭୁବନେଶ୍ବରର ଇଞ୍ଜିନିୟରିଂ ଛାତ୍ର ଶିବାଶିଷ ପଣ୍ଡା କିନ୍ତୁ ପେନସିଲ ମୁନରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତିଆରି କରି ଦେଇଛନ୍ତି ବାପୁଙ୍କୁ ଶ୍ରଦ୍ଧାଞ୍ଜଳି । 0.314961ଇଞ୍ଚର ଏହି ଗାନ୍ଧୀ ପ୍ରତିମୂର୍ତ୍ତି ତିଆରି କରିବା ପାଇଁ ତାଙ୍କୁ 2 ଦିନ ସମୟ ଲାଗିଥିଲା।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro: 0.314961 ଇଞ୍ଚ ର ଗାନ୍ଧି ପ୍ରତିମୂର୍ତ୍ତି ତିଆରି କଲେ ଭୁବନେଶ୍ୱର ଶିବାଶିଷ୍ ପଣ୍ଡା।

ଆଜି ହେଉଛି ଜାତି ର ଜନକ ମହାତ୍ମା ଗାନ୍ଧୀଙ୍କ 150 ତମ ଜୟନ୍ତୀ । ଏଥି ପାଇଁ ଦେଶ ଠାରୁ ରାଜ୍ୟ ଓ ସହର ଠାରୁ ପଲ୍ଲୀ ଚାରି ଆଡ଼େ ଗାନ୍ଧି ଙ୍କ ଜୟନ୍ତୀ ପାଳୁଛନ୍ତି । କିଏ ନିଜର ସହର ସଫା କରି ଗାନ୍ଧି ଙ୍କୁ ମନେ ପଖାଉଛି ତ ଆଉ କିଏ ହିଂସା ଛାଡି ଅହିଂସା ର ମାର୍ଗ ରେ ଚାଲିବା ପାଇଁ ଶପଥ ନେଉଛି। ଅନ୍ୟ ପଟେ ଭୁବନେଶ୍ୱର ର ଇଂଜିନିୟରିଂ ଛାତ୍ର ଶିବାଶିଷ୍ ପଣ୍ଡା 0.314961ଇଞ୍ଚ ର ଗାନ୍ଧୀ ପ୍ରତିମୂର୍ତ୍ତି ପେନ୍ସିଲ ମୁନ ରେ ତିଆରି କରିଛନ୍ତି। ଯାହାକୁ ତିଆରି କରିବା ପାଇଁ ତାଙ୍କୁ 2 ଦିନ ର ସମୟ ଲାଗିଥିଲା।Body:0.314961 ଇଞ୍ଚ ର ଗାନ୍ଧି ପ୍ରତିମୂର୍ତ୍ତି ତିଆରି କଲେ ଭୁବନେଶ୍ୱର ଶିବାଶିଷ୍ ପଣ୍ଡା।

ଆଜି ହେଉଛି ଜାତି ର ଜନକ ମହାତ୍ମା ଗାନ୍ଧୀଙ୍କ 150 ତମ ଜୟନ୍ତୀ । ଏଥି ପାଇଁ ଦେଶ ଠାରୁ ରାଜ୍ୟ ଓ ସହର ଠାରୁ ପଲ୍ଲୀ ଚାରି ଆଡ଼େ ଗାନ୍ଧି ଙ୍କ ଜୟନ୍ତୀ ପାଳୁଛନ୍ତି । କିଏ ନିଜର ସହର ସଫା କରି ଗାନ୍ଧି ଙ୍କୁ ମନେ ପଖାଉଛି ତ ଆଉ କିଏ ହିଂସା ଛାଡି ଅହିଂସା ର ମାର୍ଗ ରେ ଚାଲିବା ପାଇଁ ଶପଥ ନେଉଛି। ଅନ୍ୟ ପଟେ ଭୁବନେଶ୍ୱର ର ଇଂଜିନିୟରିଂ ଛାତ୍ର ଶିବାଶିଷ୍ ପଣ୍ଡା 0.314961ଇଞ୍ଚ ର ଗାନ୍ଧୀ ପ୍ରତିମୂର୍ତ୍ତି ପେନ୍ସିଲ ମୁନ ରେ ତିଆରି କରିଛନ୍ତି। ଯାହାକୁ ତିଆରି କରିବା ପାଇଁ ତାଙ୍କୁ 2 ଦିନ ର ସମୟ ଲାଗିଥିଲା।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.