ଭୁବନେଶ୍ବର: କୁଖ୍ୟାତ ଅପରାଧୀ ସୁଶାନ୍ତ ମାଝୀ ଓରଫ ବେଲିକୁ କଳିଙ୍ଗ ନଗରରେ ଏନକାଉଣ୍ଟର ହୋଇଛି । କମିଶନରେଟ ପୋଲିସ ଦ୍ବାରା ଏହି ଏନକାଉଣ୍ଟର କରାଯାଇଛି । ପୋଲିସ ଉପରକୁ ଗୁଳି ମାଡ଼ କରି ଫେରାର ଉଦ୍ୟମ କଲାବେଳେ ପୋଲିସ ଏହି ଏନକାଉଣ୍ଟର କରିଛି ।
ସୁଶାନ୍ତ ଗତ 9ମାସ ତଳେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଫେରାର ଥିଲା । ତା ନାଁରେ 10ରୁ ଅଧିକ ଅପରାଧିକ ମାମଲା ରହିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ