ETV Bharat / city

‘ଆଗକୁ ଜାରି ରହିବ ଏନକାଉଣ୍ଟର, ଖସି ପାରିବେନି ଅପରାଧି’ - ରଙ୍ଗବଜାର

ଖସିଯାଉଥିବା ଅପରାଧିଙ୍କୁ ରଙ୍ଗବଜାରଠାରେ କାବୁ ବେଳେ ଅପରାଧିଙ୍କ ଫାୟାରିଂ ଜବାବବରେ ପାଲଟା ଫାୟରିଂ କରିଛି କମିସନରେଟ ପୋଲିସ । ପୁରା ଗ୍ଯାଙ୍ଗଙ୍କୁ ଖୁବଶୀଘ୍ର ଧରାଯିବା ସହ ଅପରାଧିଙ୍କ ଉପରେ କଡା ନଜର ରଖାଯାଇଥିବା କମିଶନର କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 3, 2019, 9:40 PM IST

ଭୁବନେଶ୍ବର: ଆକ୍ସନ ମୁଡରେ କମିସନରେଟ ପୋଲିସ । ଏନକାଉଣ୍ଟର ପରେ ଥରହର ରାଜଧାନୀ । ଟେନସନ ଓ ଭୟରେ ଛୋଟ ବଡ ଅପରାଧୀ । ପ୍ରକାଶ ଯେ, ଦିର୍ଘ ୧୦ ଦିନ ଧରି କମିସନରେଟ ପୋଲିସର ନିଦ ହଜାଇଥିବା ଅପରାଧିଙ୍କୁ କମିସନରେଟ ପୋଲିସ ଏନକାଉଣ୍ଟର କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଖସିଯାଉଥିବା ଅପରାଧିଙ୍କୁ ରଙ୍ଗବଜାରଠାରେ କାବୁ ବେଳେ ଅପରାଧିଙ୍କ ଫାୟାରିଂ ଜବାବରେ ପାଲଟା ଫାୟରିଂ କରିଥିଲା କମିସନରେଟ ପୋଲିସ । ଶାନ୍ତିର ବାର୍ତ୍ତା ଦେଇ ସୁରକ୍ଷା ଯୋଗାଉଥିବା କମିସନରେଟ ପୋଲିସ ଲୋକଙ୍କ ସୁରକ୍ଷା ପାଇଁ କୌଣସି ସ୍ତରକୁ ଯାଇପାରେ । ଯାହାର ପ୍ରମାଣ ଶନିବାର ଭୋରରୁ ହୋଇଥିବା ଏନକାଉଣ୍ଟର ପରେ ମିଳିଛି । ଦିନ ତମାମ ଛିନତାଇ, ଲୁଟ ଡକାୟତି ନେଇ ରିପୋର୍ଟ କୌଣସି ଥାନାରେ ବି ହୋଇନି ।

ଡକାୟତି କାର୍ଯ୍ୟରେ ଲିପ୍ତ ଥିବା ଦୁର୍ବୃତ୍ତଙ୍କୁ ଛଡାଯିବନି ବୋଲି କହିଛନ୍ତି ପୋଲିସ କମିସନର । ଦୁଇ ଜଣଙ୍କୁ ଏନକାଉଣ୍ଟର ପରେ ସେମନଙ୍କଠାରୁ ମିଳିଥିବା ସୁରାକକୁ ଆଧାର କରି ବିଭିନ୍ନ ସ୍ଥାନରେ ସ୍ପେଶାଲ ସ୍କ୍ବାଡ ସହ ଅନ୍ଯ ଟିମ ରେଡ ଜାରି ରଖିଛନ୍ତି । ପୁରା ଗ୍ଯାଙ୍ଗଙ୍କୁ ଖୁବଶିଘ୍ର ଧରାଯିବା ସହ ଅପରାଧିଙ୍କ ଉପରେ କଡା ନଜର ରଖାଯାଇଥିବା କମିଶନର କହିଛନ୍ତି । ବିଭିନ୍ନ ଏଣ୍ଟ୍ରି ପଏଣ୍ଟ ଓ ଏକଜିଟ ପଏଣ୍ଟରେ ନଜର ରଖାଯିବା ସହ । ବିଟ ପାଟ୍ରୋଲିଂ, ଚେକିଂ, ବ୍ଲକିଂ ଉପରେ ଅଧିକ ଫୋକସ ରହିଥିବା କମିସନର କରିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଏନକାଉଣ୍ଟର ପରେ ଚିହ୍ନଟ ଅନ୍ଯ ଅପରାଧି
ପୋଲିସ କମିସନରଙ୍କ କଡା ଚେତାବନିBody:

ଏନକାଉଣ୍ଟର ପରେ ରାଜଧାନୀ ଥରହର।ଛାନିଆ ହେଲେଣି ରାଜଧାନିବାସି । ଟେନସନ ଓ ଭୟରେ ଛୋଟ ବଡ ଅପରାଧି। ଦିର୍ଘ ୧୦ ଧରି କମିସନରେଟ ପୋଲିସର ନିଦ ହଜାଇଥିବା ଅପରାଧିଙ୍କୁ ଏନକାଉଣ୍ଟର ପରେ ଆକ୍ସନ ମୁଡରେ କମିସନରେଟ ପୋଲିସ।ଖସିଯାଉଥିବା ଅପରାଧିଙ୍କୁ ରଙ୍ଗବଜାର ଠାରେ କାବୁ ବେଳେ ଅପରାଧିଙ୍କ ଫାୟାରିଂ ଜବାବବରେ ପାଲଟା ଫାୟରିଂ କରିଛି କମିସନରେଟ ପୋଲିସ । ଶାନ୍ତିର ବାର୍ତା ଦେଇ ସୁରକ୍ଷା ଯୋଗାଉଥିବା କମିସନରେଟ ପୋଲିସ ଲୋକଂକ ସୁରକ୍ଷା ପାଇଁ କୌଣସି ସ୍ତରକୁ ଯାଇପାରେ। ଯାହାର ପ୍ରମାଣ ଆଜି ଭୋରରୁ ହୋଇଥିବା ଏନକାଉଣ୍ଟର ପରେ ଦିନ ତମାମ ଛିନତାଇ ଓ ଲୁଟ ଡକାୟତିର କୌଣସି ରିପୋର୍ଟ କୌଣସିବି ଥାନାରେ ହୋଇନି।ସେପଟେ ପୋଲିସ କମିସନର କହିଛନ୍ତି ଯେଉଁମାନେ ଏଭଳି କାର୍ଯରେ ଲିପ୍ତ ଅଛନ୍ତି କାହାରିକୁ ଛଡାଯିବନି। ଦୁଇ ଜଣଙ୍କୁ ଏନକାଉଣ୍ଟର ପରେ ସେମନଙ୍କ ଠାରୁ କିଛି ସୁରାକ ମିଳିଛି । ଯାହାକୁ ଆଧାର କରି ବିଭିନ୍ନ ସ୍ଥାନରେ ସ୍ପେଶାଲ ସ୍କ୍ବାଡ ସହ ଅନ୍ଯ ଟିମ ରେଡ ଜାରି ରଖିଛନ୍ତି।ପୁରା ଗ୍ଯାଙ୍ଗ ଙ୍କୁ ଖୁବଶିଘ୍ର ଧରାଯିବସହ ଅପରାଧିଙ୍କ ଉପରେ କଡା ନଜର ରଖାଯାଇଥିବା କହିଛନ୍ତି। ବିଭିନ୍ନ ଏଣ୍ଟ୍ରି ପଏଣ୍ଟ ଓ ଏକଜିଟ ପଏଣ୍ଟରେ ନଜର ରଖାଯାଇଛି।ବିଟ ପାଟ୍ରୋଲିଂ ,ଚେକିଂ ବ୍ଲକି ଉପରେ ଅଧିକ ଫୋକସ ରହିଛି ପୋଲିସ ପୁରା ଆଲର୍ଟ ରହିଛି।ତେବେ ଏନକାଉଣ୍ଟର ହୋଇଥିବା ଦୁଇ ଅପରାଧି ଆଉ କିଛି ଅପରାଧିଙ୍କ ସୁରାକ ଦେଇଛନ୍ତି ଯାହାଙ୍କୁ ପୋଲିସ ଚିହ୍ନଟ କରିଛି।Conclusion:ବାଇଟ-ସତ୍ଯଜିତ ମହାନ୍ତି,ପୋଲିସ କମିସନର
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.