ETV Bharat / city

ବ୍ରାହ୍ମଣୀ ବ୍ରିଜ ଉପରେ ହାତୀଦାନ୍ତ ଡିଲ, ଅତର୍କିତ ଚଢାଉ କଲା ଏସଟିଏଫ - Elephant tusk seized by STF

ଯାଜପୁର ବ୍ରାହ୍ମଣୀ ବ୍ରିଜ ଉପରେ ହାତୀଦାନ୍ତ ଡିଲ୍ ବେଳେ ସୂଚନା ପାଇ ମାଡି ବସିଲା ଏସଟିଏଫ ଟିମ। ୩ ହାତୀଦାନ୍ତ ସହ ୩ ଜଣଙ୍କୁ ଗିରଫ କଲା ଟିମ। ଅଧିକ ପଢନ୍ତୁ...

ବ୍ରାହ୍ମଣି ବ୍ରୀଜ ଉପରେ ହାତୀଦାନ୍ତ ଡିଲ, ଅତର୍କିତ ରେଡ୍ କଲା ଏସଟିଏଫ

author img

By

Published : Feb 12, 2021, 7:10 PM IST

ଭୁବନେଶ୍ବର: ହାତୀଦାନ୍ତ ଡିଲ ବେଳେ ଏସଟିଏଫ ରେଡ୍। ଯାଜପୁର ବ୍ରାହ୍ମଣୀ ବ୍ରିଜ ଉପରେ ଡିଲ୍ ବେଳେ ସୂଚନା ପାଇ ମାଡି ବସିଲା ଏସଟିଏଫ ଟିମ। ୩ ହାତୀଦାନ୍ତ ସହ ୩ ଜଣଙ୍କୁ ଗିରଫ କଲା ଟିମ। ସେମାନେ ଭଗବାନ ପୁର କେନ୍ଦୁଝରର ପୀତବାସ ବାରିକ, ବଡବିଲ କେନ୍ଦୁଝରର ଆନନ୍ଦ ମହାକୁଡ,କଣ୍ଟାବନ୍ଧ ଯାଜପୁର ଅମ୍ବୁଜ ପ୍ରଧାନ।

ତେବେ ଏମାନେ ଶିକାରି କି ବେପାରି ଏଯାବତ ଜଣାପଡି ନାହିଁ । ଏନେଇ ଛାନଭିନ ଜାରି ରଖିଛି ଏସଟିଏଫ ଟିମ। ତେବେ ବନ୍ୟପ୍ରାଣୀ ନିରୋଧ ଆଇନରେ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ପୂର୍ବରୁ ମଧ୍ୟ କେନ୍ଦୁଝରରୁ ବାଘଛାଲ ଓ ହାତୀଦାନ୍ତ ଜବତ ପରେ ଅଧିତ ତଦନ୍ତ ଜାରି ରଖିଥିଲା ଟିମ। ସେହି ଆଧାରରେ 3 ଜଣଙ୍କ ସୁରାକ ପାଇଥିଲା ଏସଟିଏଫ କ୍ରାଇମବ୍ରାଞ୍ଚ ଟିମ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.