ETV Bharat / city

ବିଦ୍ୟୁତ, ଜଳ ଯୋଗାଣ ଓ ପରିବହନ କର୍ମଚାରୀଙ୍କୁ ଦିଆଯିବ ଟିକା - ପରିବହନ କର୍ମଚାରୀଙ୍କୁ ଦିଆଯିବ ଟିକା

ଏଣିକି ବିଦ୍ୟୁତ, ଜଳ ଯୋଗାଣ ଓ ପରିବହନ କର୍ମଚାରୀଙ୍କୁ ଦିଆଯିବ ଟିକା। ଏନେଇ ରାଜ୍ୟ ଷ୍ଟିୟରିଂ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ...

ବିଦ୍ୟୁତ, ଜଳ ଯୋଗାଣ ଓ ପରିବହନ କର୍ମଚାରୀଙ୍କୁ ଦିଆଯିବ ଟିକା

author img

By

Published : Mar 27, 2021, 6:16 PM IST

ଭୁବନେଶ୍ବର: ଏଣିକି ବିଦ୍ୟୁତ, ଜଳ ଯୋଗାଣ ଓ ପରିବହନ କର୍ମଚାରୀଙ୍କୁ ଦିଆଯିବ ଟିକା। ଏନେଇ ରାଜ୍ୟ ଷ୍ଟିୟରିଂ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳ, କମିଶନର ଓ CDMOଙ୍କୁ ସ୍ବାସ୍ଥ୍ୟ ବିଭାଗ ACSଙ୍କ ଚିଠି।

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ବିଦ୍ୟୁତ୍, ଜଳ ଯୋଗାଣ ଏବଂ ସଡକ ପରିବହନର ଅତ୍ୟାବଶ୍ୟକ ସେବା ଯୋଗାଇବାରେ ନିୟୋଜିତ ସମସ୍ତ ବ୍ୟକ୍ତିଙ୍କୁ ଫ୍ରଣ୍ଟଲାଇନ ୱାର୍କର୍ସ ଭାବରେ କୋରୋନା ଟିକା ଦିଆଯିବ। କୋଭିଡ ଟୀକାକରଣ କେନ୍ଦ୍ରଗୁଡ଼ିକରେ କୋ-ୱିନ୍ ପୋର୍ଟାଲରେ ସ୍ପଟ ପଞ୍ଜୀକରଣ ମାଧ୍ୟମରେ ଉପରୋକ୍ତ ବର୍ଗର ଟୀକାକରଣ ନିଶ୍ଚିତ କରିବାକୁ ଆପଣଙ୍କୁ ଅନୁରୋଧ କରାଯାଇଛି। ଏନେଇ ସମସ୍ତ ଜିଲ୍ଲା କଲେକ୍ଟର, ମ୍ୟୁନିସିପାଲିଟି କମିଶନର , CDM ଏବଂ PHOଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.