ETV Bharat / city

ମଧ୍ୟାହ୍ନ ଭୋଜନ ଘୋଟାଲା ପ୍ରସଙ୍ଗ, ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କହିଲେ ମନ୍ତ୍ରୀ

author img

By

Published : Jul 22, 2022, 7:30 AM IST

କୋରାପୁଟ ଏବଂ ବଲାଙ୍ଗୀର ଜିଲ୍ଲାରେ ମଧ୍ୟାହ୍ନ ଭୋଜନ ଘୋଟାଲା ପ୍ରସଙ୍ଗ । ପ୍ରତିକ୍ରିୟା ରଖିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଅଧିକ ପଢନ୍ତୁ

ମଧ୍ୟାହ୍ନ ଭୋଜନ ଘୋଟାଲା ପ୍ରସଙ୍ଗ, ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କହିଲେ ମନ୍ତ୍ରୀ
ମଧ୍ୟାହ୍ନ ଭୋଜନ ଘୋଟାଲା ପ୍ରସଙ୍ଗ, ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କହିଲେ ମନ୍ତ୍ରୀ

ଭୁବନେଶ୍ବର: କୋରାପୁଟ ଏବଂ ବଲାଙ୍ଗୀରରେ ମଧ୍ୟାହ୍ନ ଭୋଜନ ଘୋଟାଲା ପ୍ରସଙ୍ଗ । ପ୍ରତିକ୍ରିୟା ରଖିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଘଟଣା ସାମ୍ନାକୁ ଆସିବା ପରେ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି ସେ କହିଛନ୍ତି ।

ଏହା ବି ପଢନ୍ତୁ- ମିଳିମିଶି ଖାଇଗଲେ କୋଟିଏ ଟଙ୍କାର ମଧ୍ୟାହ୍ନ ଭୋଜନ

ଏନେଇ ମନ୍ତ୍ରୀ କହିଛନ୍ତି ଯେ, "ଘଟଣାରେ ସଂପୃକ୍ତ ସିଆରସିସି ଏବଂ ଡାଟାଏଣ୍ଟ୍ରି ଅପରେଟରଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି । ସେମାନଙ୍କ ସ୍ଥାନରେ ତୁରନ୍ତ ନୂଆ ସିଆରସିସି ନିଯୁକ୍ତି କରିବା ପାଇଁ ଠିକା ସଂସ୍ଥାକୁ କୁହାଯାଇଛି । ଏନେଇ SPD ଓ OSEPA ଠାରୁ ଅନୁମତି ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଡାଟା ଏଣ୍ଟ୍ରି ଅପରେଟରଙ୍କୁ ମଧ୍ୟ ବଦଳ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି।" କୋରାପୁଟ ଏବଂ ବଲାଙ୍ଗୀରରେ ରେସିପି ଅନୁସାରେ ମଧ୍ୟାହ୍ନ ଭୋଜନ ଦିଆଯାଉନଥିବା ଅଭିଯୋଗ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.