ETV Bharat / city

ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ କୋରୋନା - ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ କୋରୋନା

କୋରୋନା ସଂକ୍ରମିତ ହୋଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ(Education Minister tests covid positive) । ଏନେଇ ମନ୍ତ୍ରୀ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ କୋରୋନା

author img

By

Published : Jul 3, 2022, 7:46 AM IST

ଭୁବନେଶ୍ବର: କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟରେ ବଢି ଚାଲିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ତେବେ କୋରୋନା ସଂକ୍ରମିତ ହୋଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ(Education Minister tests covid positive) । ଏନେଇ ମନ୍ତ୍ରୀ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, କୋଭି଼ଡ ସଂକ୍ରମିତ ପରେ ମୁଁ ସଂଘରୋଧରେ ରହିଛି । ମୋ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି କୋରୋନା ପରୀକ୍ଷା କରାଇନିଅନ୍ତୁ ।

  • I hv tested Postive for Covid-19.I am now in Isolation,anyone who has met me in last two days,pls get yourself tested.@Naveen_Odisha @pranabpdas

    — Rohit Pujari (@rohitpujaribjd) July 2, 2022 " class="align-text-top noRightClick twitterSection" data=" ">

ଅନ୍ୟପଟେ BJB କଲେଜ ଛାତ୍ରୀଙ୍କ ସୁଇସାଇଡକୁ ନେଇ ତେଜୁଛି ବିକ୍ଷୋଭ । ଗତକାଲି(ଶନିବାର) ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ବାସଭବନକୁ ଟମାଟୋ ମାଡ ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲା କଂଗ୍ରେସ । ଏହା ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବାସଭବନକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ଉଠାଇ ନେଇଥିଲା ପୋଲିସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.