ETV Bharat / city

ଆବଶ୍ୟକ ହେଲେ ସ୍କୁଲରେ Isolation Room ହେବ: ଗଣଶିକ୍ଷା ମନ୍ତ୍ରୀ

author img

By

Published : Dec 1, 2021, 5:55 PM IST

ରାଜ୍ୟରେ ଶିକ୍ଷାଦାନ ଓ ସ୍କୁଲ ଖୋଲିବା ନେଇ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ (Mass Educations Minister)ଙ୍କ ସୂଚନା । ବର୍ତ୍ତମାନ ଷଷ୍ଠରୁ ଦ୍ବାଦଶ ଶ୍ରେଣୀ(6th to 12th Class) ପର୍ଯ୍ୟନ୍ତ ଶିକ୍ଷାଦାନ ଜାରି ରହିଛି । ଅଧିକ ପଢନ୍ତୁ

ଗଣଶିକ୍ଷା ମନ୍ତ୍ରୀ
ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଶିକ୍ଷାଦାନ ଓ ସ୍କୁଲ ଖୋଲିବା ନେଇ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ (Mass Educations Minister)ଙ୍କ ସୂଚନା । ବର୍ତ୍ତମାନ ଷଷ୍ଠରୁ ଦ୍ବାଦଶ ଶ୍ରେଣୀ(6th to 12th Class) ପର୍ଯ୍ୟନ୍ତ ଶିକ୍ଷାଦାନ ଜାରି ରହିଛି ।

ଆବଶ୍ୟକ ହେଲେ ସ୍କୁଲରେ isolation room ହେବ: ଗଣଶିକ୍ଷା ମନ୍ତ୍ରୀ

ଗଣଶିକ୍ଷା ବିଭାଗ ଶିକ୍ଷାଦାନ ନେଇ ଏକ ନିର୍ଦ୍ଦେଶାବଳୀ SOP (Standard operating procedure) ଜାରି କରିଛି । ସେହି ଆଧାରରେ ଶିକ୍ଷାଦାନ ଜାରି ରହିଛି । ଏହାସହ ନୋଡାଲ ଅଧିକାରୀ ମାନେ ବିଭିନ୍ନ ଜିଲ୍ଲା ଗସ୍ତ କରିବେ । କୋଭିଡ ସଂକ୍ରମଣ ଉପରେ ଜିଲ୍ଲା ପ୍ରଶାସନ ସତର୍କ ଦୃଷ୍ଟି ରଖିଛି । ସ୍ଥିତି ଉପରେ ବିଭାଗ ସରକାର ପୁରା ନଜର ରଖିଛନ୍ତି । କେନ୍ଦ୍ର ସରକାରଙ୍କ ଗାଇଡ ଲାଇନ ମଧ୍ୟ ଆସିଛି । ସେହି ହିସାବରେ କାର୍ଯ୍ୟକ୍ରମ ଜାରି ରହିଛି । ସେହିପରି ଆବଶ୍ୟକ ହେଲେ ସ୍କୁଲରେ ମଧ୍ୟ ଆଇସୋଲେସନ କକ୍ଷ ପ୍ରସ୍ତୁତ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.