ETV Bharat / city

‘ଭୋଟଗ୍ରହଣ କେନ୍ଦ୍ରରେ ପାଳନ ହୋଇନାହିଁ ନିର୍ବାଚନ ଆୟୋଗଙ୍କ ନିୟମ’

ମତଦାନ କେନ୍ଦ୍ରରେ ପାଳନ ହୋଇନାହିଁ ନିର୍ବାଚନ ଆୟୋଗଙ୍କ ନିୟମ । ବାଲେଶ୍ବର ଜିଲ୍ଲାର କୌଣସି ବୁଥରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ମାନଦଣ୍ଡ ପାଳନ କରାଯାଇନଥିବା ଅଭିଯୋଗ କରିଛି ରାଜ୍ୟ କଂଗ୍ରେସ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Apr 30, 2019, 6:55 PM IST

ଭୁବନେଶ୍ବର: ମତଦାନ କେନ୍ଦ୍ରରେ ପାଳନ ହୋଇନାହିଁ ନିର୍ବାଚନ ଆୟୋଗଙ୍କ ନିୟମ । ବାଲେଶ୍ବର ଜିଲ୍ଲାର କୌଣସି ବୁଥରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ମାନଦଣ୍ଡ ପାଳନ କରାଯାଇନଥିବା ଅଭିଯୋଗ କରିଛି ରାଜ୍ୟ କଂଗ୍ରେସ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ନିର୍ବାଚନ ଆୟୋଗଙ୍କ ଗାଇଡଲାଇନ ଅନୁଯାୟୀ ସର୍ବନିମ୍ନ ୧୦ ପ୍ରତିଶତ ସ୍ଥାନରେ ୱେବ କାଷ୍ଟିଙ୍ଗ ଓ ସିସିଟିଭି ଲାଗିବାର ବ୍ୟବସ୍ଥା ଥିଲେ ମଧ୍ୟ ତାହା କରାଯାଇନଥିବା ଦର୍ଶାଇଛି ଦଳ । ଏହା ସହ ଜିଲ୍ଲାପାଳ ରାଜ୍ୟ ସରକାରଙ୍କ ପକ୍ଷ ନେଇ ଆଚରଣ ପଦର୍ଶନ କରୁଥିବା କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି କଂଗ୍ରେସ ମିଡିଆ ସେଲର ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ।

ଏଥିପାଇଁ ରାଜ୍ୟ କଂଗ୍ରେସ ସମ୍ପୃକ୍ତ ଜିଲାପାଳଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଇଥିବା ମଧ୍ୟ ସେ କହିଛନ୍ତି । କଂଗ୍ରେସ ରାଜ୍ୟରେ ନିରପେକ୍ଷ ଓ ଅବାଧ ନିର୍ବାଚନ ପାଇଁ ଚାହୁଁଥିବାବେଳେ ଦଳ ସରକାରୀ ଷଡଯନ୍ତ୍ର ଓ ପ୍ରତାରଣର ଶିକାର ହୋଇଛି ବୋଲି ସତ୍ୟ ପ୍ରକାଶ ନାୟକ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:Body:

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.