ETV Bharat / city

ଆରମ୍ଭ ହେବ ଇ-ପ୍ରିଜନ ସିଷ୍ଟମ, ଜେଲ ବିଭାଗ ଡିଜି ସତ୍ୟଜିତଙ୍କ ସୂଚନା

ରାଜ୍ୟରେ ଲାଗୁ ହେବ ଇ-ପ୍ରିଜନ ସିଷ୍ଟମ। ଅନଲାଇନରେ ରହିବ କଏଦୀଙ୍କ ତଥ୍ୟ । ଏହି ସୂଚନା ଦେଇଛନ୍ତି ଜେଲ ବିଭାଗ ଡିଜି ସତ୍ୟଜିତଙ୍କ ସୂଚନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Nov 21, 2019, 1:13 PM IST

Updated : Nov 21, 2019, 2:27 PM IST

ଭୁବନେଶ୍ବର: ଲାଗୁ ହେବ ଇ-ପ୍ରିଜନ ସିଷ୍ଟମ। ଅନଲାଇନରେ ରହିବ କଏଦୀଙ୍କ ତଥ୍ୟ । ଏହି ସୂଚନା ଦେଇଛନ୍ତି ଜେଲ ବିଭାଗ ଡିଜି ସତ୍ୟଜିତ ମହାନ୍ତି । ଏହା ଦ୍ବାରା ପୋଲିସ, କୋର୍ଟ ଓ ଜେଲ କର୍ତ୍ତୃପକ୍ଷ କଏଦୀଙ୍କ ସଂପର୍କରେ ତଥ୍ୟ ପାଇପାରିବେ ବୋଲି ସେ ଉଲ୍ଲେଖ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଇ-ପ୍ରିଜନ ସିଷ୍ଟମଅନୁସାରେ ଅନଲାଇନରେ ମିଳିପାରିବ କଏଦୀଙ୍କ ତଥ୍ୟ। କେଉଁ ଜେଲରେ କେଉଁ କଏଦୀ କେଉଁ ଅପରାଧରେ ସଜ୍ଜା କାଟୁଛନ୍ତି ଏବଂ ତାଙ୍କ ବିଷୟରେ ବିଭିନ୍ନ ତଥ୍ୟ ଏଥିରେ ଉପଲବ୍ଧ ହୋଇପାରିବ । ଇଣ୍ଟର ଅପରେବୁଲ କ୍ରିମିନାଲ ଜଷ୍ଟିସ ସିଷ୍ଟମ (ଆଇସିଜେଏସ) ଜରିଆରେ ଅପଲୋଡ କରାଯିବ। ଯାହାଦ୍ବାରା ଗୋଟିଏ ସ୍ବତନ୍ତ୍ର ଆଇସିଜେଏସ ୱେବସାଇଟରେ ସମସ୍ତ ତଥ୍ୟକୁ ପୋଲିସ,କୋର୍ଟ ଓ ଜେଲ କର୍ତ୍ତୃପକ୍ଷ ଜାଣିପାରିବେ। ଏନେଇ ଜେଲ ବିଭାଗ ପକ୍ଷରୁ ନ୍ୟାସନାଲ ଇନଷ୍ଟିଟୁଟ ଅଫ ସ୍ମାର୍ଟ ଗଭର୍ନମେଣ୍ଟ ଜରିଆରେ ୨୦୦୫ରୁ ଏଯାବତ ସଜା କାଟୁଥିବା ବା ବିଚାରଧୀନ କଏଦୀଙ୍କ ତଥ୍ୟକୁ ଅପଲୋଡ କରାଯାଉଛି। ଡିସେମ୍ବର ଶେଷ ସୁଦ୍ଧା ଏହାକୁ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଏହି ସିଷ୍ଟମ ଦ୍ବାରା ଗୋଟିଏ କ୍ଲିକରେ କେଉଁ କଏଦୀ ଅର୍ଥାତ ଅପରାଧୀ କେଉଁ ଜେଲରୁ ମୁକୁଳିବେ ଏବଂ ମୁକୁଳିବା ପରେ ଆଉ କୌଣସି ମାମଲାରେ ଗିରଫ ହୋଇ ଜେଲକୁ କେତେଥର ଆସୁଛନ୍ତି। ତତ ସହିତ କେଉଁ ଅପରାଧୀ ଅପରାଧ ଦୁନିଆରୁ ଦୂରେଇଯାଉଛନ୍ତି। କନଭିକେସନ ରେଟ ଆଦି ସମ୍ପର୍କରେ ଜାଣି ହେବ। ତେବେ ଏଯାବତ ୪୦ ହଜାର କଏଦୀଙ୍କ ଡାଟା ଅପଲୋଡ ସରିଥିବା ବେଳେ ୩ଲକ୍ଷ ଡାଟା ଅପଲୋଡ ପାଇଁ ଟାର୍ଗେଟ ରହିଥିବା ମଧ୍ୟବର୍ତ୍ତୀକାଳୀନ ଡିଜି କହିଛନ୍ତି।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Intro:ଅନଲାଇନରେ ରହିବ କଏଦିଙ୍କ ତଥ୍ଯ,
ଲାଗୁ ହେବ ଇ ପ୍ରିଜନ ସିଷ୍ଟମ
Body:
ଏଣିକି ଅନଲାଇନରେ ମିଳିପାରିବ କଏଦିଙ୍କ ତଥ୍ଯ।କେଉଁ ଜେଲରେ କେଉଁ କଏଦି କେଉଁ ଅପରାଧରେ ଦିନ କାଟୁଛନ୍ତି।ସେସମସ୍ତ ତଥ୍ଯ ଉପଲବ୍ଧ ହେବ ଅନଲାଇନରେ ।କାରଣ ଲାଗୁ ହେବାକୁ ଯାଉଛି ଇ ପ୍ରିଜନ ସିଷ୍ଟମ।ଅର୍ଥାତ ଜେଲରେ ରହୁଥିବା କଏଦି ସଜା କାଟୁଥିବା ଏବଂ ବିଚାରଧିନ କଏଦିଙ୍କର ତଥ୍ଯକୁ ଇଣ୍ଟେରପେବୋଲ କ୍ରିମିନାଲ ଜଷ୍ଟିସ ସିଷ୍ଟମ icjs ଜରିଆରେ ଅପଲୋଡ କରାଯିବ।ଯା ଦ୍ବାରା ଗୋଟିଏ ସ୍ବତନ୍ତ୍ର icjs ୱେବସାଇଟରେ ସମସ୍ତ ତଥ୍ଯକୁ ପୋଲିସ କୋର୍ଟ ଓ ଜେଲ କତୃପକ୍ଷ ଆସେସ କରି କଏଦିଙ୍କ ସମ୍ପର୍କରେ ଅବଗତ ହୋଇପାରିବେ।ଏନେଇ ଜେଲ ବିଭାଗ ପକ୍ଷରୁ ନାସନାଲ ଇନଷ୍ଟିଚ୍ଯୁ ଅଫ ସ୍ମାର୍ଟ ଗଭର୍ନମେଣ୍ଟ ଜରିଆରେ ୨୦୦୫ରୁ ଏଯାବତ ସଜା କାଟୁଥିବା ବା ବିଚାରଧିନ କଏଦିଙ୍କ ତଥ୍ଯକୁ ଅପଲୋଡ କରାଯାଉଛି।ଡିସେମ୍ବର ଶେଷ ସୁଦ୍ଧା ଶେଷ କରିବାକୁ ଲକ୍ଷ ରଖାଯାଇଛି।ଏହି ସିଷ୍ଟମ ଦ୍ବାରା ଗୋଟିଏ କ୍ଲିକରେ କେଉଁ କଏଦି ଅର୍ଥାତ ଅପରାଧି କେଉଁ ଗିନ ଜେଲରୁ ମୁକୁଳିବେ ଏବଂ ମୁକୁଳିବା ପରେ ଆଉ କୌଣସି ମାମଲାରେ ଗିରଫ ହୋଇ ଜେଲକୁ କେତେଥର ଆସୁଛନ୍ତି।ତତ ସହିତ କେଉଁ ଅପରାଧି ଅପରାଧ ଦୁନିଆରୁ ଦୁରେଇଯାଉଛନ୍ତି।କନଭିକେସନ ରେଟ ଆଦି ସମ୍ପର୍କରେ ଜାଣି ହେବ।ତେବେ ଏଯାବତ ୪୦ ହଜାର କଏଦିଙ୍କ ଡାଟା ଅପଲୋଡ ସରିଥିବା ବେଳେ ୩ଲକ୍ଷ ଡାଟା ଅପଲୋଡ ପାଇଁ ଟାର୍ଗେଟ ରହିଥିବା କହିଛନ୍କି ଜେଲ ବିଭାଗ ଡିଜି।
ବାଇଟ-ସତ୍ଯଜିତ ମହାନ୍ତି , ଡିଜି ଜେଲ ଓ କଏଦି Conclusion:
Last Updated : Nov 21, 2019, 2:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.