ETV Bharat / city

ପୁଣି ନିରାଶ ହେଲେ ଦୌଡରାଣୀ ଦୂତି - ଆଇ.ଏ.ଏ.ଏଫ

ଦୂତୀ ନିଜର ଭିସା କାଗଜ ପତ୍ର କାମ ପାଇଁ କୋଲକାତା ମଧ୍ୟ ଯାଇଥିଲେ । ଏହାପରେ ସେ ଶତପ୍ରତିଶତ ଭାବୁଥିଲେ କି ତାଙ୍କୁ ଭିସା ମିଳିବ ଓ ସେ ଜର୍ମାନୀରେ ଦୌଡ଼ି ଓଡିଶା ପାଇଁ ଗର୍ବ ଆଣିଥାନ୍ତେ । ମାତ୍ର ଶେଷରେ ତାଙ୍କୁ ଭିସା ନମିଳିବାରୁ ସେ ନିରାଶ ହୋଇଛନ୍ତି ।

ଫଟୋ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର
author img

By

Published : Aug 14, 2019, 12:22 PM IST

ଭୁବନେଶ୍ବର: କିଛି ଦିନ ପୂର୍ବରୁ ଓଡ଼ିଆ ଦୌଡ଼ରାଣୀ ଦୂତୀ ଚାନ୍ଦ ନିଜର ଭିସା ମିଳିବାରେ ବିଳମ୍ବ ହେଉଥିବାରୁ ସେ ସରକାରଙ୍କୁ ଗୁହାରି କରିଥିଲେ । ଯଥାଶୀଘ୍ର ତାଙ୍କୁ ଭିସା ମିଳିଥିଲେ ସେ ଆୟରଲାଣ୍ଡ ଓ ଜର୍ମାନୀରେ ହେବାକୁ ଯାଉଥିବା ଆଇ.ଏ.ଏ.ଏଫ ଗେମରେ ଭାଗ ନେଇଥାନ୍ତେ । ହେଲେ ତାଙ୍କୁ କୌଣସି କାରଣବଶତଃ ଭିସା ମିଳିନଥିଲା ।

କିଛିଦିନ ପୂର୍ବରୁ ଦୂତୀ ନିଜର ଭିସା କାଗଜ ପତ୍ର କାମ ପାଇଁ କୋଲକାତା ମଧ୍ୟ ଯାଇଥିଲେ । ଏହାପରେ ସେ ଶତପ୍ରତିଶତ ଭାବୁଥିଲେ କି ତାଙ୍କୁ ଭିସା ମିଳିବ ଓ ସେ ଜର୍ମାନୀରେ ଦୌଡ଼ି ଓଡିଶା ପାଇଁ ଗର୍ବ ଆଣିଥାନ୍ତେ । ଅନ୍ୟପଟେ ଓଡିଶା ସ୍ପୋର୍ଟସ୍ ୟୁଥ ସର୍ଭିସ ନିଜର ସୋସିଆଲ ମିଡ଼ିଆ ପେଜରେ କହିଛି ଦୂତୀଙ୍କୁ ଭିସା ମିଳିଛି ଏବଂ ସେ ଏବେ ହେବାକୁ ଯାଉଥିବା ଆୟରଲାଣ୍ଡ ଓ ଜର୍ମାନୀରେ ହେବାକୁ ଯାଉଥିବା ଗେମରେ ଭାଗ ନେଇପାରିବେ । ମାତ୍ର ସୋସିଆଲ ମିଡିଆରେ ଦୂତୀ ଏ ଖବର ନିଜେ ଜଣାଇବା ପରେ ଖବର ସାମ୍ନାକୁ ଆସିଛି।

ଏହା ଉପରେ ଦୂତୀ ନିଜର ମତ ରଖି କହିଛନ୍ତି ଯେ, ତାଙ୍କୁ କୌଣସି ଭିସା ମିଳିନାହିଁ । ଯାହା ପାଇଁ ସେ ବହୁତ ଦୁଃଖିତ । ଅନ୍ୟପଟେ ତାଙ୍କ କହିବା କଥା 'ମୁଁ ଭିସା ପାଇ ଯଦି ଖେଳରେ ଭାଗ ନେଇଥାନ୍ତି ତା ହେଲେ ମୁଁ ଆମ ଦେଶ ପାଇଁ ଓ ଓଡିଶା ପାଇଁ କିଛି କରିପାରିଥାନ୍ତି '। ତେବେ ଏଠାରେ ପ୍ରଶ୍ନ ଉଠୁଛି ପ୍ରକୃତରେ କିଏ ସତ କହୁଛି। ତେବେ ଆମେ ତାଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ପ୍ରତିକ୍ରିୟା ଦେବାକୁ ସଫା ସଫା ମନା କରି ଦେଇଥିଲେ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ପୁଣି ଦୌଡ଼ ରାଣୀ ଦୁତି ହେଲେ ନିରାଶBody:ପୁଣି ଦୌଡ଼ ରାଣୀ ଦୁତି ହେଲେ ନିରାଶ
କିଛି ଦିନ ପୂର୍ବରୁ ଓଡ଼ିଆ ଦୌଡ଼ ରାଣୀ ଦୁତି ଚାନ୍ଦ ନିଜର ଭିସା ମିଳିବା ରେ ବିଳମ୍ବ ହୋଉଥିବା ରୁ ସେ ସରକାର ଙ୍କୁ ଗୁହାରି କରିଥିଲେ। ଯଥା ଶିଘ୍ର ତାଙ୍କୁ ଭିସା ମିଲଥିଲେ ସେ ଆୟରଲାଣ୍ଡ ଓ ଜର୍ମାନୀ ରେ ହେବା କୁ ଯାଉଥିବା ଆଏ ଏ ଅଫ ଗେମ ରେ ଭାଗ ନେଇ ଥାନ୍ତେ। ହେଲେ ତାଙ୍କୁ କୌଣସି କାରଣ ବଶତଃ ଭିସା ମିଳିନଥିଲା କିଛିଦିନ ପୂର୍ବ ରୁ ଦୁତି ନିଜ ନିଜର ଭସା କାଗଜ ପତ୍ର କାମ ପାଇଁ କଲିକତା ମଧ୍ୟ ଯାଇ ଥିଲେ ଓ ସେ ଶତ ପ୍ରତିଶତ ଭାବୁ ଥିଲେ ତାଙ୍କୁ ଭିସା ମିଳିବ , ତା ପଟେ ସେ ଜର୍ମାନୀରେ ଦୌଡ଼ି ଓଡିଶା ପାଇଁ ଗର୍ବ ଆଣି ଥାନ୍ତେ। ଅନ୍ୟ ପଟେ ଓଡିଶା ସ୍ପୋର୍ଟ ୟୁଥ ସାର୍ଭିସ ନିଜର ସେସିଆଲ ମିଡ଼ିଆ ପେଜ ରେ କହିଛି ଦୂତୀ ଙ୍କୁ ଭିସା ମିଳିଛି ଏବଂ ସେ ଏବେ ହେବା କୁ ଯାଉଥିବା ଆୟରଲାଣ୍ଡ ଓ ଜର୍ମାନୀ ଆଇ ଏ ଏଫ ଗେମ ରେ ଭାଗ ନେଇ ପାରବେ। ୟା ଉପରେ ଦୁତି ନିଜର ମତ ରଖି କହିଛନ୍ତି ସବୁ ମିଛ କଥା ମୁଁ କୌଣସି ଭିସା ପାଇ ନାହଁ। ଯାହା ପାଇଁ ମୁଁ ବହୁତ ଦୁଃଖିତ। ଅନ୍ୟ ପଟେ ଆମ ଇଟିଭି ଟିମ ଦୁତି ଙ୍କ ପ୍ରତିକ୍ରିୟା ନେବା କୁ ଚାହୁଁ ଥିଲା ହେଲେ ଦୁତି ସଫା ସଫା ମନା କରି ଦେଲେ କହିଲେ ମୁ ଭିସା ପାଇ ଯଦି ଖେଳ ରେ ଭାଗ ନେଇ ଥାନ୍ତି ତା ହେଲେ ମୁ ଆମ ଦେଶ ପାଇଁ ଓ ଓଡିଶା ପାଇଁ କିଛି କରି ପାରିଥାନ୍ତି। ତେବେ ଏଠାରେ ପ୍ରଶ ଉଠୁଛି କିଭଳି ଭାବରେ ଓଡିଶା ସ୍ପୋର୍ଟ ୟୁଥ ସାର୍ଭିସ ଏଭଳି ମିଛ ଖବର ପ୍ରକାଶ କରି ଲୋକଙ୍କୁ ଭୁଆଁ ବୁଲାଉଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.