ETV Bharat / city

ଲକଡାଉନରେ ରେଳଷ୍ଟେସନକୁ ସୁରକ୍ଷା ଦେବ ଡ୍ରୋନ - ଭୁବନେଶ୍ବର ଲକଡାଉନ ଖବର

ଭୁବନେଶ୍ବରରେ ଲାକଡାଉନ ସମୟରେ ରେଳ ଷ୍ଟେସନ ଓ ଆଖ ପାଖ ଅଞ୍ଚଳ ସୁରକ୍ଷାରେ ଡ୍ରୋନ କ୍ୟାମେରା ବ୍ୟବହାର କରିଛି ରେଳବାଇ ପୋଲିସ । ରେଳବାଇ ଷ୍ଟେସନରେ ଚୋରିକୁ ଦୃଷ୍ଟିରେ ରଖି ଏହିପରି ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅଧିକ ପଢନ୍ତୁ...

during-the-lockdown-the-drone-will-protect-the-train-station
ଲକଡାଉନ ସମୟରେ ରେଳଷ୍ଟେସନକୁ ସୁରକ୍ଷା ଦେବ ଡ୍ରୋନ
author img

By

Published : Apr 7, 2020, 6:32 PM IST

ଭୁବନେଶ୍ବର: ରେଳ ଷ୍ଟେସନ ସୁରକ୍ଷାରେ ନିୟୋଜିତ ଡ୍ରୋନ । ଲାକଡାଉନ ସମୟରେ ରେଳ ଷ୍ଟେସନ ଓ ଆଖ ପାଖ ଅଞ୍ଚଳକୁ ସୁରକ୍ଷାରେ ଡ୍ରୋନ କ୍ୟାମେରା ବ୍ୟବହାର କରିଛି ରେଳବାଇ ପୋଲିସ । ରେଳବାଇ ଷ୍ଟେସନରେ ଚୋରୀକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଲକଡାଉନ ସମୟରେ ରେଳଷ୍ଟେସନକୁ ସୁରକ୍ଷା ଦେବ ଡ୍ରୋନ

ପୂର୍ବତଟ ରେଳପଥର ପ୍ରଥମ ଥର ପାଇଁ କ୍ୟାମେରା ବ୍ୟବହାର କରାଯାଇଛି । ରେଳ ଷ୍ଟେସନରେ ମାଲବାହି ଟ୍ରେନରୁ ଚୋରିକୁ ରୋକିବା ପାଇଁ ଡ୍ରୋନ ବ୍ୟବହାର କରାଯାଇଛି । ଡ୍ରୋନ ଦିନକୁ 5 ଘଣ୍ଟା ଉଡିବ । ଯାହା ଭୁବନେଶ୍ବର ଷ୍ଟେସନର ଆରମ୍ଭରୁ ମଞ୍ଚେଶ୍ବର ରେଳ କାରଖାନା ପର୍ଯ୍ୟନ୍ତ । ଏହା ଦ୍ବାରା ଅପରାଧିକ ଯୁବ ଗୋଷ୍ଠୀମାନଙ୍କ ଉପରେ କଡା ନଜର ରଖାଯାଇପାରିବ ।

ଲକଡାଉନ ସମୟରେ କମ କର୍ମଚାରୀ ରହିଥିବାରୁ ଏତେ ବଡ ଷ୍ଟେସନକୁ କିଭଳି ଭାବରେ ସୁରକ୍ଷାରେ ଦିଆଯିବ ସେନେଇ ଡ୍ରୋନର ବ୍ୟବହାର କରାଯାଇଛି । ଡ୍ରୋନ ଦ୍ବାରା ଅପରାଧିକ କାର୍ଯ୍ୟକଳାପ ସହଜରେ ନଜର ରଖାଯାଇପାରିବ ଏବଂ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.