ETV Bharat / city

ମାତାଲ ଶିକ୍ଷକ ସସପେଣ୍ଡ

ମାତାଲ ଶିକ୍ଷକ ସସପେଣ୍ଡ । ଗଣଶିକ୍ଷା ମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ପରେ ନିଲମ୍ବିତ ହେଲେ ସମ୍ପୃକ୍ତ ଶିକ୍ଷକ । ଅଧିକ ପଢନ୍ତୁ...

Drunker teacher suspend
ମାତାଲ ଶିକ୍ଷକ ସସପେଣ୍ଡ
author img

By

Published : Feb 25, 2020, 1:54 PM IST

Updated : Feb 25, 2020, 3:07 PM IST

ଭୁବନେଶ୍ବର: ମାତାଲ ଶିକ୍ଷକ ସସପେଣ୍ଡ । କେନ୍ଦ୍ରାପଡା ଜିଲ୍ଲାର କିଆଯୋଡି ବ୍ଲକର ପ୍ରଧାନ ଶିକ୍ଷକ ରବି ନାରାୟଣ ମିଶ୍ରଙ୍କୁ ନିଲମ୍ବିତ କରାଯାଇଛି । ସ୍କୁଲ ଟେବୁଲ ତଳେ ମଦ ବୋତଲ ଧରି ନିଶାସକ୍ତ ଅବସ୍ଥାରେ ମିଳିବା ପରେ ଗଣଶିକ୍ଷା ମନ୍ତ୍ରୀ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ମାତାଲ ଶିକ୍ଷକ ସସପେଣ୍ଡ

ଏହାପରେ ଆଜି ତାଙ୍କୁ ସସପେଣ୍ଡ କରାଯାଇଛି । ବର୍ତ୍ତମାନ ସେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ରହିବେ । ଏହି ସମୟରେ ତାଙ୍କୁ ଅଧା ଦରମା ମିଳିବ । ଏନେଇ ନିର୍ଦ୍ଦେଶାନାମା ପ୍ରକାଶ ପାଇଛି ।

Drunker teacher suspend
ମାତାଲ ଶିକ୍ଷକ ସସପେଣ୍ଡ

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Feb 25, 2020, 3:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.