ETV Bharat / city

ସ୍ମାର୍ଟସିଟିବାସୀଙ୍କ ପାଇଁ ଡ୍ରାଇଭ ଇନ ଭ୍ୟାକ୍ସିନେସନ ସୁବିଧା - ଡ୍ରାଇଭ ଇନ ଭ୍ୟାକ୍ସିନେସନ ସୁବିଧା

ସ୍ମାର୍ଟସିଟିବାସୀଙ୍କ ପାଇଁ ଖୁସି ଖବର । ପୂର୍ବରୁ ୧୮ ରୁ ୪୪ ବର୍ଷ ପରେ ୪୫ରୁ ଊର୍ଦ୍ଧ୍ବ ବୟସ୍କଙ୍କ ପାଇଁ ମିଳିବ ପ୍ରଥମ ଓ ଦ୍ବିତୀୟ ଡୋଜ ଟୀକାକରଣ ତାହା ପୁଣି ଡ୍ରାଇଭ ଇନ ଭ୍ୟାକ୍ସିନେସନ ସେଣ୍ଟରରେ। ଅଧିକ ପଢନ୍ତୁ...

ସ୍ମାର୍ଟସିଟିବାସୀଙ୍କ ପାଇଁ ଡ୍ରାଇଭ ଇନ ଭ୍ୟାକ୍ସିନେସନ ସୁବିଧା

author img

By

Published : May 29, 2021, 9:45 PM IST

ଭୁବନେଶ୍ବର: ସ୍ମାର୍ଟସିଟିବାସୀଙ୍କ ପାଇଁ ଖୁସି ଖବର । ପୂର୍ବରୁ ୧୮ ରୁ ୪୪ ବର୍ଷ ପରେ ୪୫ରୁ ଊର୍ଦ୍ଧ୍ବ ବୟସ୍କଙ୍କ ପାଇଁ ମିଳିବ ପ୍ରଥମ ଓ ଦ୍ବିତୀୟ ଡୋଜ ଟୀକାକରଣ, ତାହା ପୁଣି ଡ୍ରାଇଭ ଇନ ଭ୍ୟାକ୍ସିନେସନ ସେଣ୍ଟରରେ ।

ଭୁବନେଶ୍ବରରେ ୭ଟି ସ୍ଥାନରେ ମିଳିବ ଟିକା । ରସୁଲଗଡ଼ସ୍ଥିତ ଏକ୍ସପ୍ଲାଣ୍ଡ ମଲ, କଳ୍ପନା ଛକ ଉତ୍କଳ ଗ୍ୟାଲେରିଆ ମଲ, ରୁଦ୍ରପୁର ସିମ୍ଫୋନି ମଲ, ପଟିଆ କିଟ୍ କ୍ରିକେଟ ଷ୍ଟାଡିୟମ, କଳିଙ୍ଗନଗର ଡିଏନ ରେଗାଳିଆ ମଲ, ଚନ୍ଦ୍ରଶେଖରପୁର ଫରଚ୍ୟୁନ ଟାୱାର, କଳିଙ୍ଗନଗର କେ-୭ ବିଡିଏ କଲ୍ୟାଣ ମଣ୍ଡପରେ ସକାଳ ୮.୩୦- ୧ଟା , ଅପରାହ୍ନ ୩-୬ ଟା ମଧ୍ୟରେ ଏହି ଟୀକାକରଣ ସୁବିଧା ଉପଲବ୍ଧ ହେବ।

ସ୍ମାର୍ଟସିଟିବାସୀଙ୍କ ପାଇଁ ଡ୍ରାଇଭ ଇନ ଭ୍ୟାକ୍ସିନେସନ ସୁବିଧା
vସ୍ମାର୍ଟସିଟିବାସୀଙ୍କ ପାଇଁ ଡ୍ରାଇଭ ଇନ ଭ୍ୟାକ୍ସିନେସନ ସୁବିଧା

ଯେଉଁମାନେ ଟୀକାକରଣରେ ସାମିଲ ହେବାକୁ ଇଛୁକ, ସେମାନେ କୋ -ୱିନ୍ ପୋର୍ଟାଲରେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.