ETV Bharat / city

ମାର୍ଚ୍ଚ 20 ସୁଦ୍ଧା ସପ୍ତମ ବେତନ କମିଶନରେ ମିଳିବ 10% ବକେୟା ରାଶି - ସପ୍ତମ ବେତନ କମିଶନରେ ମିଳିବ 10% ବକେୟା ରାଶି

Drawal of 10% arrear salary arising out of revision of pay under ORSP
ମାର୍ଚ୍ଚ 20 ସୁଦ୍ଧା ସପ୍ତମ ବେତନ କମିଶନରେ ମିଳିବ 10% ବକେୟା ରାଶି
author img

By

Published : Feb 13, 2020, 5:55 PM IST

Updated : Feb 13, 2020, 6:28 PM IST

17:47 February 13

ଏଣିକି ସପ୍ତମ ବେତନ କମିଶନରେ ମିଳିବ ବକେୟା ରାଶି ବାବଦ ମାତ୍ର 10 ପ୍ରତିଶତ ଅର୍ଥ । ମାର୍ଚ୍ଚ 20 ସୁଦ୍ଧା ଏହି ଅର୍ଥରାଶି ମିଳିବ । ଅଧିକ ପଢନ୍ତୁ...

Drawal of 10% arrear salary arising out of revision of pay under ORSP
ମାର୍ଚ୍ଚ 20 ସୁଦ୍ଧା ସପ୍ତମ ବେତନ କମିଶନରେ ମିଳିବ 10% ବକେୟା ରାଶି

ଭୁବନେଶ୍ବର: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ଏଣିକି ସପ୍ତମ ବେତନ କମିଶନରେ ମିଳିବ ବକେୟା ରାଶି ବାବଦ ଅର୍ଥ । ତେବେ ଏହି ଅର୍ଥ ବାବଦକୁ ମାତ୍ର 10 ପ୍ରତିଶତ ମିଳିବ । 

ମାର୍ଚ୍ଚ 20 ସୁଦ୍ଧା ଏହି ଅର୍ଥରାଶି ମିଳିବ । ଏନେଇ ଅର୍ଥ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି । ପୂର୍ବରୁ ଏଥିପାଇଁ 40 ପ୍ରତିଶତ ମିଳିଥିଲା । ଏବେ 10 ପ୍ରତିଶତ ମିଳିବା ପରେ ଆହୁରି 50 ପ୍ରତିଶତ ବାକି ରହିବ । 

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Feb 13, 2020, 6:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.