ETV Bharat / city

State startup ranking: ଶ୍ରେଷ୍ଠ ପ୍ରଦର୍ଶନକାରୀ ତାଲିକାରେ ଓଡିଶା

author img

By

Published : Jul 5, 2022, 11:55 AM IST

DPIIT ଷ୍ଟେଟ୍ ଷ୍ଟାର୍ଟଅପ୍ ର୍ୟାଙ୍କିଙ୍ଗ 2021ର ତୃତୀୟ ସଂସ୍କରଣ ପ୍ରକାଶିତ ହୋଇଛି । ଷ୍ଟେଟ୍ ଷ୍ଟାର୍ଟଅପ୍ ର୍ୟାଙ୍କିଙ୍ଗ (State startup ranking 2021) ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ମଧ୍ୟରେ ଓଡିଶା ରହିଛି ।

DPIIT ଷ୍ଟେଟ୍ ଷ୍ଟାର୍ଟଅପ୍ ର୍ୟାଙ୍କିଙ୍ଗ 2021ର ତୃତୀୟ ସଂସ୍କରଣ ପ୍ରକାଶ

ଭୁବନେଶ୍ବର: DPIIT (Department for promotion of Industry and Internal Trade) ଷ୍ଟେଟ୍ ଷ୍ଟାର୍ଟଅପ୍ ର୍ୟାଙ୍କିଙ୍ଗ 2021ର ତୃତୀୟ ସଂସ୍କରଣ ପ୍ରକାଶିତ ହୋଇଛି । ଷ୍ଟେଟ୍ ଷ୍ଟାର୍ଟଅପ୍ ର୍ୟାଙ୍କିଙ୍ଗ (State startup ranking 2021) ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ମଧ୍ୟରେ ଓଡିଶା ରହିଛି । ଏହାବାଦ ଶ୍ରେଷ୍ଠ ପ୍ରଦର୍ଶନକାରୀ ତେଲେଙ୍ଗାନା, କେରଳ ଏବଂ ମହାରାଷ୍ଟ୍ର ରାଜ୍ୟ ରହିଛି ।

ଶ୍ରେଷ୍ଠ ପ୍ରଦର୍ଶନକାରୀ ତାଲିକାରେ ଓଡିଶା
ଶ୍ରେଷ୍ଠ ପ୍ରଦର୍ଶନକାରୀ ତାଲିକାରେ ଓଡିଶା

କର୍ଣାଟକ ଏବଂ ଗୁଜୁରାଟ 2018ରେ ଓଡିଶା ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଥିଲା । 2019ରେ ପ୍ରକାଶିତ ର୍ୟାଙ୍କିଙ୍ଗରେ ତଳ ସ୍ତରକୁ ଖସି ଆସିଛି । କିନ୍ତୁ 2021 ରେ DPIIT ଷ୍ଟାର୍ଟଅପ୍ ରାଙ୍କିଙ୍ଗ ଓଡିଶା ପୁଣିଥରେ ଶ୍ରେଷ୍ଠ ପ୍ରଦର୍ଶନକାରୀକୁ ଉନ୍ନୀତ ହୋଇଛି । DPIIT ରାଜ୍ୟର ଷ୍ଟାର୍ଟଅପ୍ ର୍ୟାଙ୍କିଙ୍ଗ 2021ରେ ଓଡିଶା ବ୍ୟାଗ୍ ଟପ୍ ପର୍ଫର୍ମର୍ ।

ନୂଆଦିଲ୍ଲୀର ଅଶୋକା ହୋଟେଲରେ ଆୟୋଜିତ ଏକ ସମାରୋହରେ କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ, ଉପଭୋକ୍ତା ବ୍ୟାପାର, ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ଦ୍ଵାରା ଏହା ପ୍ରକାଶିତ ହୋଇଥିଲା। 2018 ରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ, 2019 ରେ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ସମର୍ଥନ କରିଥିବାରୁ ଓଡିଶାକୁ "ଅଗ୍ରଣୀ ରାଜ୍ୟ" ଭାବରେ ପୁରସ୍କୃତ କରାଯାଇଛି । ଏହି ଷ୍ଟେଟ୍ ଷ୍ଟାର୍ଟଅପ୍ ର୍ୟାଙ୍କିଙ୍ଗ2021ରେ ଓଡ଼ିଶା ଅନ୍ତର୍ଭୂକ୍ତ କରି ଶୀର୍ଷ ପ୍ରଦର୍ଶନକାରୀ ପଦବୀ ପାଇବାକୁ ଏକ ଲମ୍ଫ ଦେଇଛି। ରାଜ୍ୟର ପ୍ରତ୍ୟେକ କୋଣରେ ଉଦ୍ୟୋଗୀମାନଙ୍କୁ ବିକଶିତ କରିବା ପାଇଁ ସାମଗ୍ରିକ ନୀତି ଏବଂ ଯୋଜନା ସମନ୍ଵୟ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.