ETV Bharat / city

ଯାଞ୍ଚ ହେବ ଡାକ୍ତରଙ୍କ ସାର୍ଟିଫିକେଟ

author img

By

Published : Nov 15, 2019, 12:58 PM IST

ସୁନ୍ଦରଗଡ଼ରେ ନକଲି ଡାକ୍ତର ଗିରଫ ହେବାପରେ ଚେତିଛନ୍ତି ରାଜ୍ୟ ସରକାର । ସମସ୍ତ ଡାକ୍ତରଙ୍କ ସାର୍ଟିଫିକେଟ ଯାଞ୍ଚ ହେବା ନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟଶାସନ ସଚିବ ।

ନକଲି ଡାକ୍ତର ସାବଧାନ, ଏବେ ହେବ ସାର୍ଟିଫିକେଟ ଯାଞ୍ଚ

ଭୁବନେଶ୍ବର: ଏଣିକି ସମସ୍ତ ଡାକ୍ତରଙ୍କ ସାର୍ଟିଫିକେଟ ହେବ ଯାଞ୍ଚ । ସୁନ୍ଦରଗଡ଼ରେ ନକଲି ଡାକ୍ତର ଗିରଫ ହେବାପରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ଚିଠି ଲେଖିଛନ୍ତି ମୁଖ୍ୟଶାସନ ସଚିବ ।

fraud doctor in sudargarh
ଏଣିକି ସମସ୍ତ ଡାକ୍ତରଙ୍କ ସାର୍ଟିଫିକେଟ ହେବ ଯାଞ୍ଚ

ସମସ୍ତ ଡାକ୍ତର ନିଜନିଜ ସାର୍ଟିଫିକେଟ ମେଡିକୋ ଲିଗାଲ ଓପିନିଅନ ସିଷ୍ଟମ(medico legal opinion system) ମାଧ୍ୟମରେ ଦାଖଲ କରିବା ଆବଶ୍ୟକ । ରାଜ୍ୟ ଅପରାଧ ନିୟନ୍ତ୍ରଣ ଶାଖା (CRIME RECORD BUREAU) ନିକଟରେ ସମସ୍ତ ଡାକ୍ତରଙ୍କ ସଠିକ ତଥ୍ୟ ରହିବା ଆବଶ୍ୟକ । ମୋ ସରକାର ଯୋଜନାରେ ସ୍ବଚ୍ଛତା ବଜାୟ ରଖିବା ସହ ସମସ୍ତ ଡାକ୍ତରଙ୍କ ସମ୍ପର୍କରେ ସଠିକ ତଥ୍ୟ ରହିବା ନେଇ ଏଭଳି ପଦକ୍ଷେପ ନିଆଯାଇଛି ।

ସୂଚନା ଅନୁସାରେ ସୁନ୍ଦରଗଡ ଜିଲ୍ଲାରେ ଜାଲ୍ ସାର୍ଟିଫିକେଟ୍ ବଳରେ ସ୍ବାସ୍ଥ୍ୟ ବିଭାଗକୁ ଚୁନ ମାରି ତିନି ବର୍ଷ କାଳ ଜଣେ ନକଲି ଡାକ୍ତର ରୋଗୀଙ୍କ ସେବା କରିବା ଘଟଣା ସାମ୍ନାକୁ ଆସିବା ପରେ ବିଭାଗ ପକ୍ଷରୁ ଏନେଇ ତତ୍ପରତା ପ୍ରକାଶ ପାଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ଏଣିକି ସମସ୍ତ ଡାକ୍ତରଙ୍କ ସାର୍ଟିଫିକେଟ ହେବ ଯାଞ୍ଚ। ସୁନ୍ଦରଗଡ଼ରେ ନକଲି ଡାକ୍ତର ଗିରଫ ହେବାପରେ ଏଭଳି ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ସମସ୍ତ ଜିଲ୍ଲାପାଳଙ୍କୁ ଏ ନେଇ ଚିଠି ଲେଖିଲେ ମୁଖ୍ୟଶାସନ ସଚିବ। Body:ସମସ୍ତ ଡାକ୍ତରଙ୍କ ସାର୍ଟିଫିକେଟ medico legal opinion system ମାଧ୍ୟମରେ ନିଜର ସର୍ଟିଫିକଟେ ଦାଖଲ କରିବା ଆବଶ୍ୟକ। crime record bureau ନିକଟରେ ସମସ୍ତ ଡାକ୍ତରଙ୍କ ସଠିକ ତଥ୍ୟ ରହିବା ଆବଶ୍ୟକ। ମୋ ସରକାର ଯୋଜନାରେ ସ୍ୱଚ୍ଛତା ବଜାୟ ରଖିବା ସହ ସମସ୍ତ ଡାକ୍ତରଙ୍କ ସମ୍ପର୍କରେ ସଠିକ ତଥ୍ୟ ରହିବା ନେଇ ଏଭଳି ପଦକ୍ଷେପ ନିଆଯାଇଛି।Conclusion:ସୂଚନା ଅନୁସାରେ ସୁନ୍ଦରଗଡ ଜିଲ୍ଲାରେ ଜାଲ୍ ସାର୍ଟିଫିକେଟ୍ ବଳରେ ସ୍ୱାସ୍ଥ୍ୟ ବିଭାଗକୁ ଚୁନ ମାରି ତିନି ବର୍ଷ କାଳ ଜଣେ ନକଲି ଡାକ୍ତର ରୋଗୀଙ୍କ ସେବା କରିବ ଘଟଣା ସାମ୍ନାକୁ ଆସିବା ପରେ ବିଭାଗ ପକ୍ଷରୁ ଏନେଇ ତତ୍ପରତା ପ୍ରକାଶ ପାଇଛ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.