ETV Bharat / city

ବଢୁଛି ଓମିକ୍ରନ ଭୟ, ସଜାଗ ରହିଲେ ସଂକ୍ରମଣ ଏଡ଼ାଇ ହେବ କହିଲେ DMET

author img

By

Published : Dec 20, 2021, 5:11 PM IST

ଦେଶରେ ଧୀରେ ଧୀରେ ଓମିକ୍ରନର ସଂକ୍ରମଣ ବଢିବାରେ ଲାଗିଛି । ତେବେ ସଜାଗ ରହିଲେ ତୃତୀୟ ଲହରକୁ ଏଡ଼ା ଯାଇପାରିବ କହିଲେ DMET ।

ବଢୁଛି ଓମିକ୍ରନ ଭୟ, ସଜାଗ ରହିଲେ ସଂକ୍ରମଣ ଏଡ଼ାଇ ହେବ କହିଲେ DMET
ବଢୁଛି ଓମିକ୍ରନ ଭୟ, ସଜାଗ ରହିଲେ ସଂକ୍ରମଣ ଏଡ଼ାଇ ହେବ କହିଲେ DMET

ଭୁବନେଶ୍ବର: ସାରା ଦେଶରେ ବଢୁଛି ଓମିକ୍ରନ ଭୟ । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛି । ଆମେ ସଜାଗ ରହିଲେ ତୃତୀୟ ଲହର ଆଶଙ୍କାକୁ ଏଡ଼ାଇପାରିବା ବୋଲି କହିଛନ୍ତି DMET ରମାରମଣ ମହାନ୍ତି ।

ଆମେ ନିୟମ ମାନି ଚଳିଲେ ତୄତୀୟ ଲହର ଆଶଙ୍କାକୁ ଏଡ଼ାଇ ପାରିବା । ସ୍ଥିତି ଉପରେ ସ୍ବାସ୍ଥ୍ୟ ବିଭାଗ ତୀକ୍ଷ୍ଣ ଦୄଷ୍ଟି ରଖିଛି । ଏଣୁ ବ୍ୟସ୍ତ ହେବାର କୌଣସି ଆବଶ୍ୟକ ନାହିଁ । ଯେତେବେଳେ ଯାହା ବ୍ୟବସ୍ଥା ଦରକାର ତାହାକୁ ଗ୍ରହଣ କରାଯାଇଛି । କିନ୍ତୁ ପ୍ରତି ମୁହୂର୍ତ୍ତରେ ସଜାଗ ରହିବା ଆଵଶ୍ୟକ ବୋଲି DMET କହିଛନ୍ତି ।

ଏହା ବି ପଢନ୍ତୁ: Odisha Corona Report: ଦିନକରେ ୧୮୬ ଆକ୍ରାନ୍ତ ଚିହ୍ନଟ

ସେପଟେ ବିଦେଶ ଫେରନ୍ତା 7 ଜଣଙ୍କ ମଧ୍ୟରୁ 4 ଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି । ୩ ଜଣଙ୍କ ନମୁନାର ଜିନୋମ ସିକ୍ବେନ୍ସିଂ ରିପୋର୍ଟ ଆସିନାହିଁ । ତେବେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ରହିଛି । ଏହି ପଜିଟିଭ ଵ୍ୟକ୍ତିଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ଜିଲ୍ଲା ନୋଡାଲ ଅଫିସର ନଜର ରଖିଛନ୍ତି । ILSକୁ ଏମାନଙ୍କର ନମୁନା ପଠାଯାଇଛି । ଏମାନଙ୍କର ଜିନୋମ ସିକ୍ୟୁନସିଂର ଖୁବଶୀଘ୍ର ରିପୋର୍ଟ ଦିଆଯିବ ବୋଲି ମହାନ୍ତି ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.