ETV Bharat / city

Omicron Variant: ଆନ୍ଧ୍ରରେ ଚିହ୍ନଟ ପରେ ସଜାଗ ରହିବାକୁ DMETଙ୍କ ପରାମର୍ଶ

author img

By

Published : Dec 13, 2021, 8:55 PM IST

ପଡୋଶୀ ଆନ୍ଧ୍ରରେ ଓମିକ୍ରନ ସଂକ୍ରମିତ ଚିହ୍ନଟ ପରେ ସଜାଗ ହେଲା ଓଡିଶା । ସବୁ ସୀମାନ୍ତ ଜିଲ୍ଲା ଗୁଡିକୁ ସଜାଗ କରାଇଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ

ପଡ଼ୋଶୀ ଆନ୍ଧ୍ରରେ ଓମିକ୍ରନ୍ ଚିହ୍ନଟ ପରେ ସଜାଗ ହେଲା ଓଡ଼ିଶା

ଭୁବନେଶ୍ବର: ପଡୋଶୀ ଆନ୍ଧ୍ରରେ ଓମିକ୍ରନ ସଂକ୍ରମିତ ଚିହ୍ନଟ ପରେ ସଜାଗ ହେଲା ଓଡିଶା । ସବୁ ସୀମାନ୍ତ ଜିଲ୍ଲା ଗୁଡିକୁ ସଜାଗ କରାଇଲେ ରାଜ୍ୟ ସରକାର । ଭୟଭୀତ ନ ହେବାକୁ ପରାମର୍ଶ ଦେଲେ ଡିଏମଇଟି ରମାରମଣ ମହାନ୍ତି ।

ଡିଏମଇଟି କହିଛନ୍ତି ଭୟଭୀତ ନ ହୋଇ ମୁକାବିଲା କରିବାକୁ ପଡିବ । ବିମାନ ବନ୍ଦରରେ ବିଦେଶ ଫେରନ୍ତାଙ୍କ ଟେଷ୍ଟିଂ କରାଯାଉଛି। ଏଯାଏଁ ଓଡିଶାରେ କୌଣସି ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି। ଆନ୍ଧ୍ରରେ ଓମିକ୍ରନ ବାହାରିବା ନେଇ ଆମ ପାଖରେ ଖବର ଅଛି। କ୍ଲଷ୍ଟରରୁ ପଜିଟିଭ ହେଉଥିବାରୁ ବିଦେଶ ଫେରନ୍ତାଙ୍କ ଜିନମ ସିକ୍ୟୁସେସିଂ କରାଯାଉଛି ।

ସେହିପରି ସ୍କୁଲ ଗୁଡିକରେ ସଂକ୍ରମିତ ଚିହ୍ନଟ ହେବା ପରେ ଗାଇଡ ଲାଇନକୁ କଡାକଡି ଭାବେ ପାଳନ କରିବାକୁ ସମସ୍ତ ଜିଲ୍ଲାକୁ ନିର୍ଦେଶ ଦିଆଯାଇଥିବା କହିଛନ୍ତି । ପୂର୍ବ ଅପେକ୍ଷା ରାଜ୍ୟର ସ୍କୁଲ ଗୁଡିକରେ ସଂକ୍ରମଣ ଧୀରେ ଧୀରେ କମୁଛି । ସେମିତି ଚିନ୍ତା ଜନକ ସ୍ଥିତି ନାହିଁ ବୋଲି କହିଛନ୍ତି ଡିଏମଇଟି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.