ETV Bharat / city

ଦୀପାବଳି ପାଇଁ ଡିସିପିଙ୍କ ଚେତାବନୀ, ବାଣ ଫୁଟେଇଲେ ଘରେ ପହଞ୍ଚିବ ପୋଲିସ - diwali for police preparation dcp

ଦିପାବଳୀରେ ବାଣ ଫୁଠାଇଲେ କି ନିୟମ ଉଲଙ୍ଘନ କଲେ ଘରେ ପହଞ୍ଚିବ ପୋଲିସ । ଚେତାବନୀ ଦେଲେ ଡିସିପି । ଅଧିକ ପଢନ୍ତୁ...

ଦୀପାବଳି ପାଇଁ ଡିସିପିଙ୍କ ଚେତାବନୀ
ଦୀପାବଳି ପାଇଁ ଡିସିପିଙ୍କ ଚେତାବନୀ
author img

By

Published : Nov 13, 2020, 10:23 PM IST

ଭୁବନେଶ୍ବର: ଦୀପାବଳି ପାଇଁ ଡିସିପିଙ୍କ ଚେତାବନୀ । ବାଣ ଫୁଠାଇଲେ କି ନିୟମ ଉଲଙ୍ଘନ କଲେ ଘରେ ପହଞ୍ଚିବ ପୋଲିସ ।

ଦୀପାବଳି ପାଇଁ ଡିସିପିଙ୍କ ଚେତାବନୀ

ଏଥିପାଇଁ ସହରବାସୀଙ୍କୁ କେହି କୋଭିଡ଼ ନିୟମ ଉଲଙ୍ଘନ କଲେ ବା ବାଣ ଫୁଟେଇଲେ ତୁରନ୍ତ ଡାଏଲ 100 ଜରିଆରେ ପୋଲିସକୁ ଜଣାଇବାକୁ ଅନୁରୋଧ କରିଛନ୍ତି । ତା ସହିତ ତୁରନ୍ତ ପୋଲିସ ରେସପଣ୍ଡ ପାଇଁ କଣ୍ଟ୍ରୋଲରୁମ ଆଲର୍ଟ ରହିବା ସହ ସମସ୍ତ ଥାନା ଓ ୧୭ ପ୍ଲାଟୁନ ପୋଲିସ ଫୋର୍ସକୁ ଆଲର୍ଟ ରଖାଯାଇଛି ।

ସମ୍ବେଦନଶୀଳ ସ୍ଥାନ ବା ଅମାନିଆ ବାଣ ଫୁଟାଇବାର ସମ୍ଭାବନା ରହିଛି । ସେଭଳି ସ୍ଥାନ ଚିହ୍ନଟ ହୋଇ ପୋଲିସ ଆଗୁଆ ନଜର ରଖିଛି । କେହି ନିୟମ ଉଲଙ୍ଘନର ନଜର ଆସିଲେ ତୁରନ୍ତ ପୋଲିସ ପହଞ୍ଚି ଡିଜାଷ୍ଟର ଆକ୍ଟ ସହ ଓୟୁପ ଆକ୍ଟରେ ବୁକ କରାଯିବ ବୋଲି ସହରବାସୀଙ୍କୁ ନିୟମ ଉଲଙ୍ଘନନ କରିବାକୁ ଚେତାବନୀ ଦେଇଛନ୍ତି । ଏଥିସହ ସୁରକ୍ଷାର ସହ ଦୀପାବଳି ପାଳନ କରିବାକୁ ଅନୁରୋଧ କରିଛନ୍ତି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.