ETV Bharat / city

3 ଜିଲ୍ଲା ଯୋଜନା ବୋର୍ଡର ବଦଳିଲେ ଅଧ୍ୟକ୍ଷ - district planning board president change

ରାଜ୍ୟ ସରକାର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ନିଯୁକ୍ତିରେ ପରିବର୍ତ୍ତନ ଆଣିଛନ୍ତି । 3ଟି ଜିଲ୍ଲାର ଯୋଜନା ବୋର୍ଡର ଅଧ୍ୟକ୍ଷ ପଦ ଅଦଳବଦଳ କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

district planning board
3 ଜିଲ୍ଲା ଯୋଜନା ବୋର୍ଡର ବଦଳିଲେ ଅଧ୍ୟକ୍ଷ
author img

By

Published : Dec 13, 2019, 7:53 PM IST

ଭୁବନେଶ୍ବର: ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ନିଯୁକ୍ତିରେ ପରିବର୍ତ୍ତନ । ବଦଳିଲେ 3ଟି ଜିଲ୍ଲାର ଯୋଜନା ବୋର୍ଡ ଅଧ୍ୟକ୍ଷ । ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ କଳାହାଣ୍ଡି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ଦାୟିତ୍ବ ଦିଆଯାଇ ଥିବାବେଳେ ପୂର୍ବରୁ ଏହି ଦାୟିତ୍ବରେ ଥିବା ଟୁକୁନି ସାହୁଙ୍କୁ ଦେଓଗଡ ଜିଲ୍ଲାର ଦାୟିତ୍ବ ମିଳିଛି ।

ଦେଓଗଡ଼ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଥିବା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଏହି ଦାୟିତ୍ବ ହଟାଇ ଦିଆଯାଇଛି । ସେହିଭଳି ବଲାଙ୍ଗୀର ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦରେ ବସିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ। ଆଗରୁ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଏହି ଜିଲ୍ଲାର ଦାୟିତ୍ବରେ ଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ରାଜ୍ୟ ସରକାର ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ନିଯୁକ୍ତି ରେ ପରିବର୍ତ୍ତନ ଆଣିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କୁ କଳାହାଣ୍ଡି ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇ ଥିବା ବେଳେ ପୂର୍ବରୁ ଏହି ଦାୟିତ୍ବ ରେ ଥିବା ତୁକୁନି ସାହୁଙ୍କୁ ଦେଓଗଡ଼ ଜିଲା ଦାୟିତ୍ୱ ମିଳିଛି। ଦେଓଗଡ଼ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଥିବା ମନ୍ତ୍ରୀ ପ୍ରଫୁଲ୍ଲ ମାଲିକଙ୍କୁ ଏହି ଦାୟିତ୍ବ ହଟାଇ ଦିଆଯାଇଛି। ସେହିଭଳି ବଲାଙ୍ଗୀର ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦାରେ ବସିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ। ଆଗରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଏହି ଜିଲ୍ଲାର ଦାୟିତ୍ୱ ରେ ଥିଲେ।Body:କConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.