ETV Bharat / city

ସଂକ୍ରମଣ ମୁକାବିଲା: ପ୍ରବାସୀଙ୍କ ପାଇଁ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ - କୋରୋନା ଟେଷ୍ଟିଂ

କୋରୋନା ମୁକାବିଲା । ପ୍ରବାସୀଙ୍କ ପାଇଁ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ । ରାଜ୍ୟରେ ବିଭିନ୍ନ ଗାଁରେ ଟିଏମସି ଖୋଲୁଛି । ଅଧିକ ପଢନ୍ତୁ...

district administration is ready for corona situation tackle
ସଂକ୍ରମଣ ମୁକାବିଲା : ପ୍ରବାସୀଙ୍କ ପାଇଁ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ
author img

By

Published : Apr 22, 2021, 9:51 PM IST

ଭୁବନେଶ୍ବର: ଦେଶରେ ଅନେକ ରାଜ୍ୟରେ ଲକଡାଉନ କଟକଣା ଲାଗୁ ହେଲାଣି । ନିଜ ରାଜ୍ୟକୁ ପ୍ରବାସୀ ଓଡ଼ିଆ ଆସିବାକୁ ଲାଗିଲେଣି । ଏହାକୁ ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛନ୍ତି । ରାଜ୍ୟରେ ବିଭିନ୍ନ ଗାଁରେ ଟିଏମସି ଖୋଲୁଛି । ଏହାକୁ ନେଇ ତଦାରଖ କରୁଛନ୍ତି ଜିଲ୍ଲାପାଳ । ଦୈନିକ 50 ହଜାର ଟେଷ୍ଟିଂ କରାଯାଉଛି ।

ସଂକ୍ରମଣ ମୁକାବିଲା : ପ୍ରବାସୀଙ୍କ ପାଇଁ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ

ରାଜ୍ୟ ସରକାରଙ୍କର କଟକଣା କାମରେ ଆସୁଛି । ମୃତ୍ୟୁ ହାର କମ ଅଛି । ଟେଷ୍ଟ ଓ ଟ୍ରାକିଂ ବଢିବାରୁ ଅଧିକ କେସ ଆସୁଛି । କୋଭିଡ ଡ୍ୟୁଟିରେ ଥିବା ଡାକ୍ତରଙ୍କୁ ତୁରନ୍ତ ଡାକ୍ତରଖାନାରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । କାର୍ଯ୍ୟରେ ଯୋଗ ନ ଦେଲେ ହେବ କାର୍ଯ୍ୟାନୁଷ୍ଠାନ । ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟର ସ୍ଥିତି ଭଲ ଅଛି । ଛତିଶଗଡ ସୀମାନ୍ତ ଜିଲ୍ଲା ଗୁ଼ଡିକରେ ବଢୁଛି ସଂକ୍ରମଣ । ହେଲେ ରାଜ୍ୟ ସରକାର ସମସ୍ତ ମୁକାବିଲାର ପ୍ରସ୍ତୁତ କରିଛନ୍ତି । କୁମ୍ଭମେଳାରେ ଯାଇଥିବା 4ଶହ ଜଣଙ୍କ ମଧ୍ୟରୁ 2 ଶହ ଫେରିଲେଣି । କେତେ ଜଣ ସଂକ୍ରମିତ ତାହା ଜଣାପଡିବ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.