ETV Bharat / city

Panchayat Poll: କଂଗ୍ରେସର ଡିଜିଟାଲ ପ୍ରଚାର, ଆସନ ଅକ୍ତିଆର ନେଇ ନୂଆ ପ୍ରୟାସ

author img

By

Published : Feb 7, 2022, 5:00 PM IST

ଡିଜିଟାଲ ଯୋଗେ ଜୋରସୋର ଚାଲିଛି ନିର୍ବାଚନୀ ପ୍ରଚାର। ପଞ୍ଚାୟତ ନିର୍ବାଚନରେ ନିଜର ଆସନ ଅକ୍ତିଆର କରିବା ପାଇଁ କଂଗ୍ରେସ ଆରମ୍ଭ କରିଛି ଡିଜିଟାଲ ପ୍ରଚାର। ଅଧିକ ପଢ଼ନ୍ତୁ

digital campaign by congress
ଡିଜିଟାଲ ପ୍ରଚାରକୁ କଂଗ୍ରେସର ଗୁରୁତ୍ବ

ଭୁବନେଶ୍ବର: ଡିଜିଟାଲ ଯୋଗେ ଜୋରସୋର ଚାଲିଛି ନିର୍ବାଚନୀ ପ୍ରଚାର। ପଞ୍ଚାୟତ ନିର୍ବାଚନରେ ନିଜର ଆସନ ଅକ୍ତିଆର କରିବା ପାଇଁ କଂଗ୍ରେସ ଆରମ୍ଭ କରିଛି ଡିଜିଟାଲ ପ୍ରଚାର।

ଡିଜିଟାଲ ପ୍ରଚାରକୁ କଂଗ୍ରେସର ଗୁରୁତ୍ବ

ପଞ୍ଚାୟତ ନିର୍ବାଚନରେ ପାଇଁ ରଣନୀତି ପ୍ରସ୍ତୁତ କଲା ରାଜ୍ୟ କଂଗ୍ରେସ। ଓଡ଼ିଶା କଂଗ୍ରେସ ସୋସିଆଲ ମିଡିଆ ବିଭାଗ ପକ୍ଷରୁ ଡିଜିଟାଲ ଅଭିଯାନ ଆରମ୍ଭ ହୋଇଛି। ଅଫିସିଆଲ ସୋସିଆଲ ମିଡିଆ ପ୍ରୋଫାଇଲରୁ ଭିଡିଓ, ଗ୍ରାଫିକାଲ୍ ବ୍ୟାନର ଏବଂ ଆହୁରି ଅନେକ ପୋଷ୍ଟ କରାଯାଇ ଡିଜିଟାଲ ମାଧ୍ୟମରେ ପ୍ରଚାର କରାଯିବ। ଜନସାଧାରଣଙ୍କୁ ସରକାରଙ୍କ ବିଫଳତା ବିଷୟରେ ଅବଗତ କରାଇବା ହେଉଛି କଂଗ୍ରେସର ମୂଳ ଲକ୍ଷ୍ୟ।

ପୂର୍ବ କଂଗ୍ରେସ ସରକାରଙ୍କ ଦ୍ବାରା କରାଯାଇଥିବା ଭଲ କାର୍ଯ୍ୟକୁ ଡିଜିଟାଲ ମାଧ୍ୟମରେ ଭୋଟରଙ୍କୁ ମନେପକାଇବା କଂଗ୍ରେସର ମୂଳ ଉଦ୍ଦେଶ୍ୟ। ଲୋକଙ୍କ ବିକାଶ ପାଇଁ କଂଗ୍ରେସର ପ୍ରତିଶୃତିମୂଳକ କାର୍ଯ୍ୟକୁ ସୋସିଆଲ ମିଡିଆ ଯୋଗେ ପ୍ରକାଶ କରିବା ନେଇ କଂଗ୍ରେସ ସୋସିଆଲ ମିଡିଆ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ ସୂଚନା ଦେଇଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.