ETV Bharat / city

ଅଯୋଧ୍ୟା ରାୟ: 'ଶୃଙ୍ଖଳା ଭଙ୍ଗ ହେଲେ କାର୍ଯ୍ୟାନୁଷ୍ଠାନ' - ଅଯୋଧ୍ୟା ମାମଲା ଶୁଣାଣି

ଅଯୋଧ୍ୟା ମାମଲା ଶୁଣାଣିକୁ ନେଇ ସାରା ଦେଶର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଶାନ୍ତି ଶୃଙ୍ଖଳା ଓ ସାମ୍ପ୍ରଦାୟିକ ସଦଭାବନା ବଜାୟ ରଖିବାକୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Nov 9, 2019, 3:54 PM IST

ଭୁବନେଶ୍ବର: ଅଯୋଧ୍ୟା ମାମଲା ଶୁଣାଣିକୁ ନେଇ ସାରା ଦେଶର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଶାନ୍ତି ଶୃଙ୍ଖଳା ଓ ସାମ୍ପ୍ରଦାୟିକ ସଦଭାବନା ବଜାୟ ରଖିବାକୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏଥିପାଇଁ କିଛି ଦିନ ଆଗରୁ ସମ୍ବେଦନଶୀଳ ଜିଲ୍ଲାରେ ସତର୍କତା ମୂଳକ ପଦକ୍ଷେପ ନିଆଯାଇଥିଲା।

ଜିଲ୍ଲାର ଏସପିଙ୍କ ନେତୃତ୍ବରେ ନିଜେ ସୁରକ୍ଷାର ତଦାରଖ କରାଯିବା ସହ ସିନିୟର ଅଫିସର ମାନେ ଆଲର୍ଟ ରହି ନଜର ରଖିଛନ୍ତି । ବରିଷ୍ଠ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମାଧ୍ୟମରେ ଯୋଗାଯୋଗ କରାଯାଇ ଶାନ୍ତି ବଜାୟ ରଖାଯିବାକୁ ବିଚାରବିମର୍ଷ କରାଯାଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ପରିସ୍ଥିତି ବର୍ତ୍ତମାନ ସୁଦ୍ଧା ଶାନ୍ତିପୂର୍ଣ୍ଣ ରହିଛି ବୋଲି ପ୍ରତିକ୍ରିୟା ଦେଇଛନ୍ତି ପୋଲିସ ଡିଜି । ଷ୍ଟାଟିକ ପୋଷ୍ଟ ସହ ଓଡିଶା ପୋଲିସ ପକ୍ଷରୁ ଆବଶ୍ୟକ ଫୋର୍ସ ଅନୁଯାୟୀ ମୁତୟନ କରାଯାଇଛି। ଆବଶ୍ୟକ ପଡିଲେ ରିଜର୍ଭ ପୋଲିସ ମୁତୟନ କରିବାକୁ ଯୋଜନା ରହିଛି।

ସୋସିଆଲ ମିଡିଆ ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି। ତେବେ ରାୟକୁ ସମସ୍ତେ ଗ୍ରହଣ କରିବେ ଏହା ଦ୍ବାରା କୌଣସି ଶାନ୍ତିଶୃଙ୍ଖଳା ଭଙ୍ଗ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ଡିଜି ପ୍ରତିକ୍ରିୟା ରଖିଛନ୍ତି।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Intro:ଅଯୋଦ୍ଧା ରାୟ ଶୁଣାଣି: ଓଡିଶାରେ ଶାନ୍ତି ବଜାୟ,
ଶୃଙ୍ଖଳା ଭଙ୍ଗହେଲେ କାର୍ଯାନୁଷ୍ଠାନ:ଡିଜି ପୋଲିସBody:

ଅୟୋଦ୍ଧା ମାମଲା ଶୁଣାଣି ପରିପ୍ରେକ୍ଷିରେ ଶାନ୍ତି ଶୃଙ୍ଖଳା ଓ ସାମ୍ପ୍ରଦାୟିକ ସଦଭାବନା ବଜାୟ ରଖିବାକୁ ବ୍ଯାପକ ପ୍ରସ୍ତୁତି କରାଯାଇଛି। ଏଥିପାଇଁ କିଛି ଦିନ ଆଗରୁ ସମ୍ବେଦନଶିଳ ଜିଲ୍ଲାରେ ସତର୍କତା ମୁଳକ ପଦକ୍ଷେପ ନିଆଯାଇଥିଲା। ଜିଲ୍ଲାର ଏସପିଙ୍କ ନେତୃକ୍ବରେ ନିଜେ ସୁରକ୍ଷାର ତଦାରଖ କରୁଛନ୍ତି।ସିନିୟର ଅଫିସର ମାନେ ଆଲର୍ଟ ରହି ନଜର ରଖିଛନ୍ତି ।ବରିଷ୍ଠ ଓ ମାନ୍ଯଗନ ବ୍ଯକ୍ତିଙ୍କ ମାଧ୍ଯମରେ ଯୋଗାଯୋଗ କରାଯାଇ ଶାନ୍ତି ବଜାୟ ରଖାଯିବାକୁ ବିଚାରବିମର୍ଶ କରାଯାଇଛି।ପରିସ୍ଥିତି ବର୍ତମାନ ସୁଦ୍ଧା ଶାନ୍ତିପୁର୍ଣ୍ଣ ରହିଛି।ଷ୍ଟାଟିକ ଫୋର୍ସ ସହ ଓଡିଶା ପୋଲିସ ପକ୍ଷରୁ ଆବଶ୍ଯକ ଫୋର୍ସ ଅନୁଯାୟୀ ମୁତୟନ କରାଯାଇଛି।ଆବଶ୍ଯକ ପଡିଲେ ରିଜର୍ବ ପୋଲିସ ମୁତୟନ କରିବାକୁ ଯୋଜନା ରହିଛି।ସୋସିଆଲ ମିଡିଆ ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି।ତେବେ ଶୁଣାଣି ପରେ ସମସ୍ତେ ଏହାକୁ ଗ୍ରହଣ କରିବେ ଏହା ଦ୍ବାରା କୌଣସି ଶାନ୍ତିଶୃଙ୍ଖଳା ଭଙ୍ଗ ହେଲେ ଦୃଢକାର୍ଯାନୁଷ୍ଠାନ ନିଆଯିବ ବୋଲି ପୋଲିସ ଡିଜି ପ୍ରତିକ୍ରିୟା ରଖିଛନ୍ତି।Conclusion:ବାଇଟ-ବି କେ ଶର୍ମା,ପୋଲିସ ଡିଜି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.