ETV Bharat / city

ଦିନିକିଆ ପଶ୍ଚିମ ଓଡିଶା ଗସ୍ତରେ ଡିଜିପି, କୋଭିଡ ସ୍ଥିତିର କରିବେ ସମୀକ୍ଷା - DGP is on one day visit to 4 district to review

ଆଜି(ରବିବାର) ଦିନିକିଆ ପଶ୍ଚିମ ଓଡିଶା ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ । ଏହି ଗସ୍ତ ସମୟରେ କୋଭିଡ ସ୍ଥିତିର ମୁକାବିଲା ନେଇ ସମୀକ୍ଷା କରିବେ ପୋଲିସ ଡିଜି ଅଭୟ । ଅଧିକ ପଢନ୍ତୁ...

ଦିନିକିଆ ପଶ୍ଚିମ ଓଡିଶା ଗସ୍ତରେ ଡିଜିପି
ଦିନିକିଆ ପଶ୍ଚିମ ଓଡିଶା ଗସ୍ତରେ ଡିଜିପି
author img

By

Published : May 2, 2021, 11:08 AM IST

ଭୁବନେଶ୍ବର: ରାଜ୍ୟରେ କୋଭିଡ ସଂକ୍ରମଣ ଦଶ ହଜାର ଅତିକ୍ରମ କରିସାରି ଥିବାବେଳେ ଏହାକୁ ନେଇ ଆଜି(ରବିବାର) ଦିନିକିଆ ପଶ୍ଚିମ ଓଡିଶା ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ । ଏହି ଗସ୍ତ ସମୟରେ କୋଭିଡ ସ୍ଥିତିର ମୁକାବିଲାର ନେଇ ସମୀକ୍ଷା କରିବେ ପୋଲିସ ଡିଜି ଅଭୟ ।

ଏହି କ୍ରମରେ ଆଜି ସମ୍ବଲପୁର,ଝାରୁସୁଗୁଡା,ସୁନ୍ଦରଗଡ,ରାଉରକେଲା ଆଦି ଅଞ୍ଚଳର କୋଭିଡ ମୁକାବିଲା ଓ ପରିସ୍ଥିତିର ସମୀକ୍ଷା କରିବେ ଡିଜିପି ଅଭୟ । ଏନେଇ କ୍ରାଇମ ଓ ଲ ଆଣ୍ଡ ଅର୍ଡର ଆଡିସିନାଲ ଡିଜିପି ଯଶୱନ୍ତ ଜେଠୱା ବି ସମୀକ୍ଷାରେ କରିବେ ସହଯୋଗ । ତେବେ ସୀମାନ୍ତ ଜିଲ୍ଲାଗୁଡ଼ିକ ଉପରେ ଅଧିକ ଫୋକସ କରାଯିବା ନେଇ ସୂଚନା ରହିଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.