ETV Bharat / city

ଫସି ରହିଥିବା ପ୍ରବାସୀ ଓଡିଆଙ୍କ ଦାୟିତ୍ବରେ ସୁରେଶ ମହାପାତ୍ର

author img

By

Published : May 3, 2020, 8:06 PM IST

Updated : May 3, 2020, 8:56 PM IST

ବିଭିନ୍ନ ରାଜ୍ୟରେ ଫସି ରହିଥିବା ହଜାର ହଜାର ପ୍ରବାସୀ ଓଡିଆଙ୍କୁ ସୁରୁଖୁରୁରେ ଓଡିଶା ଆଣିବାକୁ ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କୁ ଦାୟିତ୍ବ ଦିଆଯାଇଛି । ଅଧିକ ପଢନ୍ତୁ...

development-commissioner-suresh-mohapatra-as-head-the-overall-state-response-on-return-of-persons-stranded-in-odisha
ଫସି ରହିଥିବା ପ୍ରବାସୀ ଓଡିଆଙ୍କ ଦାୟିତ୍ବରେ ସୁରେଶ ମହାପାତ୍ର

ଭୁବନେଶ୍ବର: ପ୍ରବାସୀ ଓଡ଼ିଆଙ୍କ ପାଇଁ ପୁରା ଦମରେ ଲାଗିଛନ୍ତି ଓଡିଶା ସରକାର । ବିଭିନ୍ନ ରାଜ୍ୟରେ ଫସି ରହିଥିବା ହଜାର ହଜାର ସଂଖ୍ୟାରେ ଶ୍ରମିକ ଆସିବା ଆରମ୍ଭ କରିଛନ୍ତି । ଏହି ପ୍ରକ୍ରିୟାକୁ ସଠିକ ଭାବେ ତୁଲାଇବା ପାଇଁ ତଥା ସବୁ ଅଧିକାରୀଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବା ପାଇଁ ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ବ ଦିଆଯାଇଛି ।

ପ୍ରବାସୀ ଓଡିଆଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଇ ସେ ସମସ୍ତ କାର୍ଯ୍ୟ ତୁଲାଇବା ସହ ପ୍ରକ୍ରିୟାର ତଦାରଖ କରିବେ । ଅପରପକ୍ଷେ ଗୃହ ସଚିବ ଓ ଶ୍ରମ କମିଶନରଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : May 3, 2020, 8:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.