ETV Bharat / city

ଜଙ୍ଗଲ ପରିବେଶ ବିଭାଗର ଗୃହ କମିଟି ବୈଠକ, ଜଳ ପ୍ରଦୂଷଣକୁ ନେଇ ଉଦବେଗ

author img

By

Published : Jun 27, 2022, 9:56 PM IST

ଜଙ୍ଗଲ ପରିବେଶ ବିଭାଗର ଗୃହ କମିଟି ବୈଠକ ବସିଥିବାବେଳେ ଜଳ ପ୍ରଦୂଷଣକୁ ନେଇ ଗୃହରେ ଉଦବେଗ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

ଜଙ୍ଗଲ ପରିବେଶ ବିଭାଗର ଗୃହ କମିଟି ବୈଠକ, ଜଳ ପ୍ରଦୂଷଣକୁ ନେଇ ଉଦବେଗ
ଜଙ୍ଗଲ ପରିବେଶ ବିଭାଗର ଗୃହ କମିଟି ବୈଠକ, ଜଳ ପ୍ରଦୂଷଣକୁ ନେଇ ଉଦବେଗ

ଭୁବନେଶ୍ବର: ଆଜି(ସୋମବାର) ଜଙ୍ଗଲ ପରିବେଶ ବିଭାଗର ଗୃହ କମିଟି ବୈଠକ ବସିଥିବାବେଳେ ଜଳ ପ୍ରଦୂଷଣକୁ ନେଇ ଗୃହରେ ଉଦବେଗ ପ୍ରକାଶ ପାଇଛି । ରାଜ୍ୟରେ ଥିବା ଶିଳ୍ପ କାରଖାନା ଗୁଡିକରେ ପାନୀୟ ଜଳର ମାନକ ଅନୁଧ୍ୟାନ କରିବା ପାଇଁ ଏକ ଟିମ ଗଠନ କରାଯାଇଛି ।

ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକରେ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟର ବ୍ୟବସ୍ଥା ଅଛି କି ନାହିଁ, ଯଦି ଅଛି ସେ କାର୍ଯ୍ୟକ୍ଷମ ହେଉଛି କି ନାହିଁ, ଶିଳ୍ପ ପ୍ରତିଷ୍ଠାନରୁ ନିର୍ଗତ ହେଉଥିବା ଜଳ ବିଷାକ୍ତ ହୋଇଛି କି ନାହିଁ, ଜଳ ପ୍ରଦୂଷଣ ରୋକିବା ପାଇଁ ବିଭାଗୀୟ ଅଧିକାରୀ ମାନେ କ’ଣ ପଦକ୍ଷେପ ଗ୍ରହଣ କରିଛନ୍ତି ସେ ନେଇ ରିପୋର୍ଟ ମଗାଯାଇଛି । କେତେ ଶିଳ୍ପ ପ୍ରତିଷ୍ଠାନରେ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ଲାଗିଛି ତା’ର ସବିଶେଷ ବିବରଣୀ ମଧ୍ୟ ମଗାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.