ETV Bharat / city

କମୁଛି ଥଣ୍ଡା,ବଢୁଛି ରାତ୍ରିର ତାପମାତ୍ରା: ଅସ୍ତବ୍ୟସ୍ତ ସାଧାରଣ ଜନଜୀବନ - Dense fog in bbsr

ଭୁବନେଶ୍ବରରେ ତାପମାତ୍ରା 16 ଡିଗ୍ରୀ ଥିବା ବେଳେ ଘନ କୁହୁଡ଼ିରେ ସାଧାରଣ ଲୋକେ ହଇରାଣ ହେଉଛନ୍ତି। ଥଣ୍ଡା କମିବା ସହ ରାତ୍ରି ତାପମାତ୍ରା ବଢିଛି। ଅଧିକ ଖବର ପଢନ୍ତୁ...

dense-fog
କମୁଛି ଥଣ୍ଡା,ବଢୁଛି ରାତ୍ରିର ତାପମାତ୍ରା: ଅସ୍ତବ୍ୟସ୍ତ ଜନଜୀବନ
author img

By

Published : Jan 17, 2020, 11:38 AM IST

ଭୁବନେଶ୍ବର: ଘନ କୁହୁଡ଼ିରେ ଜନଜୀବନ ଅସ୍ତବ୍ୟସ୍ତ। ଦିନ 10ଟା ପର୍ଯ୍ୟନ୍ତ ଘନ କୁହୁଡି ଲାଗି ରହୁଛି। ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା 16 ଡିଗ୍ରୀ ରହିଥିବା ବେଳେ ଘନ କୁହୁଡ଼ି ଯୋଗୁଁ ସାଧାରଣ ଲୋକେ ହଇରାଣ ହେଉଛନ୍ତି।ରାଜ୍ୟରେ ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖା ଦେଇଛି। ଉପକୂଳ ସମେତ ଉତ୍ତର ଓଡିଶା ଏବଂ ବିଭିନ୍ନ ସ୍ଥାନରେ ଘନ କୁହଡି ଲାଗିରହିଛି।

କମୁଛି ଥଣ୍ଡା,ବଢୁଛି ରାତ୍ରିର ତାପମାତ୍ରା: ଅସ୍ତବ୍ୟସ୍ତ ଜନଜୀବନ

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ଘନ କୁହୁଡ଼ିରେ ଜନ ଜୀବନ ଅସ୍ତବ୍ୟସ୍ତ।

Body:ଦିନ10 ତା ପର୍ୟ୍ଯନ୍ତ ଘନ କୁହୁଡି ଲାଗିରହିଛି।ଭୁବନେଶ୍ୱର ରେ ତାପମାତ୍ରା 16 ଡିଗ୍ରୀ ଥିବା ବେଳେ ଘନକୁହୁଡ଼ିରେ ସାଧାରଣ ଲୋକେ ହଇରାଣ ହେଉଛନ୍ତି।ତେବେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖା ଦେଇଛି।ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡିଶା ଏବଂ ବିଭିନ୍ନ ସ୍ଥାନରେ ଘନ କୁହଡି ଲାଗିରହିଛି।ଥଣ୍ଡା କମିଛି।ରାତ୍ରି ତାପମାତ୍ରା ବଢିଛି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.