ETV Bharat / city

ରାଜଧାନୀରେ କୁହୁଡିର ଆସ୍ତରଣ, ଯାତାୟତ ବାଧାପ୍ରାପ୍ତ - ରାଜଧାନୀରେ କୁହୁଡ଼ିର ପ୍ରଥମ ସ୍ପର୍ଶ

ରାଜଧାନୀ ଭୁବନେଶ୍ବରରେ ଅନୁଭୂତ ହୋଇଛି ଚଳିତ ଶୀତ ଋତୁର ପ୍ରଥମ କୁହୁଡି । ଭୁବନେଶ୍ବରରେ ସବୁ ଅଞ୍ଚଳରେ ଘନ କୁହୁଡି ଆଚ୍ଛାଦିତ କରିଛି । ଅଧିକ ଖବର ପଢନ୍ତୁ...

ରାଜଧାନୀରେ ଚଳିତ ଶୀତ ଋତୁର ପ୍ରଥମ କୁହୁଡି
ରାଜଧାନୀରେ ଚଳିତ ଶୀତ ଋତୁର ପ୍ରଥମ କୁହୁଡି
author img

By

Published : Nov 18, 2020, 9:55 AM IST

ଭୁବନେଶ୍ବର: ରାଜଧାନୀରେ କୁହୁଡ଼ିର ପ୍ରଥମ ସ୍ପର୍ଶ । ରାଜଧାନୀ ଭୁବନେଶ୍ବରରେ ଅନୁଭୂତ ହୋଇଛି ଚଳିତ ଶୀତ ଋତୁର ପ୍ରଥମ କୁହୁଡି । ଭୁବନେଶ୍ବରରେ ସବୁ ଅଞ୍ଚଳରେ ଘନ କୁହୁଡି ଆଚ୍ଛାଦିତ କରିଛି । ଶୀତ ଋତୁର ପ୍ରଥମ କୁହୁଡି ନେଇ ସାଧାରଣରେ ଯାତାୟତ ବ୍ୟାହତ ହୋଇଛି ।

ରାଜଧାନୀରେ ଚଳିତ ଶୀତ ଋତୁର ପ୍ରଥମ କୁହୁଡି

କୁହୁଡି ନେଇ ରାସ୍ତାରେ ଲୋକ ଯିବା ଆସିବାରେ ଅସୁବିଧା ସମ୍ମୁଖୀନ ହେବାର ଲକ୍ଷ କରାଯାଇଛି । ପାହାନ୍ତିଆରୁ ପ୍ରାୟ ସକାଳ ୮ ଟା ପର୍ଯ୍ୟନ୍ତ କୁହୁଡି ଦେଖାଯାଇଥିଲା । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡି ଅନୁଭୂତ ହୋଇଛି । ଏବେ ରାଜ୍ୟରେ ପାଗ ଶୁଖିଲା ରହିବ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.