ETV Bharat / city

ରାଜ୍ୟରେ ଆଉ 37 କୋରୋନା ରୋଗୀ ମୃତ

author img

By

Published : Jun 18, 2021, 1:50 PM IST

ଆଜି(ଶୁକ୍ରବାର) ରାଜ୍ୟରେ 37ଜଣଙ୍କ ଜୀବନ ନେଇଛି କିଲର କୋରୋନା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 3508 ଜଣ କୋରୋନା ରୋଗୀଙ୍କର ମୃତ୍ୟୁ ହୋଇ ସାରିଛି । ଅଧିକ ପଢନ୍ତୁ...

37 କୋରୋନା ରୋଗୀ ମୃତ
37 କୋରୋନା ରୋଗୀ ମୃତ

ଭୁବନେଶ୍ବର: କିଛି ଦିନ ପରେ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଛି । ଆଜି(ଶୁକ୍ରବାର) ରାଜ୍ୟରେ 37ଜଣଙ୍କ ଜୀବନ ନେଇଛି କିଲର କୋରୋନା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 3508ଜଣ କୋରୋନା ରୋଗୀଙ୍କର ମୃତ୍ୟୁ ହୋଇ ସାରିଛି ।

  • Regret to inform the demise of thirty seven numbers of Covid positive patients while under treatment in hospitals.

    1.A 70 years old Female of Baragarh District who was also suffering from Diabetes Mellitus, Hypertension.

    2.A 39 years old Male of Baragarh District.

    — H & FW Dept Odisha (@HFWOdisha) June 18, 2021 " class="align-text-top noRightClick twitterSection" data=" ">

ଆଜିର ମୃତକଙ୍କ ମଧ୍ୟରୁ ବରଗଡରୁ ଜଣେ 70ବର୍ଷୀୟ ମହିଳା, ଜଣେ 39ବର୍ଷୀୟ ପୁରୁଷ, ଜଣେ 80ବର୍ଷୀୟ ପୁରଷଙ୍କର ମୃତ୍ୟୁ ହୋଇଥିବାବେଳେ ବଲାଙ୍ଗୀରରୁ 72ବର୍ଷୀୟ ମହିଳା, 62ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବରରୁ ଜଣେ 72ବର୍ଷୀୟ ମହିଳା, 34ବର୍ଷୀୟ ମହିଳା, 44ବର୍ଷୀୟ ପୁରୁଷ, 41ବର୍ଷୀୟ ପୁରୁଷଙ୍କର ଜୀବନ ଯାଇଛି । ସେହିପରି କଟକରୁ ଜଣେ 55ବର୍ଷୀୟ ପୁରୁଷ,59ବର୍ଷୀୟ ପୁରୁଷ, 70ବର୍ଷୀୟ ମହିଳା ଓ ଜଣେ 60ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ଦେବଗଡରୁ ଜଣେ 45ବର୍ଷୀୟ ପୁରୁଷ, ଜଣେ 48ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି ।

ସେହିପରି ଗଜପତିରୁ 54ବର୍ଷୀୟ ମହିଳା, ଝାରସୁଗୁଡାରୁ 48ବର୍ଷୀୟ ପୁରୁଷ, 73ବର୍ଷୀୟ ପୁରୁଷ ଓ 78ବର୍ଷୀୟ ମହିଳା, 49ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ କଳାହାଣ୍ଡିରୁ ଜଣେ 40ବର୍ଷୀୟ ପୁରୁଷ, ଜଣେ 39ବର୍ଷୀୟ ପୁରୁଷ, 66ବର୍ଷୀୟ ପୁରୁଷ, 46ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଥିବାବେଳେ କେନ୍ଦ୍ରାପଡାରୁ ଜଣେ 50ବର୍ଷୀୟ ମହିଳା, ଜଣେ 60ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧାରୁ 45ବର୍ଷୀୟ ପୁରୁଷ, ମୟୂରଭଞ୍ଜରୁ 65ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି ।

ପୁରୀରୁ ଜଣେ 50ବର୍ଷୀୟ ମହିଳା, ଜଣେ 40ବର୍ଷୀୟ ମହିଳା ଓ ଜଣେ 61ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ରାୟଗଡାରୁ 62ବର୍ଷୀୟ ପୁରୁଷ, ଜଣେ 35ବର୍ଷୀୟ ପୁରୁଷଙ୍କ ଜୀବନ ଯାଇଥିବାବେଳେ ସମ୍ବଲପୁରରୁ 34ବର୍ଷୀୟ ପୁରୁଷ, ସୁନ୍ଦରଗଡରୁ 34ବର୍ଷୀୟ ପୁରୁଷ, ଜଣେ 50ବର୍ଷୀୟ ପୁରୁଷ ଓ ଜଣେ 76ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.