ETV Bharat / city

ରାଜ୍ୟରେ ଦିନକରେ ସର୍ବାଧିକ 61 ଜୀବନ ନେଲା କିଲର କୋରୋନା - ଘାତକ କୋରୋନା

ରାଜ୍ୟରେ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି ଘାତକ କୋରୋନା । ଆଜି (ଶୁକ୍ରବାର) ଦୈନିକ ମୃତ୍ୟୁସଂଖ୍ୟାରେ ସବୁ ରେକର୍ଡ ପାର ହୋଇଛି । ପୁଣି ଆଉ 61 ଜଣଙ୍କ ଜୀବନ ନେଇଛି ମହାମାରୀ । ଅଧିକ ପଢନ୍ତୁ...

ରାଜ୍ୟରେ ଦିନକରେ ସର୍ବାଧିକ 61 ମୃତ
ରାଜ୍ୟରେ ଦିନକରେ ସର୍ବାଧିକ 61 ମୃତ
author img

By

Published : Jul 9, 2021, 9:20 AM IST

ଭୁବନେଶ୍ବର: ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ । ରାଜ୍ୟରେ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି ଘାତକ କୋରୋନା। ଆଜି(ଶୁକ୍ରବାର) ଦୈନିକ ମୃତ୍ୟୁସଂଖ୍ୟାରେ ସବୁ ରେକର୍ଡ ପାର ହୋଇଛି । ପୁଣି ଆଉ 61ଜଣଙ୍କ ଜୀବନ ନେଇଛି ମହାମାରୀ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 11ଜଣଙ୍କ ଜୀବନ ଯାଇଛି । 8 ଦିନରେ 396 ଜଣ ମହାମାରୀରେ ଆଖି ବୁଜିଲେଣି ।

ଆଜିର ମୃତକଙ୍କ ମଧ୍ୟରେ ବରଗଡରୁ 61 ବର୍ଷିୟ ପୁରୁଷ, 42 ବର୍ଷିୟ ମହିଳା, 53 ବର୍ଷିୟ ପୁରୁଷ, 50 ବର୍ଷିୟ ପୁରୁଷ, 13 ବର୍ଷିୟ ପୁରୁଷ, 43 ବର୍ଷିୟ ମହିଳା, ଭୁବନେଶ୍ବରରୁ 41 ବର୍ଷିୟ ପୁରୁଷ, 75 ବର୍ଷିୟ ପୁରୁଷ, 47 ବର୍ଷିୟ ମହିଳା, 83 ବର୍ଷିୟ ମହିଳା, 62 ବର୍ଷିୟ ପୁରୁଷ, 43 ବର୍ଷିୟ ପୁରୁଷ, ବୌଦ୍ଧରୁ 43 ବର୍ଷିୟ ପୁରୁଷ, କଟକରୁ 55 ବର୍ଷିୟ ମହିଳା, 56 ବର୍ଷିୟ ମହିଳା, ଢେଙ୍କାନାଳରୁ 40 ବର୍ଷିୟ ପୁରୁଷ, 59 ବର୍ଷିୟ ପୁରୁଷ, ଗଜପତିରୁ 55 ବର୍ଷିୟ ମହିଳା, ଗଞ୍ଜାମରୁ 45 ବର୍ଷିୟ ମହିଳା,ଦୁଇଜଣ 50 ବର୍ଷିୟ ପୁରୁଷ, 72 ବର୍ଷୀୟ ପୁରୁଷ, 37 ବର୍ଷୀୟ ପୁରୁଷ, ଝାରସୁଗୁଡାରୁ 36 ବର୍ଷୀୟ ପୁରୁଷ, କେନ୍ଦ୍ରପଡାରୁ 54ବର୍ଷୀୟ ପୁରୁଷ, କେନ୍ଦୁଝରରୁ 70ବର୍ଷୀୟ ପୁରୁଷ, 61ବର୍ଷୀୟ ପୁରୁଷ, 55 ବର୍ଷୀୟ ପୁରୁଷ, 58 ବର୍ଷୀୟ ପୁରୁଷ, ଖୋର୍ଦ୍ଧାରୁ 33 ବର୍ଷୀୟ ମହିଳା, 25 ବର୍ଷୀୟ ଯୁବକ, 53ବର୍ଷୀୟ ପୁରୁଷ, 63 ବର୍ଷୀୟ ପୁରୁଷ, 47 ବର୍ଷୀୟ ମହିଳା, 45 ବର୍ଷିୟ ପୁରୁଷ, ମୟୂରଭଞ୍ଜରୁ 27 ବର୍ଷିୟ ମହିଳା, ଦୁଇଜଣ 40 ବର୍ଷିୟ ପୁରୁଷ, 63 ବର୍ଷିୟ ପୁରୁଷ, 45 ବର୍ଷୀୟ ପୁରୁଷ ଓ 38 ବର୍ଷୀୟ ପୁରୁଷଙ୍କର ଜୀବନ ଯାଇଛି ।

ସେହିପରି ନୟାଗଡରୁ 26 ବର୍ଷୀୟ ପୁରୁଷ, 65 ବର୍ଷୀୟ ପୁରୁଷ, ନୂଆପଡାରୁ 25 ବର୍ଷୀୟ ଯୁବକ, ପୁରୀରୁ 50 ବର୍ଷୀୟ ପୁରୁଷ, 61 ବର୍ଷୀୟ ମହିଳା, 72 ବର୍ଷୀୟ ପୁରୁଷ, 91 ବର୍ଷୀୟ ବୃଦ୍ଧା, 95 ବର୍ଷୀୟ ବୃଦ୍ଧା, 53 ବର୍ଷୀୟ ପୁରୁଷ, ରାୟଗଡାରୁ 61 ବର୍ଷୀୟ ପୁରୁଷ, ସମ୍ବଲପୁରରୁ 64 ବର୍ଷୀୟ ପୁରୁଷ, 55 ବର୍ଷୀୟ ମହିଳା, 57 ବର୍ଷୀୟ ମହିଳା, 32 ବର୍ଷୀୟ ପୁରୁଷ, 36 ବର୍ଷୀୟ ପୁରୁଷ, 58 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ସୁନ୍ଦରଗଡରୁ 41 ବର୍ଷୀୟ ପୁରୁଷ, 47 ବର୍ଷୀୟ ମହିଳା, 62 ବର୍ଷୀୟ ପୁରୁଷ, 38 ବର୍ଷୀୟ ପୁରୁଷଙ୍କ ଜୀବନ ଯାଇଛି ।

ଆଜିର ମୃତ୍ୟୁକୁ ମିଶାଇ ରାଜ୍ୟରେ ମୃତ୍ୟୁସଂଖ୍ୟା 4476କୁ ବୃଦ୍ଧି ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.