ETV Bharat / city

STATE CORONA DEATH; ଗଲା ଆଉ 42 ଜୀବନ

author img

By

Published : Jul 4, 2021, 9:20 AM IST

ଆଜି(ରବିବାର)ଦିନକରେ ରାଜ୍ୟରେ ଆଉ 42ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ଖୋର୍ଦ୍ଧାରୁ ସର୍ବାଧିକ 8 ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ରାଜ୍ୟରେ ବଢୁଛି ମୃତ୍ୟୁସଂଖ୍ୟା
ରାଜ୍ୟରେ ବଢୁଛି ମୃତ୍ୟୁସଂଖ୍ୟା

ଭୁବନେଶ୍ବର: ରାଜ୍ୟରେ ତଳମୁହାଁ ରହିଛି ଦୈନିକ ସଂକ୍ରମଣ । ହେଲେ ବଢିବାରେ ଲାଗିଛି ମୃତ୍ୟୁସଂଖ୍ୟା । ଆଜି(ରବିବାର)ଦିନକରେ ରାଜ୍ୟରେ ଆଉ 42ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ଖୋର୍ଦ୍ଧାରୁ ସର୍ବାଧିକ 8ଜଣଙ୍କ ମୃତ୍ୟୁ ହୋଇଛି । ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ କୋଭିଡ ମୃତ୍ୟୁସଂଖ୍ୟା 4193କୁ ବୃଦ୍ଧି ହୋଇଛି ।

ଆଜିର ମୃତକଙ୍କୁ ମଧ୍ୟରେ ଅନୁଗୋଳରୁ 44 ବର୍ଷୀୟ ପୁରୁଷ, ବରଗଡରରରୁ ଦୁଇଜଣ 60ବର୍ଷୀୟ ମହିଳା, 45ବର୍ଷୀୟ ମହିଳା, 53 ବର୍ଷୀୟ ପୁରୁଷ, 55ବର୍ଷୀୟ ପୁରୁଷ, ଭୁବନେଶ୍ବରରୁ 30ବର୍ଷୀୟ ମହିଳା, 74ବର୍ଷୀୟ ପୁରୁଷ, 85ବର୍ଷୀୟ ପୁରୁଷ, 75ବର୍ଷୀୟ ମହିଳା,63 ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଢେଙ୍କାନାଳରୁ 46 ବର୍ଷୀୟ ପୁରୁଷ,40ବର୍ଷୀୟ ପୁରୁଷ, ଗଞ୍ଜାମରୁ 38ବର୍ଷୀୟ ପୁରୁଷ, 44 ବର୍ଷୀୟ ପୁରୁଷ, 65 ବର୍ଷୀୟ ପୁରୁଷ, ଜଗତସିଂହପୁରରୁ 62 ବର୍ଷୀୟ ପୁରୁଷ, 46ବର୍ଷୀୟ ପୁରୁଷ, ଯାଜପୁରରୁ 46 ବର୍ଷୀୟ ପୁରୁଷ ପୁରୁଷ, 76 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ଝାରସୁଗୁଡାରୁ 33ବର୍ଷୀୟ ପୁରୁଷ, 60 ବର୍ଷୀୟ ପୁରୁଷ ଓ ଜଣେ 44 ବର୍ଷୀୟ ପୁରୁଷଙ୍କର ଜୀବନ ଯାଇଛି ।

ସେହିପରି କଳାହାଣ୍ଡିରୁ 38 ବର୍ଷୀୟ ପୁରୁଷ,57 ବର୍ଷୀୟ ପୁରୁଷ, କେନ୍ଦୁଝରରୁ 63 ବର୍ଷୀୟ ମହିଳା,ଖୋର୍ଦ୍ଧାରୁ 45 ବର୍ଷୀୟ ମହିଳା, 41ବର୍ଷୀୟ ପୁରୁଷ, 70ବର୍ଷୀୟ ପୁରୁଷଙ୍କର ମୃ୍ତ୍ୟୁ ହୋଇଥିବାବେଳେ ନୟାଗଡରୁ 75ବର୍ଷୀୟ ପୁରୁଷ, 57ବର୍ଷୀୟ ପୁରୁଷ, ପୁରୀରୁ 43 ବର୍ଷୀୟ ମହିଳା, 56ବର୍ଷୀୟ ମହିଳା, ସମ୍ବଲପୁରରୁ 39ବର୍ଷୀୟ ପୁରୁଷ, 32ବର୍ଷୀୟ ମହିଳା,34ବର୍ଷୀୟ ମହିଳାଙ୍କ ଜୀବନ ଯାଇଥିବାବେଳେ ସୁନ୍ଦରଗଡରୁ 73 ବର୍ଷୀୟ ପୁରୁଷ, 46ବର୍ଷୀୟ ମହିଳା, 48ବର୍ଷୀୟ ପୁରୁଷ ଓ 69 ବର୍ଷୀୟ ମହିଳା ମହାମାରୀରେ ଜୀବନ ହାରିଛନ୍ତି ।

ବ୍ଯୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.