ETV Bharat / city

ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ, ପୁଣି ଗଲା 42 ଜୀବନ

author img

By

Published : Jun 15, 2021, 12:10 PM IST

Updated : Jun 15, 2021, 12:34 PM IST

ଆଜି(ମଙ୍ଗଳବାର) ଦିନକରେ ରାଜ୍ୟରେ 42 ଜୀବନ ନେଇଛି କିଲର କୋରୋନା । ବର୍ତ୍ତମାନ ସୁଦ୍ଧା 3388 ଜଣ କୋରୋନାରେ ଆଖି ବୁଜିଲେଣି । ଅଧିକ ପଢନ୍ତୁ...

ମୃତ୍ଯୁସଂଖ୍ୟାରେ ଲାଗୁନି ବ୍ରେକ
ମୃତ୍ଯୁସଂଖ୍ୟାରେ ଲାଗୁନି ବ୍ରେକ

ଭୁବନେଶ୍ବର: ରାଜ୍ୟରେ ଦୈନିକ ସଂକ୍ରମଣରେ ସମାନ୍ୟ ବ୍ରେକ ଲାଗିଥିଲେ ବି ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗିନାହିଁ । ଆଜି(ମଙ୍ଗଳବାର) ଦିନକରେ ରାଜ୍ୟରେ 42 ଜୀବନ ନେଇଛି କିଲର କୋରୋନା ।

ଆଜିର ମୃତକଙ୍କ ଭିତରେ ବାଲେଶ୍ବରରୁ 31ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଥିବାବେଳେ ବରଗଡରୁ 65ବର୍ଷୀୟ ମହିଳା,ଜଣେ 60ବର୍ଷୀୟ ମହିଳା ଓ 61ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ବଲାଙ୍ଗୀରରୁ 66ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ବରରୁ 32ବର୍ଷୀୟ ମହିଳା, 38ବର୍ଷୀୟ ମହିଳା ଓ ଜଣେ 77ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ କଟକରୁ 64ବର୍ଷୀୟ ମହିଳା, 83ବର୍ଷୀୟ ପୁରୁଷ, 48ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ଦେବଗଡରୁ ଜଣେ 57ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମରୁ ଜଣେ 60ବର୍ଷୀୟ ପୁରୁଷ ଓ 42ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ଜଗତସିଂହପୁରରୁ 78ବର୍ଷୀୟ ପୁରୁଷ ଓ ଜଣେ 55ବର୍ଷୀୟ ମହିଳା,ଜଣେ 70ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ଝାରସୁଗୁଡାରୁ ଜଣେ 45ବର୍ଷୀୟ ପୁରୁଷ ଓ 55ବର୍ଷୀୟ ପୁରୁଷ, 54ବର୍ଷୀୟ ପୁରୁଷ ଜଣେ 99ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି ।

ସେହିପରି କଳାହାଣ୍ଡିରୁ ଜଣେ 40ବର୍ଷୀୟ ମହିଳା, ଜଣେ 45ବର୍ଷୀୟ ପୁରୁଷ, 70ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ କେନ୍ଦ୍ରାପଡାରୁ ଜଣେ 44ବର୍ଷୀୟ ପୁରୁଷ, କେନ୍ଦୁଝରରୁ ଜଣେ 43ବର୍ଷୀୟ ପୁରୁଷ, ଜଣେ23 ବର୍ଷୀୟ ଯୁବକଙ୍କ ଜୀବନ ଯାଇଥିବାବେଳେ ଖୋର୍ଦ୍ଧାରୁ ଜଣେ 63ବର୍ଷୀୟ ମହିଳା, ମାଲକାନଗିରିରୁ 70ବର୍ଷୀୟ ପୁରୁଷ, 59ବର୍ଷୀୟ ପୁରୁଷଙ୍କର ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ନୂଆପଡାରୁ ଜଣେ 75ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି । ସେହିପରି ପୁରୀରୁ ଜଣେ 35ବର୍ଷୀୟ ମହିଳା, 68ବର୍ଷୀ ପୁରୁଷ,ଜଣେ 30ବର୍ଷୀୟ ପୁରୁଷ ଓ 33ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ରାୟଗଡାରୁ ଜଣେ 28ବର୍ଷୀୟ ପୁରୁଷ, 68ବର୍ଷୀୟ ପୁରୁଷ ଓ 49ବର୍ଷୀୟ ପୁରୁଷ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ସମ୍ବଲପୁରରୁ ଜଣେ 48ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି । ସୁନ୍ଦରଗଡରୁ ଜଣେ 49ବର୍ଷୀୟ ପୁରୁଷ ଓ 50ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 3ହଜାର 388ଜଣ କୋରୋନାରେ ଆଖି ବୁଜିଲେଣି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Jun 15, 2021, 12:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.