ETV Bharat / city

ରାଜ୍ୟରେ ଆଉ 44 ଜୀବନ ନେଲା କୋରୋନା, ଖୋର୍ଦ୍ଧାରୁ ସର୍ବାଧିକ 9 ମୃତ

author img

By

Published : Jun 24, 2021, 12:44 PM IST

ପ୍ରତିଦିନ 40 ତଳେ ରହୁଛି ଦୈନିକ ମୃତ୍ୟୁସଂଖ୍ୟା । ଆଜି(ଗୁରୁବାର) ରାଜ୍ୟରେ 44ଜଣଙ୍କ ଜୀବନ ନେଇଛି କିଲର କୋରୋନା । ରାଜ୍ୟରେ ମୋଟ କୋରୋନାଜନିତ ମୃତ୍ୟୁସଂଖ୍ୟା 3761କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ...

ରାଜ୍ୟରେ ଆଉ 44 ଜୀବନ ନେଲା କୋରୋନା
ରାଜ୍ୟରେ ଆଉ 44 ଜୀବନ ନେରାଜ୍ୟରେ ଆଉ 44 ଜୀବନ ନେଲା କୋରୋନାଲା କୋରୋନା

ଭୁବନେଶ୍ବର: ରାଜ୍ୟରେ କମିବାର ନାଁ ନେଉନାହିଁ ମୃତ୍ୟୁସଂଖ୍ୟା । ପ୍ରତିଦିନ 40 ଉପରେ ରହୁଛି ଦୈନିକ ମୃତ୍ୟୁସଂଖ୍ୟା । ଆଜି(ଗୁରୁବାର) ରାଜ୍ୟରେ ଆଉ 44ଜଣଙ୍କ ଜୀବନ ନେଇଛି କିଲର କୋରୋନା । ରାଜ୍ୟରେ ମୋଟ କୋରୋନାଜନିତ ମୃତ୍ୟୁସଂଖ୍ୟା 3761କୁ ବୃଦ୍ଧି ହୋଇଛି ।

ଆଜିର ମୃତକଙ୍କ ମଧ୍ୟରେ ଅନୁଗୋଳରୁ 39ବର୍ଷୀୟ ପୁରୁଷ, 63 ବର୍ଷୀୟ ପୁରୁଷ, 22ବର୍ଷୀୟ ପୁରୁଷ, 26ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ବରଗଡରୁ 38ବର୍ଷୀୟ ପୁରୁଷ, 60ବର୍ଷୀୟ ମହିଳା, 40ବର୍ଷୀୟ ପୁରୁଷ, 39ବର୍ଷୀୟ ପୁରୁଷ, 68ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ଭଦ୍ରକରୁ 39 ବର୍ଷୀୟ ମହିଳା, ଭୁବନେଶ୍ବରରୁ 40 ବର୍ଷୀୟ ପୁରୁଷ, 58 ବର୍ଷୀୟ ପୁରୁଷ, 23ବର୍ଷୀୟ ପୁରୁଷ, 33 ବର୍ଷୀୟ ମହିଳା, 81ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ବୌଦ୍ଧରୁ 26ବର୍ଷୀୟ ପୁରୁଷ,କଟକରୁ 75ବର୍ଷୀୟ ପୁରୁଷ, 59ବର୍ଷୀୟ ମହିଳା,65ବର୍ଷୀୟ ପୁରୁଷ,52 ବର୍ଷୀୟ ମହିଳା,40ବର୍ଷୀୟ ପୁରୁଷଙ୍କର ମତ୍ୟୁ ହୋଇଛି ।

ସେହିପରି ଢେଙ୍କାନାଳରୁ 36ବର୍ଷୀୟ ମହିଳା,ଗଞ୍ଜାମରୁ 33 ବର୍ଷୀୟ ପୁରୁଷ,20ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ଗଞ୍ଜାମରୁ 43ବର୍ଷୀୟ ପୁରୁଷ, କେନ୍ଦ୍ରପଡାରୁ 40ବର୍ଷୀୟ ପୁରୁଷ, 38ବର୍ଷୀୟ ପୁରୁଷ, 65ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧାରୁ 66ବର୍ଷୀୟ ପୁରୁଷ, 44ବର୍ଷୀୟ ପୁରୁଷ, 68ବର୍ଷୀୟ ପୁରୁଷ, 72ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ମାଲକାନଗିରିରୁ 49ବର୍ଷୀୟ ପୁରୁଷ, ନୟାଗଡରୁ 51ବର୍ଷୀୟ ପୁରୁଷ, 47ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳ ପୁରୀରୁ 77ବର୍ଷୀୟ ପୁରୁଷ, 66ବର୍ଷୀୟ ପୁରୁଷ, 57ବର୍ଷୀୟ ପୁରୁଷ,55ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ସମ୍ବଲପୁରରୁ 52ବର୍ଷୀୟ ପୁରୁଷ, ସୁନ୍ଦରଗଡରୁ 49ବର୍ଷୀୟ ପୁରୁଷ,42ବର୍ଷୀୟ ପୁରୁଷ ଓ 36ବର୍ଷୀୟ ପୁରୁଷ କୋରୋନାରେ ଆଖି ବୁଜିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.