ETV Bharat / city

ଖୁବଶୀଘ୍ର ନିର୍ମାଣ ହେବ ଫୁଟ ଓଭର ବ୍ରିଜ

ସ୍ମାର୍ଟ ସିଟି ଭୁବନେଶ୍ୱରର ରେଳ ସଦନ ଠାରୁ ବିଡିଏ ପର୍ଯ୍ୟନ୍ତ ନିର୍ମାଣ ହେବ ଫୁଟପାଥ ଓଭର ବ୍ରିଜ । ଏନେଇ ରେଲଓ୍ୱେ ସଦନରେ ହୋଇଥିବା ଏକ ବୈଠକରେ ଘୋଷଣା କରିଛନ୍ତି ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର।

author img

By

Published : Feb 14, 2019, 12:41 PM IST

ଫଟୋ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ୱର: ସ୍ମାର୍ଟସିଟି ଭୁବନେଶ୍ୱରର ରେଳ ସଦନ ଠାରୁ ବିଡିଏ ପର୍ଯ୍ୟନ୍ତ ନିର୍ମାଣ ହେବ ଫୁଟପାଥ ଓଭର ବ୍ରିଜ। ଏନେଇ ପୂର୍ବତଟ ରେଳବାଇର ମୁଖ୍ୟ କାର୍ଯ୍ୟାଳୟ ରେଳ ସଦନରେ ହୋଇଥିବା ଏକ ବୈଠକରେ ଏ ସମ୍ପର୍କିତ ଘୋଷଣା କରାଯାଇଛି। ବୈଠକରେ ଭୁବନେଶ୍ୱର-ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଯୋଗ ଦେଇଛନ୍ତି।

ସୂଚନା ଅନୁଯାୟୀ, ରେଳ କର୍ମଚାରୀ ଏବଂ ସାଧାରଣ ଜନତାଙ୍କୁ ରେଳସଦନ ଓ ବିଡିଏକୁ ଯାତାୟତ କରିବା ତଥା ରାସ୍ତା ପାର ହେବା ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ରେଳ ସଦନ ଠାରୁ ବିଡିଏ ପର୍ଯ୍ୟନ୍ତ ଫୁଟପାଥ ଓଭର ବ୍ରିଜ ନିର୍ମାଣ କରାଯାଉ ବୋଲି ଇଷ୍ଟକୋଷ୍ଟ ରେଲଓ୍ୱେ କର୍ମଚାରୀ ସଂଘ ଦାବି କରିଥିଲା।

ଭଡିଓ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର
undefined

ଏହା ବ୍ୟତୀତ ରେଳ କର୍ମଚାରୀଙ୍କ କ୍ୱାଟର ମରାମତି, ଡ୍ୟୁଟିର ସମୟ ନିର୍ଧାରଣ ଏବଂ ମଞ୍ଚେଶ୍ୱର କର୍ମଶାଳାର ତୁରନ୍ତ ମରାମତି କରିବାକୁ ମଧ୍ୟ ସଂଘ ପକ୍ଷରୁ ଦାବି କରାଯାଇଥିଲା। ସଂଘର ଏହି ଦାବିକୁ ଆଖିରେ ରଖି ଫୁଟପାଥ ଓଭର ବ୍ରିଜ ନିର୍ମାଣର ଘେଷଣା କରାଯାଇଛି।

ଭୁବନେଶ୍ୱରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ଭୁବନେଶ୍ୱର: ଚତୁର୍ରାଷ୍ଟ୍ରୀୟ ମହିଳା ଗୋଲଡ଼ କପ ଫୁଟବଲ ପ୍ରତିଯୋଗିତାର ଆଜି ଖେଳା ଯାଉଥିବା ପ୍ରଥମ ଲିଗ ମ୍ୟାଚରେ ନେପାଳ ଇରାନ କୁ 3-0ଗୋଲ ରେ ପରାସ୍ତ କରି ନିଜ ପାଇଁ ଏକ ବୃହତ ବିଜୟ ଲାଭ କରିଛି।
  ମାନ୍ୟତାରେ ସବୁଠାରୁ ନିମ୍ନରେ ଥିବା ନେପାଳ ନିଜକୁ ଏହି ପ୍ରତିଯୋଗିତାରେ ଅଣ୍ଡର ଡଗ ଭାବେ ସାବ୍ୟସ୍ତ କରିଛି।ଗତ 11 ତାରିଖର ମ୍ୟାଚରେ ଭାରତ ଠାରୁ 2-1 ରେ ଜିତିବା ପରେ ଦଳର ଖେଳାଳି ମାନଙ୍କ ଉତ୍ସାହ ବୃଦ୍ଧି ପାଇଥିବା କହିଛନ୍ତି କୋଚ ହରି ଖଡକା।ତେଣୁ ଆଜି ଦଳ ପକ୍ଷରୁ ପ୍ରତ୍ୟେକ ଖେଳାଳି ଉନ୍ନତ ପ୍ରଦର୍ଶନ କରିବା ସହିତ ବିଜୟ ପାଇଁ ସଂଘର୍ଷ କରୁଥିବା ଇରାନ କୁ  ଖାତା ଖୋଲିବାରେ ରୋକ ଲଗାଇଛନ୍ତି।ପ୍ରଥମରୁ ଉଭୟ ଦଳ ଗୋଲ କରିବାକୁ ବେଶ ସଂଘର୍ଷ କରିଥିବା ଦେଖିବାକୁ ମିଳିଛି।ଯେବେକି ଖେଳର ପ୍ରଥମାର୍ଦ୍ଧ ପୂର୍ବରୁ ନେପାଳ ପକ୍ଷରୁ 11 ନମ୍ବର ଜର୍ସି ରେ ଥିବା ଅନିତା 40 ମିନିଟରେ ଏକ ଗୋଲ ସ୍କୋର କରିବାକୁ ସକ୍ଷମ ହୋଇଥିଲେ।
ପରେ ଦ୍ଵିତୀୟର୍ଦ୍ଧ ଖେଳ ଆରମ୍ଭ ହେବାର କିଛି ସମୟ ପରେ 9 ନମ୍ବର ଜର୍ସିରେ ଥିବା ସବିତ୍ରା ଭଣ୍ଡାରୀ ଆଉ ଗୋଟେ ଗୋଲ ଦେଇ ଦଳର ସ୍ଥିତି2-0 କୁ ନେଇଥିଲେ।ତେବେ ଇରାନ ପକ୍ଷରୁ ଏହାକୁ ପ୍ରତିହତ କରିବାକୁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ଦୁର୍ବଳ ପ୍ରଦର୍ଶନ ଯୋଗୁ ଅନେକ ସୁଯୋଗ କୁ ଗୋଲ ରେ ପରିଣତ କରିବାରେ ବିଫଳ ହୋଇଥିଲେ।ପରେ ଖେଳର 89 ମିନିଟ ସମୟରେ ସବିତ୍ରା ଭଣ୍ଡାରୀ ଆଉ ଏକ ଗୋଲ ଦେଇ ଦଳକୁ ବିଜୟ ଆଡକୁ ନେଇଯାଇଥଲେ।ତେବେ ଏହି ଗୋଲ ଦ୍ୱାରା ସବିତ୍ରା ଏ ପର୍ଯ୍ୟନ୍ତ ପ୍ରତିଯୋଗିତାର ହାଇ ଗୋଲ ସ୍କୋରର ହୋଇ ପାରିଛନ୍ତି।ତେବେ ଭାରତ ଓ ମ୍ୟାନମାର ମଧ୍ୟରେ ଖେଳା ଯିବାକୁ ଥିବା ଶେଷ ଲିଗ ମ୍ୟାଚ ର ଫଳା ଫଳରୁ କିଏ ଫାଇନଲ ଖେଳିବେ ସ୍ପଷ୍ଟ ହୋଇଯିବ।
Laxmikanta das
Bhubaneswar
Visual already sent by WhatsApp

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.