ETV Bharat / city

ରାଜଧାନୀରେ ଆଦିବାସୀ ସଂସ୍କୃତି, ମନ କିଣୁଛି ଶାଳପତ୍ର ଟୋପି - ଖଜୁରୀ ପତ୍ର ଟୋପି

ଶାଳପତ୍ରରେ ସୁନ୍ଦର ଟୋପି ସହ ଖଜୁରୀ ପତ୍ରରେ ତିଆରି ବିଭିନ୍ନ ମନଲୋଭା ଘରକରଣା ସାମଗ୍ରୀ ଏବେ ରାଜଧାନୀରେ ଚାଲିଥିବା ଆଦିବାସୀ ଜାତି ଓ ଜନଜାତି କଳାବସ୍ତୁର ମୁଖ୍ୟ ଆକର୍ଷଣ ପାଲଟିଛି ।

ପ୍ଲାଷ୍ଟିକ ବ୍ୟାନ ପରେ ବଢୁଛି ଆଦିବାସୀଙ୍କ ଚାହିଦା

author img

By

Published : Nov 29, 2019, 7:00 PM IST

ଭୁବନେଶ୍ବର: ଆଦିବାସୀଙ୍କ ପତ୍ର ତିଆରି ଟୋପି ଓ ଘରକରଣା ସାମଗ୍ରୀ ରାଜଧାନୀବାସୀଙ୍କ ମନ କିଣୁଛି । ବର୍ତ୍ତମାନ ସାରା ରାଜ୍ୟରେ ପ୍ଲାଷ୍ଟିକ ବ୍ୟାନ ପରେ କାଗଜ ଠାରୁ ପତ୍ରରେ ତିଆରି ଜିନିଷର ଚାହିଦା ବଢୁଛି । ଆଉ ହଜି ଯାଇଥିବା ପତ୍ର, ଆଦିବାସୀଙ୍କ ଜିନିଷ ଓ ଘରସଜ୍ଜା ସାମଗ୍ରୀ ଏବେ ରାଜଧାନୀରେ ଦେଖିବାକୁ ମିଳିଛି ।

ପ୍ଲାଷ୍ଟିକ ବ୍ୟାନ ପରେ ବଢୁଛି ଆଦିବାସୀଙ୍କ ଚାହିଦା

ଶାଳପତ୍ରରେ ସୁନ୍ଦର ଟୋପି ସହ ଖଜୁରୀ ପତ୍ରରେ ତିଆରି ବିଭିନ୍ନ ମନଲୋଭା ଘରକରଣା ସାମଗ୍ରୀ ଏବେ ରାଜଧାନୀରେ ଚାଲିଥିବା ଆଦିବାସୀ ଜାତି ଓ ଜନଜାତି କଳାବସ୍ତୁର ମୁଖ୍ୟ ଆକର୍ଷଣ ପାଲଟିଛି ।

କିପରି ଆଦିବାସୀ ଲୋକେ ଜଙ୍ଗଲରେ ଶିକାର କରୁଥିବା ବେଳେ ଖରା ଓ ବର୍ଷାରୁ ନିଜକୁ ରକ୍ଷା କରିବା ପାଇଁ ପତ୍ର ତିଆରି ଟୋପି ପିନ୍ଧୁଥିଲେ ତାହା ଦେଖିବାକୁ ମିଳିଛି । ଅନ୍ୟପଟେ ଖଜୁରୀ ପତ୍ରରେ ଫୁଲ, ମଶୀଣା, ହେୟାର କ୍ଲିପ ବି ମଧ୍ୟ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରୁଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ପ୍ଲାଷ୍ଟିକ ବ୍ୟାନ ପରେ ବଢି ପାରେ ଆଦିବାସୀ ଙ୍କ ପତ୍ର ତିଆରି ଟେପି ଓ ଘର କାରଣା ସାମଗ୍ରୀ।

ବର୍ତ୍ତମାନ ସାରା ରାଜ୍ୟ ରେ ପ୍ଲାଷ୍ଟିକ ବ୍ୟାନ କରେ କାଗଜ ଠାରୁ ପତ୍ର ରେ ତିଆରି ଜିନିଷ ର ଚାହିଦା ବଢୁଛି। ଆଉ ହଜି ଯାଇଥିବା ପତ୍ର ତିଆରି ଆଦିବାସୀ ଙ୍କ ଜିନିଷ ଓ ଘର ସଯାସଜି ସାମଗ୍ରୀ ଏବେ ରାଜଧାନୀ ରେ ଦେଖିବା କୁ ମିଳିଛି। ଶାଲ ପତ୍ର ର ସୁନ୍ଦର ଟେପି ସହ ଖଜୁରୀ ପତ୍ର ରେ ତିଆରି ବିଭିନ୍ନ ମନ ଲୋଭା ଘରକରଣା ସାମଗ୍ରୀ ଏବେ ରାଜଧାନୀ ରେ ଚାଲିଥିବା ଆଦିବାଦୀ ଜାତି ଓ ଜନଜାତି କଳାବସ୍ତୁ ର ମୁଖ୍ୟ ଆକର୍ଷଣ ପାଲଟିଛି। କୀଭଳି ଆଦିବାସୀ ଲୋକେ ଜଂଗଲ ରେ ଶିକାର କରୁଥିବା ବେଳେ ଖରା ଓ ବର୍ଷା ରୁ ରକ୍ଷା ପାଇବା ପାଇଁ ପତ୍ର ତିଆରି ଟେପି ପିନ୍ଧୁ ଥିଲେ ତାହା ଦେଖିବା କୁ ମିଳିଛି। ଅନ୍ୟ ପଟେ ଖଜୁରୀ ପତ୍ରେ ରେ ପୁଲ , ମଶୀଣ।, ହେୟାର କ୍ଲିପ ବି ଦେଖିବା କୁ ମିଳିଛି। ଲୋକେ ମଧ୍ୟ ଏ ସବୁ କୁ ଦେଖିବା ପାଇଁ ବେଶ ପସନ୍ଦ କରିଛନ୍ତି।

ବାଇଟ ବିକ୍ରେତା

Body:ପ୍ଲାଷ୍ଟିକ ବ୍ୟାନ ପରେ ବଢି ପାରେ ଆଦିବାସୀ ଙ୍କ ପତ୍ର ତିଆରି ଟେପି ଓ ଘର କାରଣା ସାମଗ୍ରୀ।

ବର୍ତ୍ତମାନ ସାରା ରାଜ୍ୟ ରେ ପ୍ଲାଷ୍ଟିକ ବ୍ୟାନ କରେ କାଗଜ ଠାରୁ ପତ୍ର ରେ ତିଆରି ଜିନିଷ ର ଚାହିଦା ବଢୁଛି। ଆଉ ହଜି ଯାଇଥିବା ପତ୍ର ତିଆରି ଆଦିବାସୀ ଙ୍କ ଜିନିଷ ଓ ଘର ସଯାସଜି ସାମଗ୍ରୀ ଏବେ ରାଜଧାନୀ ରେ ଦେଖିବା କୁ ମିଳିଛି। ଶାଲ ପତ୍ର ର ସୁନ୍ଦର ଟେପି ସହ ଖଜୁରୀ ପତ୍ର ରେ ତିଆରି ବିଭିନ୍ନ ମନ ଲୋଭା ଘରକରଣା ସାମଗ୍ରୀ ଏବେ ରାଜଧାନୀ ରେ ଚାଲିଥିବା ଆଦିବାଦୀ ଜାତି ଓ ଜନଜାତି କଳାବସ୍ତୁ ର ମୁଖ୍ୟ ଆକର୍ଷଣ ପାଲଟିଛି। କୀଭଳି ଆଦିବାସୀ ଲୋକେ ଜଂଗଲ ରେ ଶିକାର କରୁଥିବା ବେଳେ ଖରା ଓ ବର୍ଷା ରୁ ରକ୍ଷା ପାଇବା ପାଇଁ ପତ୍ର ତିଆରି ଟେପି ପିନ୍ଧୁ ଥିଲେ ତାହା ଦେଖିବା କୁ ମିଳିଛି। ଅନ୍ୟ ପଟେ ଖଜୁରୀ ପତ୍ରେ ରେ ପୁଲ , ମଶୀଣ।, ହେୟାର କ୍ଲିପ ବି ଦେଖିବା କୁ ମିଳିଛି। ଲୋକେ ମଧ୍ୟ ଏ ସବୁ କୁ ଦେଖିବା ପାଇଁ ବେଶ ପସନ୍ଦ କରିଛନ୍ତି।

ବାଇଟ ବିକ୍ରେତା

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.