ETV Bharat / city

ଦିଲ୍ଲୀ ନିର୍ବାଚନ ଫଳାଫଳ: ଲୋକଙ୍କ ନିଷ୍ପତ୍ତିକୁ ବିଜେପିର ସ୍ବାଗତ - ଜନାଦେଶକୁ ସ୍ବାଗତ କଲା ବିଜେପି

ଦିଲ୍ଲୀ ନିର୍ବାଚନରେ ବିଜେପିର ବିଫଳତା ନେଇ ମୁହଁ ଖୋଲିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ। ଲୋକଙ୍କ ବିଶ୍ବାସ ଓ ଲୋକଙ୍କ ନିଷ୍ପତ୍ତିକୁ ଦଳ ମୁଣ୍ଡପାତି ସ୍ବାଗତ କରୁଥିବା ସେ ପ୍ରକାଶ କରିଛନ୍ତି ।

delhi election results, bjp accepts defeat, bjp accepts people's decision with bowing head, odisha bjp on delhi election results, ଦିଲ୍ଲୀ ନିର୍ବାଚନ ଫଳାଫଳକୁ ନେଇ ଓଡିଶା ବିଜେପିର ପ୍ରତିକ୍ରିୟା, ଦିଲ୍ଲୀ ନିର୍ବାଚନ ଫଳାଫଳ, ଜନାଦେଶକୁ ସ୍ବାଗତ କଲା ବିଜେପି, ମୁଣ୍ଡପାତି ଜନାଦେଶକୁ ସ୍ବାଗତ କଲା ବିଜେପି
ଦିଲ୍ଲୀ ନିର୍ବାଚନ ଫଳାଫଳ: ଲୋକଙ୍କ ନିଷ୍ପତ୍ତିକୁ ମୁଣ୍ଡପାତି ସ୍ବାଗତ କଲା ବିଜେପି
author img

By

Published : Feb 11, 2020, 6:40 PM IST

ଭୁବନେଶ୍ବର: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜୟ ପଥରେ ଅଗ୍ରସର ହେଉଛି ଆମ ଆଦମୀ ପାର୍ଟି(ଆପ୍‌)। ସେପଟେ ମାତ୍ର 7ଟି ଭୋଟ ସହ ବିଜେପିକୁ ପରାଜୟ ସ୍ବୀକାର କରିବାକୁ ପଡିଛି । ଦଳର ଏହି ବିଫଳତାକୁ ନେଇ ମୁହଁ ଖୋଲିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ। ଲୋକଙ୍କ ବିଶ୍ବାସ ଓ ଲୋକଙ୍କ ନିଷ୍ପତ୍ତିକୁ ଦଳ ମୁଣ୍ଡପାତି ସ୍ବାଗତ କରୁଥିବା ସେ ପ୍ରକାଶ କରିଛନ୍ତି ।

ଦିଲ୍ଲୀ ନିର୍ବାଚନ ଫଳାଫଳ: ଲୋକଙ୍କ ନିଷ୍ପତ୍ତିକୁ ମୁଣ୍ଡପାତି ସ୍ବାଗତ କଲା ବିଜେପି

ସେପଟେ ଦିଲ୍ଲୀ ଫଳାଫଳକୁ ନେଇ ଓଡ଼ିଶାରେ ପ୍ରଭାବ ପଡିଥିବା ପୃଥ୍ବୀରାଜ କହିଛନ୍ତି। ଦିଲ୍ଲୀ ଲଢେଇରେ ଦଳର ବିଫଳତା ନେଇ ତର୍ଜମା କରାଯିବ ବୋଲି ସେ କହିଛନ୍ତି । ଏଥିସହ ଦରକାର ପଡିଲେ ଆଗାମୀ ଦିନରେ ଆବଶ୍ୟକୀୟ ପଦକ୍ଷପ ନିଆଯିବ ବୋଲି ସେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି।

ଦିଲ୍ଲୀ ନିର୍ବାଚନରେ ଲୋକଙ୍କ ସାମ୍ନାକୁ ସରକାରଙ୍କ ଅପାରଗତା ଦର୍ଶାଇବା ପାଇଁ ଦଳ ଶତ ଚେଷ୍ଟା କରିଥିଲା ସତ ହେଲେ ଦିଲ୍ଲୀବାସୀ ସେବୁକୁ ବାଦ ଦେଇ ନିଜ ମତ ସାବ୍ୟସ୍ତ କରିଛନ୍ତି । ଏହା ସ୍ବାଗତ ଯୋଗ୍ୟ । ସେପଟେ ଅଧିକ ଟିପ୍ପଣୀ ଦେବାର କୌଣସି ଆବଶ୍ୟକତା ନଥିବା ମଧ୍ୟ ସ୍ପଷ୍ଟ କରିଛନ୍ତି ସେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ଦିଲ୍ଲୀ ନିର୍ବାଚନ, ଲୋକ ଯାହା ନିଷ୍ପତି ନେଇଛନ୍ତି ତାହା ମୁଣ୍ଡପାତି ସ୍ୱଗତ କରୁଛୁ: ବିଜେପି।

ଦିଲ୍ଲୀ ନିର୍ବାଚନକୁ ନେଇ ବିଜେପିର ବିଫଳତା କୁ ମୁହଁ ଖୋଲିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ। ଲୋକଙ୍କ ବିଶ୍ୱାସ ଲୋକଙ୍କ ନିଷ୍ପତି ଆଗରେ ମୁଣ୍ଡ ପାତି ସ୍ୱଗତ କରୁଛି ବିଜେପି।

Body:

ଦିଲ୍ଲୀ ଫଳାଫଳକୁ ନେଇ ଓଡ଼ିଶାରେ ପ୍ରଭାବ ପଡିଛି। ଏନେଇ ଦିଲ୍ଲୀ ରେ ବିଜେପି ଆଶା କରିଥିବା ଫଳ ପାଇପାରିନାହିଁ। ଲୋକ ଙ୍କ ନିଷ୍ପତି କୁ ମୁଣ୍ଡପାତି ସ୍ୱଗତ କରିଛି ବିଜେପି । ନିର୍ବାଚନରେ ବିଫଳତା କୁ ନେଇ ବିଜେପୁ ତର୍ଜମା କରିବା ଦାହ ଆଗାମୀ ଦିନରେ ଦୃଢ ପଦକ୍ଷପ ନେବା ବୋଲି ରାଜ୍ୟ ବିଜେପି ର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଏହା ସହ ଯାହା ସେଠାରେ ବିଜେପି ସରକାର ଗଠନ କରିବା ପାଇଁ ଆଶା କରାଯାଉଥିଲା ଯେଉଁ ଭଳି ଭାବରେ ଏହା ରାଜନୈତିକ ସ୍ଥିତି ତିଆର କାରାଯାଇଥିଲା। ଦୀର୍ଘ ଦିନ ଧରି ଦିଲ୍ଲୀ ସରକାରଙ୍କ ବିରୋଧରେ ଅପରାଗତାକୁ ଲୋକଙ୍କ ଆଗରେ ପହଞ୍ଚାଇବା ପରି କାର୍ଯ୍ୟ କରାଯାଉଥିଲା। ଲୋକ ମାନେ ଯାହା ନିଷ୍ପତି ନେଇଛନ୍ତି ତାହା ସ୍ୱଗତ କରାଯାଉଥିବା ବେଳେ ଏହା ବାବଦରେ କୌଣସି ଟିପ୍ପଣୀ ଦେବାର ଆବଶ୍ୟକତା ନାହିଁ କହିଛନ୍ତି ସାଧାରଣ ସମ୍ପଦକ।

Byte- ପୃଥୁରାଜ ହାରିଚାନ୍ଦନ , ସାଧାରଣ ସମ୍ପାଦକ, ରାଜ୍ୟ ବିଜେପି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.