ETV Bharat / city

ଆରପାରିରେ ପୂର୍ବତନ ଡିଜି ଏସ କେ ଚାଟାର୍ଜୀ

author img

By

Published : Nov 15, 2020, 3:38 PM IST

Updated : Nov 15, 2020, 5:32 PM IST

ଆରପାରିରେ ପୂର୍ବତନ ଡିଜି ଏସ କେ ଚାଟାର୍ଜୀ
ଆରପାରିରେ ପୂର୍ବତନ ଡିଜି ଏସ କେ ଚାଟାର୍ଜୀ

15:32 November 15

ଆରପାରିରେ ପୂର୍ବତନ ଡିଜି ଏସ କେ ଚାଟାର୍ଜୀ

ଆରପାରିରେ ପୂର୍ବତନ ଡିଜି ଏସ କେ ଚାଟାର୍ଜୀ
ଆରପାରିରେ ପୂର୍ବତନ ଡିଜି ଏସ କେ ଚାଟାର୍ଜୀ

ଭୁବନେଶ୍ବର: ଆରପାରିରେ ପୂର୍ବତନ ପୋଲିସ ଡିଜି ଏସ କେ ଚାଟାର୍ଜୀ । ୧୯୬୬ ବ୍ୟାଚର ଆଇପିଏସ ଅଫିସର ଚାଟାର୍ଜୀଙ୍କ ଦେହାନ୍ତ ଦିଲ୍ଲୀରେ ହୋଇଛି ।  ସେ 2000 ମସିହା  ମାର୍ଚ୍ଚ 13ରୁ 2001 ମସିହା ଏପ୍ରିଲ 30 ଯାଏଁ  ପୋଲିସ ଡିଜି ଥିଲେ । ତେବେ ତାଙ୍କ ଦେହାନ୍ତରେ ବର୍ତ୍ତମାନର ପୋଲିସ ଡିଜି ଅଭୟ ଶୋକ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ 

Last Updated : Nov 15, 2020, 5:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.