ETV Bharat / city

ସରିଲା ମହଲତ, ଡିସେମ୍ବର 1ରୁ ପୁଣି ଲାଗୁ ହେବ ଟ୍ରାଫିକ ନିୟମ

author img

By

Published : Nov 15, 2019, 4:09 PM IST

3 ମାସର ମହଲତ ପରେ ଆସନ୍ତା ଡିସେମ୍ବର ପହିଲାରୁ ପୁଣି ଟ୍ରାଫିକ ନିୟମକୁ କଡ଼ାକଡ଼ି କରିବାକୁ ଯାଉଛନ୍ତି ସରକାର। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ପୁଣି ଚାଲିବ ଧରପଗଡ଼। କଡାକଡି ହେବ ନୂଆ ଟ୍ରାଫିକ ଆଇନ। 3 ମାସର ମହଲତ ପରେ ଆସନ୍ତା ଡିସେମ୍ବର ପହିଲାରୁ ନିୟମକୁ କଡ଼ାକଡ଼ି କରିବାକୁ ଯାଉଛନ୍ତି ସରକାର। ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଥିବା ନୂତନ ମୋଟର ଯାନ ଆଇନକୁ ୩ ମାସ କୋହଳ କରିବା ପରେ ପୁଣି ଥରେ ନିୟମ କଡ଼ାକଡ଼ି ହେବାକୁ ଯାଉଛି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଡିସେମ୍ବର ପହିଲାରୁ ନିୟମ ଲାଗୁ ହେବା ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ଡ୍ରାଇଭିଂ ଲାଇସେନ୍ସ,, ଆରସି , ପ୍ରଦୂଷଣ ଯାଞ୍ଚ କଡାକଡି ହେବ। ହେଲମେଟ ବ୍ୟବାହାର, ସିଟ୍ ବେଲ୍ଟ ପିନ୍ଧିବା, ଆବଶ୍ୟକ ଠାରୁ ଅଧିକ ବସି ଯାତ୍ରା କରିବା ଉପରେ ବି କଡାକଡି ଭାବେ ଯାଞ୍ଚ କରାଯିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ପୁଣି ଚାଲିବ ଧରପଗଡ଼। କଡାକଡି ହେବ ନୂଆ ଟ୍ରାଫିକ ଆଇନ। 3 ମାସର ମହଲତ ପରେ ଆସନ୍ତା
ଡିସେମ୍ବର ପହିଲାରୁ ନିୟମକୁ କଡ଼ାକଡ଼ି କରିବାକୁ ଯାଉଛନ୍ତି ସରକାର । ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଥିବା ନୂତନ ମୋଟର ଯାନ ଆଇନକୁ ୩ ମାସ କୋହଳ କରିବା ପରେ ପୁଣି ଥରେ ନିୟମ କଡ଼ାକଡ଼ି ହେବାକୁ ଯାଉଛି । ଡିସେମ୍ବର ୧ରୁ ନିୟମ ଲାଗୁ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।
ଡ୍ରାଇଭିଂ ଲାଇସେନ୍ସ, ଆରସି , ପ୍ରଦୂଷଣ ଯାଞ୍ଚ କଡାକଡି ହେବ। ହେଲମେଟ ବ୍ୟବାହାର, ସିଟ ବେଲ୍ଟ ପିନ୍ଧିବା, ଆବଶ୍ୟକ ଠାରୁ ଅଧିକ ବସି ଯାତ୍ରା କରିବା ଉପରେ ଯାଂଚ ହେବ।Body:ବାଇଟ ପଦ୍ମନାଭ ବେହେରା, ପରିବହନ ମନ୍ତ୍ରୀ

Live feed Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.