ETV Bharat / city

ଭୁବନେଶ୍ବରରେ ପ୍ରତିଷ୍ଠା ହେବ ଡାଲମିଆ ଭାରତ ଗୋପୀଚାନ୍ଦ ବ୍ୟାଡ୍‌ମିଣ୍ଟନ ଏକାଡେମୀ - ଭୁବନେଶ୍ବରରେ ପ୍ରତିଷ୍ଠା ହେବ ବ୍ୟାଡ୍‌ମିଣ୍ଟନ ଏକାଡେମୀ

ଭୁବନେଶ୍ବରରେ ପ୍ରତିଷ୍ଠା ହେବ ବ୍ୟାଡ୍‌ମିଣ୍ଟନ ଏକାଡେମୀ । ଡାଲମିଆ ଭାରତ ଗୋପୀଚାନ୍ଦ ବ୍ୟାଡ୍‌ମିଣ୍ଟନ ଏକାଡେମୀ ଭୁବନେଶ୍ବରରେ ପ୍ରତିଷ୍ଠା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଡାଲମିଆ ଭାରତ ଲିମିଟେଡର ଏମ୍‌ଡି ପୁନିତ ଡାଲମିଆ ଓ ବ୍ୟାଡ୍‌ମିଣ୍ଟନ କୋଚ ପି. ଗୋପୀଚାନ୍ଦ।

ପ୍ରତିକାତ୍ମକ ଫଟୋ
author img

By

Published : Sep 27, 2019, 3:22 PM IST

Updated : Sep 27, 2019, 4:51 PM IST

ଭୁବନେଶ୍ବର: ଭୁବନେଶ୍ବରରେ ପ୍ରତିଷ୍ଠା ହେବ ବ୍ୟାଡ୍‌ମିଣ୍ଟନ ଏକାଡେମୀ । ଡାଲମିଆ ଭାରତ ଗୋପୀଚାନ୍ଦ ବ୍ୟାଡ୍‌ମିଣ୍ଟନ ଏକାଡେମୀ ଭୁବନେଶ୍ବରରେ ପ୍ରତିଷ୍ଠା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଡାଲମିଆ ଭାରତ ଲିମିଟେଡର ଏମ୍‌ଡି ପୁନିତ ଡାଲମିଆ ଓ ବ୍ୟାଡ୍‌ମିଣ୍ଟନ କୋଚ ପି. ଗୋପୀଚାନ୍ଦ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ବ୍ୟାଡ୍‌ମିଣ୍ଟନ ଏକାଡେମୀର ଏକ ପ୍ରେଜଣ୍ଟେସନ ତାଙ୍କ ସାମ୍ନାରେ ରଖିଛନ୍ତି । ଯାହାକୁ ମୁଖ୍ୟମନ୍ତ୍ରୀ ଗ୍ରହଣ କରିଥିବା ଜଣାପଡିଛି । ଏହି ଏକାଡେମୀ ଆସନ୍ତା ଡିସେମ୍ବର ମାସରୁ ଆରମ୍ଭ ହୋଇ ବର୍ଷକ ମଧ୍ୟରେ ଶେଷ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ଏଥିଲାଗି 30 କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ 10ଟି କୋର୍ଟ ତିଆରି କରାଯିବ । ତେବେ ଡାଲମିଆ ଗ୍ରୁପ ଏହାର ସମସ୍ତ ଖର୍ଚ୍ଚ ବହନ କରିବ, ପରିଚାଳନା ଖର୍ଚ୍ଚ ଗୋପୀଚନ୍ଦ ଫାଉଣ୍ଡେସନ ବହନ କରିବ ଏବଂ ରାଜ୍ୟ ସରକାର ଜାଗା ଲିଜରେ ଯୋଗାଇଦେବେ ବୋଲି ଜଣାପଡିଛି । ଏହା ସହ ଅସ୍ଥାୟୀ ଭାବରେ ଫେବୃଆରୀ ମାସରୁ ଟ୍ରେନିଂ ଆରମ୍ଭ ହେବ ଏବଂ ଆସନ୍ତା ବର୍ଷ ଡିସେମ୍ବରରୁ ଏକାଡେମୀର ସମସ୍ତ କାମ ଶେଷ ହେବ ବୋଲି କୁହାଯାଉଛି।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ଡାଲମିଆ ଭାରତ ଗୋପୀଚନ୍ଦ ବ୍ୟାଡ଼ମିଟନ ଅକାଦେମୀ ଭୁବନେଶ୍ୱରରେ ପ୍ରତିଷ୍ଠା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଡାଲମିଆ ଗ୍ରୁପରୁ ପୁନିତ ଡାଲମିଆ ଓ ଗୋପୀଚନ୍ଦ ଅକାଦେମୀ ପକ୍ଷରୁ ପୂଲେଲା ଗୋପୀଚନ୍ଦ | ଆସନ୍ତା ଡ଼ିସେମ୍ବର ମାସରୁ ଏକାଡେମୀ ଲାଗି କାମ ଆରମ୍ଭ ହୋଇ ବର୍ଷକ ମଧ୍ୟରେ ଶେଷ ହେଵ | Body:ଏଥିଲାଗି 30 କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ଦେଲେ ଗୋପୀଚନ୍ଦ | ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ ରେ 10ଟି କୋର୍ଟ ତିଆରି କରାଯିବ | Conclusion:ଡାଲମିଆ ଗ୍ରୁପ ସମସ୍ତ ଖର୍ଚ୍ଚ ବହନ କରିବ, ପରିଚାଳନା ଖର୍ଚ୍ଚ ଗୋପୀଚନ୍ଦ ଫାଉଣ୍ଡେସନ ବହନ କରିବ ଏବଂ ରାଜ୍ୟ ସରକାର ଜାଗା ଲିଜରେ ଯୋଗାଇଦେବେ | ଅସ୍ଥାୟୀ ଭାବରେ ଫେବୃଆରୀ ମାସରୁ ଟ୍ରେନିଂ ଆରମ୍ଭ ହେଵ ଏବଂ ଆସନ୍ତା ବର୍ଷ ଡିସେମ୍ବରରୁ ଏକାଡେମୀର ସମସ୍ତ କାମ ଶେଷ ହେଵ ।
Last Updated : Sep 27, 2019, 4:51 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.